Daily Archives

October 24, 2019

ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସି ହଟହଟା ହେଲେ ମହିଳା । ନିଶା ଔଷଧ ନେଇ ଘଂଟା ଘଂଟା ଧରି ପଡିରହିଥିଲେ, ହେଲେ…

କନକ ବ୍ୟୁରୋ : ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସି ହଟହଟା ହେଲେ । ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବନ୍ଧ୍ୟାକରଣ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଥିଲା । ଏଥିପାଇଁ ଆଖପାଖ ଅଂଚଳରୁ ଅନେକ ମହିଳା ଆସିଥିଲେ । ସକାଳ ୬ଟାରୁ ଆସିଥିଲେ ମଧ୍ୟ ମହିଳାଙ୍କୁ ରାତି ୯ଟା ଯାଏଁ ବି…

ହରିୟାଣାରେ ଝୁଲା ସରକାର, କାମ କଲାନି ମୋଦି ମ୍ୟାଜିକ୍ । ୪୦ ଆସନରେ ବିଜେପି ସୀମିତ, କଂଗ୍ରେସକୁ ୩୦, କିଙ୍ଗ ମେକର…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଶିବସେନା ସହ ମେଂଟ କରି ବିଜେପି, ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି । ତେବେ ହରିଆଣାରେ ଗଣିତ ଓଲଟପାଲଟ ହୋଇଯାଇଛି । ନିର୍ବାଚନ ଫଳାଫଳ କହୁଛି, ହରିୟାଣାରେ ଝୁଲା ସରକାର ଗଠନ ହେବ । ଅର୍ଥାତ୍ କେଉଁ ଦଳକୁ ବି ସଂଖ୍ୟା ଗରିଷ୍ଠତା ମିଳିପାରିନାହିଁ ।…

ଟ୍ରାକରେ ଚାଲିଲା ପାଣି, ଟ୍ରେନରେ ଚାରି ଘଣ୍ଟା ବସିଲେ ମନ୍ତ୍ରୀ: ବର୍ଷା ଜଳ ପାଇଁ ମଝି ରାସ୍ତାରେ ଫସିଲେ ଜଳ ସମ୍ପଦ…

କନକ ବ୍ୟୁରୋ: ଟ୍ରାକରେ ଚାଲିଲା ପାଣି, ଟ୍ରେନରେ ଫସିଲେ ମନ୍ତ୍ରୀ । ଟ୍ରାକ ଉପରେ ବର୍ଷା ଜଳ ଚାଲୁଥିବାରୁ ଟ୍ରେନ ଭିତରେ ୪ ଘଣ୍ଟା ବସିଲେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଜୁନାଗଡ ଏକ୍ସପ୍ରେସରେ ମନ୍ତ୍ରୀ ଭୁବନେଶ୍ୱରରୁ ରାୟଗଡା ଯାଉଥିବା ବେଳେ ବର୍ଷା କାରଣରୁ ବାଟରେ ଫସି ରହିଥିଲେ ।…

ବିଜେପୁରରେ କାହିଁକି ବାଜିମାତ୍ କଲା ବିଜେଡି ? ରୀତା ସାହୁଙ୍କ ରେକର୍ଡ ବଡ଼ ବିଜୟ ପଛର କ’ଣ ରହିଛି ବଡ଼ କାରଣ ?

କନକ ବ୍ୟୁରୋ : ପାଖାପାଖି ୯୮ ହଜାର ଭୋଟ୍ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ବାଜିମାତ, ବିଜେପିି ଗଣିତକୁ ଓଲଟପାଲଟ କରିଦେଇଛି । କାରଣ ମାତ୍ର ୪-୫ ମାସ ପୂର୍ବରୁ ଏହି ଆସନରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ବିଜେପୁର ଆସନରୁ…

ରାତି ଅଧରେ ହିରୋଇନଙ୍କୁ ହଇରାଣ ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଅଭିନେତ୍ରୀଙ୍କ ରେକର୍ଡ ବୟାନ କଲା ପୋଲିସ,…

କନକ ବ୍ୟୁରୋ : ରାତି ଅଧରେ ରାଜଧାନୀରେ ଅଭିନେତ୍ରୀଙ୍କୁ ପିଛା କରି ଯୁବକଙ୍କ କମେଂଟ ମାରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିନେତ୍ରୀଙ୍କ ଘରେ ପହଂଚି ବୟାନ ରେକର୍ଡ କରିଛି ପୋଲିସ । ଏହାସହ ଦୁର୍ବୃତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଏଯାଏଁ ବାଇକରେ…