Daily Archives

October 17, 2019

ପ୍ରକାଶ ପାଇଲା ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା । ସ୍ଥାନ ପାଇଲେ ଓଡ଼ିଶା ଝିଅ ସୁସ୍ମିତା…

କନକ ବ୍ୟୁରୋ : ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଲେ ସୁସ୍ମିତା ମହାନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ୭ ଭାରତୀୟ ମହିଳା ରହିଛନ୍ତି । ଯେଉଁଥିରେ ସୁସ୍ମିତାଙ୍କ ନାଁ ମଧ୍ୟ ରହିଛି । ସ୍ୱେଶ ୱିମେନ୍ ନାମରେ…

ମୋଦିଙ୍କ ମନ ଜିଣିଲା କୁନି ପୁଅ: ଟୁଇଟରରେ କୁନି ନିହାଲର ଭିଡିଓ ସେୟାର କଲେ ନରେନ୍ଦ୍ର ମୋଦି

କନକ ବ୍ୟୁରୋ: କୁନି ପିଲାର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ । କୁନି କୁନି ପାଟିରେ ଟିକି ଟିକି କଥା କହୁଥିବା ଜଣେ ଅଭିନେତ୍ରୀଙ୍କ ପୁଅର ଭିଡିଓ ସେୟାର କରିଛନ୍ତି ମୋଦି । ଆଉ ଭିଡିଓକୁ ରି-ଟୁଇଟ କରି କୁନି ପିଲାକୁ ଆଶୀର୍ବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଅଭିନେତ୍ରୀ ଗୁଲ ପନାଗ…

ମନଇଚ୍ଛା ନମ୍ବରରେ କଥା ହୋଇପାରିବେନି କଏଦୀ । ଏଣିକି ଜେଲରେ ରେକର୍ଡ ହେବ କଏଦୀଙ୍କ କଲ୍ ।

କନକ ବ୍ୟୁରୋ : ଏଣିକି ଆଉ ମନଇଚ୍ଛା ନମ୍ବରରେ କଥା ହୋଇ ପାରିବେ ନାହିଁ ଜେଲରେ ଥିବା କଏଦୀ । ଜେଲରେ ଥିବା କଏଦୀମାନେ କାହା ସହିତ କ’ଣ କଥା ହେବେ ତାହାର କଲ ରେକର୍ଡ ରହିବ । କଏଦୀମାନେ ସର୍ବାଧିକ ତିନିଟି ନମ୍ବରରେ କଥା ହୋଇପାରିବେ। ତେବେ କଏଦୀ ଯେଉଁମାନଙ୍କ ସହିତ ବି କଥା ହେବେ, କଥା ହେବା…

ଗୁହାରୀ କରୁଛି ଗଙ୍ଗାଧର: ମତେ ଭଲ କରିଦିଅ, ମୁଁ ପାଠ ପଢିବି… ରୋଗ ଶଯ୍ୟାରେ ଶୋଇ ବି ସ୍କୁଲ ଯିବାର ସ୍ୱପ୍ନ…

କନକ ବ୍ୟୁରୋ: ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରୀ ଆଶା । ସେ ସୁସ୍ଥ ହେବ, ସ୍କୁଲ ଯିବ ଆଉ ପୁଣି ଥରେ ପାଠ ପଢା ଆରମ୍ଭ କରି ବଡ ମଣିଷ ହେବ । ରୋଗକଷ୍ଟର ଖଟ ଉପରେ ଶୋଇ ଯନ୍ତ୍ରଣା ସହ ଯୁଦ୍ଧ କରୁଥିବା କୁନି ବାଳକ ଗଙ୍ଗାଧର ଖଟୁଆ ନିଜ ଭବିଷ୍ୟତକୁ ନେଇ ଏମିତି କିଛି ସ୍ୱପ୍ନ ଦେଖୁଛି । ଅଜଣା…

ଟ୍ରାଇରେ ଜିଓର ବଡ ଅଭିଯୋଗ । ଅନ୍ୟ ଅପରେଟର ବେଆଇନ ଭାବେ ଲ୍ୟାଣ୍ଡଲାଇନ୍ ଫୋନକୁ ମୋବାଇଲ ଦର୍ଶାଇ ନେଉଛନ୍ତି ଆଇୟୁସି ।

ଜିଓ ପକ୍ଷରୁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ନିକଟରେ ଏୟାରଟେଲ, ଭୋଡାଫୋନ ସମେତ ଅନ୍ୟ ଅପରେଟରମାନେ ଚଞ୍ଚକତା ପୂର୍ବକ ନିଜର ଲ୍ୟାଣ୍ଡଲାଇନ ଫୋନକୁ ମୋବାଇଲ ଫୋନ ଦର୍ଶାଇ ଅନୈତିକ ଆଇୟୁସି ଲାଭ କରୁଥିବା ନେଇ ଅଭିଯୋଗ ଦାଖଲ କରାଯାଇଛି ଏବଂ ଏ ଦିଗରେ ନିୟମର ଖିଲାପ କରିଥିବାରୁ…