Daily Archives

October 28, 2019

ମନେପଡେ ମହାବାତ୍ୟା: ବଡ ବଡ ଗଛ ଭାଙ୍ଗି ପଡୁଥିଲା, କୁଢକୁଢ ଶବ ଭାସି ଯାଉଥିଲା । କୋଡିଏ ବର୍ଷ ପରେ ବି ମନରୁ ଲିଭିନି…

କନକ ବ୍ୟୁରୋ: ସେଦିନ ଭୟଙ୍କର ବର୍ଷା ହେଉଥିଲା । ସୁ... ସୁ ପବନରେ ଚତୁର୍ଦ୍ଦିଗ କମ୍ପୁଥିଲା । ବଡ ବଡ ଗଛ ଭାଙ୍ଗି ପଡୁଥିଲା, ଘରଦ୍ୱାର ସବୁ ଭାସି ଯାଉଥିଲା, ଜୀବନ ନେଇ ଦୌଡୁଥିବା ମଣିଷମାନେ ପାଣି ପାଟିରେ ପଶି ଯାଉଥିଲେ ଆଉ ଗୋଟେ ଗୋଟେ ଗାଁ ଶ୍ମଶାନ ପାଲଟି ଯାଉଥିଲା । ମହାବାତ୍ୟା…

ବାଗଦାଦୀକୁ କୁକୁର ଭଳି ମାରିଥିଲା ଆମେରିକା ସେନା । କିନ୍ତୁ ବିଶ୍ୱର ଏହି ନମ୍ବର ୱାନ ଆତଙ୍କବାଦୀ ପାଖରେ ପହଞ୍ଚିବାକୁ…

କନକ ବ୍ୟୁରୋ : ବିଶ୍ୱର ନମ୍ବର ୱାନ୍ ଆତଙ୍କବାଦୀ ବାଗଦାଦୀକୁ କୁକୁର ଭଳି ହତ୍ୟାର କରିବାରେ ସଫଳ ହୋଇଛି ଆମେରିକା ସେନା । ଆମେରିକା ସେନା ପକ୍ଷରୁ କରାଯାଇଥିବା ମିଳିତ ଅପରେସନରେ ବାଗଦାଦୀ ସହ ତା’ର ଦୁଇ ପତ୍ନୀ ଓ ୩ସନ୍ତାନ ମୃତ୍ୟୁବରଣ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ…

କିଏ ଏହି ଅବୁ ବକର ଅଲ୍ ବାଗଦାଦି ? କେମିତି ବିଶ୍ୱକୁ ଏକ ଦଶନ୍ଧି ଧରି ଥରହର କରି ରଖିଥିଲା ଏହି ଦୁର୍ଦ୍ଦଶ ଆତଙ୍କବାଦୀ ?

କନକ ବ୍ୟୁରୋ : ଅବୁ ବକର ଅଲ୍ ବାଗଦାଦି । ଏହି ନାଁ ହିଁ ତାର ପରିଚୟ । ଏହି ନାଁ ଏତେ ପରିଚିତ ଯେ ତାକୁ ପରିଚୟ ଦେବା ପାଇଁ ଅନ୍ୟ କୌଣସି ଅବଧାରଣର ଆବଶ୍ୟକତା ନାହିଁ । ସାରା ବିଶ୍ୱକୁ ଆତଙ୍କବାଦର ଭୟାବହତା ସଂପର୍କରେ ପରିଚିତ କରିଥିଲା ଏହି ନାଁ । ସିରିଆ, ଇରାକ, ଇରାନ ସମେତ ଆମେରିକା,…

ଦୀପାବଳି ପରେ ଅଣନିଶ୍ୱାସୀ ହେଲା ଦିଲ୍ଲୀ । ବାଣ ଧୂଆଁରେ ଅନ୍ଧାର ହୋଇଗଲା ଚାରିଦିଗ । ବାୟୁ ପାଲଟିଲା ଜହର, ଅତ୍ୟନ୍ତ…

କନକ ବ୍ୟୁରୋ : ବାଣ ଧୁଆଁରେ ଅନ୍ଧାର ହୋଇଗଲା ରାଜଧାନୀ ଦିଲ୍ଲୀ । ଅନେକ ସ୍ଥାନରେ ଅତ୍ୟନ୍ତ ଶୋଚନୀୟ ସ୍ତରରେ ପହଂଚିଛି ଦିଲ୍ଲୀର ପ୍ରଦୂଷଣ । ଗତକାଲି ଦୀପାବଳି ଅବସରରେ ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ ଆତସବାଜୀ ଯୋଗୁଁ ଆଜି ଦିଲ୍ଲୀ ଧୁଆଁ ଜହରରେ ପରିଣତ ହୋଇଛି । ସେପଟେ ମୁଖ୍ୟମନ୍ତ୍ରୀ…

ଦୁନିଆର ଏକ ନମ୍ବର ଆତଙ୍କୀର ଦୟନୀୟ ମୃତ୍ୟୁ । କେମିତି ମଲା ଆତଙ୍କୀ ଅବୁ ବକର ଅଲ ବାଗଦାଦି ? ଜାଣନ୍ତୁ କେମିତି ଥିଲା…

କନକ ବ୍ୟୁରୋ : ବିଶ୍ୱର ଏକ ନମ୍ବର ଆତଙ୍କୀ ଅବୁ ବକର ଅଲ ବଗଦାଦି କେମିତି ମଲା ସେନେଇ ସମସ୍ତ ତଥ୍ୟ ଏବେ ସାମ୍ନାକୁ ଆସିଛି । ଉତ୍ତର ସୀରିଆରେ ଏକ ସୁଡଙ୍ଗ ଭିତରେ ଆମେରିକାର ଡେଲଟା ଫୋର୍ସ ତାକୁ ଅଭିନବ ଉପାୟରେ ହତ୍ୟା କରିଛି । ସୁଡଙ୍ଗ ଭିତରକୁ ତାଲିମ ପ୍ରାପ୍ତ କୁକୁର ଗୁଡିକୁ ଛାଡି ଦେଇଥିଲା…

ସ୍ୱାସ୍ଥ୍ୟ ବିଭାଗର ବଡ ନିଷ୍ପତି । ସଡକ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା…

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ବିଭାଗର ବଡ ନିଷ୍ପତି । ଏଣିକି ସଡକ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ୩ଟି ବେସରକାରୀ ହସ୍ପିଟାଲରେ କରାଯିବ ମାଗଣାରେ ଚିକିତ୍ସା । ଦୁର୍ଘଟଣା ଘଟିବାର ୪୮ ଘଣ୍ଟା ପର୍ଯ୍ୟନ୍ତ ଟ୍ରମା ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର । ଅର୍ଥାଭାବରୁ…