Daily Archives

October 25, 2019

ଦୀପାବଳି ଉପହାରରେ ମିଳିଲା ଦେଶୀ ଚିକେନ୍ ଓ ଫୋନ୍ । ଦଳୀୟ କର୍ମୀଙ୍କ ମନ ଖୁସି କରିଦେଲେ ଏଆଇଏଡିଏମକେ ବିଧାୟକ । 

କନକ ବ୍ୟୁରୋ : ଦଳୀୟ କର୍ମୀଙ୍କୁ ଏଆଇଏଡିଏମକେ ବିଧାୟକଙ୍କ ଦୀପାବଳି ଉପହାର । ଆଉ ଏଭଳି ଉପହାର ଯେ, ଦଳୀୟ କର୍ମୀଙ୍କ ମନ ଖୁସି ହୋଇଯାଇଥିଲା । କାରଣ ସମସ୍ତଙ୍କ ହାତରେ ଥିଲା ଦୀପାବଳି ଉପହାର । ତାମିଲନାଡୁ ବିଧାନସଭାର କଲସାପକ୍କମର ପ୍ରତିନିଧିତ୍ୱ କରୁଥିବା ଓ.ପନୀରସେଲଭମ ଶୁକ୍ରବାର…

ପାଇପ ଯୋଗେ ୨୪ ଘଣ୍ଟା ମିଳିବ ବିଶୁଦ୍ଧ ଜଳ । ପୁରୀ ଓ ଭୁବନେଶ୍ୱରର ୧ ଲକ୍ଷ ୨୦ ହଜାର ଲୋକ ହେବେ ଉପକୃତ, ଓଡ଼ିଶା…

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ୍‌ ଯୋଗେ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷାରିତ । ଶୁକ୍ରବାର ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ  ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

ଚାଷ କାମ ଯାହାର, କି ଆନନ୍ଦ ତାହାର: ଚାକିରି ପଛରେ ଧାଇଁଲେନି, ଚାଷ କରି ଲକ୍ଷପତି ହେଲେ । ଚର୍ଚ୍ଚାରେ ଚୈତନ୍ୟଙ୍କ…

କନକ ବ୍ୟୁରୋ: ‘ଆଖୁ ଏକ ଅର୍ଥକାରୀ ଫସଲ । ଆଖୁ ଚାଷ, ଚାଷୀଙ୍କୁ ଲାଭବାନ କରାଏ’ । ପିଲାବେଳେ ବହିରେ ପଢିଥିବା ଏହି କଥାକୁ କାମରେ ଲଗାଇ ଲକ୍ଷପତି ହୋଇଛନ୍ତି ବଲାଙ୍ଗୀରର ଏହି ଚାଷୀ ପରିବାର । ବିଲରେ ଆଖୁ ପାଇଁ ଅକ୍ଳାନ୍ତ ପରିଶ୍ରମ କରି, ଝାଳ ବୁହାଇ ମାସକୁ ୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର…

ହରିୟାଣା ହଲଚଲ ଶେଷ । ସାଥୀ ହୋଇ ସରକାର ଗଢିବେ ବିଜେପି-ଜେଜେପି । ବିଜେପି ହାତରେ ମୁଖ୍ୟମନ୍ତ୍ରୀ ପଦ, ଜେଜେପି ଖାତାରେ…

କନକ ବ୍ୟୁରୋ : ହରିୟାଣାରେ କିଏ ଗଢିବ ସରକାର । ଏହାକୁ ନେଇ ଲାଗି ରହିଥିବା ସସପେନ୍ସରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ହରିୟାଣାରେ ସରକାର ଗଠନ ପାଇଁ ହାତ ମିଳାଇଲେ ବିଜେପି-ଜେଜେପି । ଆଉ ଏହାସହ କଂଗ୍ରେସର ସରକାର ଗଢିବା ଆଶା ଧୂଳିସାତ ହୋଇଛି । ବିଜେପି ଚାଣକ୍ୟ ଅମିତ ଶାହାଙ୍କ ସହ ଜେଜେପି…

ବାତ୍ୟା ନାଁରେ ମିଛ ଖବର । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ୩ବର୍ଷର ତଳର ପୁରୁଣା ଭିଡିଓ, କନକ ନ୍ୟୁଜ୍ ନାଁରେ କରାଯାଉଛି…

କନକ ବ୍ୟୁରୋ : ଅକ୍ଟୋବର ୨୮ ତାରିଖରେ ପୁଣି ଏକ ବାତ୍ୟା ଓଡିଶା ମୁହାଁ ହେଉଥିବା ନେଇ ସୋସିଆଲ ମିଡିଆରେ କନକ ନ୍ୟୁଜର ଏକ ଭିଡିଓ ଭାଇରାଲ ହେଉଛି । ଏଠି ଆମେ କହିରଖୁଛୁ ଯେ, ଏହି ଖବର ସମ୍ପୂର୍ଣ୍ଣ ଗୁଜବ । ଏଭଳି କୌଣସି ବାତ୍ୟା ଓଡିଶା ଆଡକୁ ଆସୁନାହିଁ । ପ୍ରକୃତରେ ଏହି ଭିଡିଓଟି ତିନି ବର୍ଷ…

ହରିୟାଣାର ହିରୋ କିଏ? କାହାକୁ ମିଳିନି ମ୍ୟାଜିକ୍ ନମ୍ବର, ସରକାର ଗଢିବାକୁ ବିଜେପିକୁ ଗ୍ରୀନ୍ ସିଗନାଲ୍ ଦେଲେ ସ୍ୱାଧୀନ…

କନକ ବ୍ୟୁରୋ : ହରିୟାଣାରେ କିଏ ଗଢିବ ସରକାର, ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା । ୯୦ ଆସନ ବିଶିଷ୍ଟ ହରିୟାଣାରେ ମ୍ୟାଜିକ ନମ୍ବର ୪୬ ହୋଇଥିବା ବେଳେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନାହିଁ । ସ୍ୱାଧୀନ ଓ ଜେଜେପି ବିଧାୟକଙ୍କ ସମର୍ଥନ ପାଇଁ କସରତ ଆରମ୍ଭ କରି ଦେଇଛନ୍ତି…