ବଜାରରେ ଏବେ ରସୁଣ ରାଜ୍ । ପିଆଜ ଓ ଟମାଟୋ ପରେ ଏବେ ଆକାଶଛୁଆଁ ହେଲା ରସୁଣ ଦର ।
ପିଆଜ ଓ ଟମାଟୋ ଦରକୁ ନେଇ ଲୋକମାନେ ଚିନ୍ତାରେ ପଡ଼ିଥିବା ବେଳେ ଏବେ ରସୁଣ ଦର ବି ଅକାଶ ଛୁଆଁ ହୋଇଛି। ଦିଲ୍ଲୀରେ ରସୁଣ କିଲୋ ପିଛା ୩୦୦ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ ରସୁଣ କିଲୋ ପ୍ରତି ୨୫୦-୩୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇ ସପ୍ତାହ ପୂର୍ବରୁ ଏହା କିଲୋ ପିଛା…