Daily Archives

October 23, 2019

ରାତି ପାହିଲେ ରେଜଲ୍ଟ: ନେତାଙ୍କ ଆଖିକୁ ଆସୁନି ନିଦ ! ପ୍ରାର୍ଥୀଙ୍କ ଛାତିରେ ଧକଧକ ବଢାଉଛି ‘ବିଜେପୁର ରାତି’

କନକ ବ୍ୟୁରୋ: ସରିଛି ପରୀକ୍ଷା, ଫଳାଫଳକୁ ଅପେକ୍ଷା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ରାତି ପାହିବ ସକାଳ ହେବ ଆଉ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଜଲ୍ଟ ବାହାରିବ । ବିଜେପୁର ଉପନିର୍ବାଚନ ପାଇଁ ୨୧ରେ ମତଦାନ ସରିଥିବା ବେଳେ ଆସନ୍ତାକାଲି ବାହାରୁଛି ରେଜଲ୍ଟ । ସକାଳ ୮ଟାରୁ ଭୋଟ ଗଣତି…

ଦୀପାବଳିରେ ବାଣଫୁଟାକୁ ନେଇ କମିଶନରେଟ ପୋଲିସର ଗାଇଡଲାଇନ୍ । ରାତି ୮ଟାରୁ ୧୦ ମଧ୍ୟରେ ଫୁଟାଇପାରିବେ ବାଣ, ଚାଇନା ବାଣ…

କନକ ବ୍ୟୁରୋ : ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ତେବେ ଦୀପାବଳିରେ ବାଣଫୁଟାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଗାଇଡ୍ ଲାଇନ ଜାରି କରାଯାଇଛି। ଯାହାକୁ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ନଜର ପକାନ୍ତୁ ଦୀପାବଳି ପାଇଁ କଣ ରହିଛି…

ଗଞ୍ଜାମ ଜିଲ୍ଲାପାଳଙ୍କ ଭୂତ ଚ୍ୟାଲେଞ୍ଜ । ଗୁଣିଗାରେଡି ପ୍ରମାଣିତ କଲେ ମିଳିବ ୫୦ ହଜାର ଟଙ୍କା, ଏହି ପୁରସ୍କାର ରାଶି…

କନକ ବ୍ୟୁରୋ : ଅନ୍ଧବିଶ୍ୱାସ ଦୂର କରିବାକୁ ଜିଲ୍ଲାପାଳଙ୍କ ନିଆରା ଉପାୟ । ଅତ୍ୟାଧୁନିକ ସମାଜରୁ ଆଜି ମଧ୍ୟ ସଂପୂର୍ଣ୍ଣ ରୂପେ ଅନ୍ଧବିଶ୍ୱାସ ଦୂର ହୋଇପାରି ନାହିଁ। ଅନ୍ଧବିଶ୍ୱାସକୁ ନେଇ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଅପରାଧିକ ଘଟଣାଗୁଡ଼ିକ ଘଟୁଛି। ତେଣୁ ଏଭଳି ସମସ୍ୟା ଦୂର କରିବା ପାଇଁ…

ସୁମିତ୍ରା ସାହୁଙ୍କ ମୁୁହଁରେ ହସ ଫୁଟାଇବ କିଏ? ସ୍ୱାମୀ ଚାଲିଯିବା ପରେ ୪ଝିଅଙ୍କୁ ନେଇ ଅତି ଦୟନୀୟ ସ୍ଥିତିରେ କଟୁଛି…

କନକ ବ୍ୟୁରୋ : ଦୀପାବଳିରେ ବାଣ ବଦଳରେ ନିରାଶ୍ରୟ ଲୋକଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟନେଇ ଆମେ ଆରମ୍ଭ କରିଛୁ ଏକ ନିଆରା ଅଭିଯାନ-“ବାଣ ନୁହେଁ ହସ ଫୁଟାଇବା’ । ଆମର ଏହି ପ୍ରୟାସ ରହିଛି କିଛି ଅସହାୟ ତଥା ନିରାଶ୍ରୟ ବ୍ୟକ୍ତିଙ୍କ ପାଖରେ ଆମେ ପହଁଚିବୁ ଆଉ ସେହି ମାନଙ୍କ ଦୁଃଖ କାହାଣୀକୁ ଆମେ…