Daily Archives

October 7, 2019

ବିଦେଶକୁ ଅଜ୍ଞାତବାସରେ ଆଉ ଯାଇପାରିବେ ନାହିଁ ରାହୁଲ ଗାନ୍ଧୀ । ବଦଳିଲା ଏସପିଜି ସୁରକ୍ଷା ବ୍ୟବସ୍ଥା, ବିଦେଶ ଗଲେ…

କନକ ବ୍ୟୁରୋ : ବିଦେଶରେ ଅଜ୍ଞାତବାସରେ ରହିପାରିବେ ନାହିଁ ଗାନ୍ଧୀ ପରିବାର । ମୋଦି ସରକାର ବଦଳାଇଛନ୍ତି ୭ଏସପିଜି ସୁରକ୍ଷା ନିୟମ । ଏସପିଜି ସୁରକ୍ଷାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ଏବେ ପ୍ରଧାନମନ୍ତ୍ରୀ ଓ ଗାନ୍ଧୀ ପରିବାରଙ୍କୁ ମିଳୁଛି ଏସିପିଜି ସୁରକ୍ଷା…

ବାୟୁସେନା ଦିବସରେ ଭାରତକୁ ମିଳିବ ରାଫେଲ ବିମାନ । କାଲି ଫ୍ରାନ୍ସରେ ରାଫେଲ ଉଡାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

କନକ ବ୍ୟୁରୋ : ଭାରତୀୟ ବାୟୁସେନା ଦିବସରେ ଭାରତକୁ ମିିଳିବାକୁ ଯାଉଛି ପ୍ରଥମ ରାଫେଲ ଯୁଦ୍ଧ ବିମାନ । ରାଫେଲ ଆଣିବାକୁ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ସେ ରାଫେଲ ଯୁଦ୍ଧବିମାନରେ ପ୍ରଥମେ ଉଡାଣ ଭରିବେ । ସେପଟେ ୨୦୨୦ ସୁଦ୍ଧା ୪ଟି ରାଫେଲ ଯୁଦ୍ଧ…

ଆଫଗାନିସ୍ତାନରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ । ବୋମା ବିସ୍ଫୋରଣରେ ଚାଲିଗଲା ୧୦ ଜଣଙ୍କ ଜୀବନ ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ଆଜି ଆଉ ଏକ ବଡ଼ ଧରଣର ଆତ୍ମଘାତି ଆତଙ୍କବାଦୀ ଆକ୍ରମଣ ହୋଇଛି । ପୂର୍ବ ଆଫଗାନିସ୍ତାନର ଜଲାଲାବାଦ ସହରରେ ନବନିଯୁକ୍ତ ସେନା ଯବାନମାନଙ୍କୁ ନେଇ ଯାଉଥିବା ଏକ ବସକୁ ଟାର୍ଗେଟ କରି ହୋଇଥିବା ଆତ୍ମଘାତି ବୋମା ବିସ୍ଫୋରଣରେ ପ୍ରାୟ ୧୦ ଜଣ ବ୍ୟକ୍ତି ନିହତ ହୋଇଛନ୍ତି ଓ…

ନଇ କୂଳରେ ମଣିଷ-କୁମ୍ଭୀର ଲଢେଇ: ଦୀର୍ଘ ଅଧଘଣ୍ଟା ଧରି ଲଢ଼େଇ କରିବା ପରେ କୁମ୍ଭୀର ମୁହଁରୁ ବଞ୍ଚିଲା ମହିଳାଙ୍କ ଜୀବନ ।

କନକ ବ୍ୟୁରୋ: ଅଧଘଂଟା ଧରି କୁମ୍ଭୀର ସହ ମୁହାଁମୁହିଁ ହେବା ପରେ ଏବେ ହସପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ମହିଳା । ରାଜକନିକାର ଏହି ମହିଳାଙ୍କ ଗୋଡକୁ କାମୁଡି ପାଣି ଭିତରକୁ ଟାଣିନେଇଥିଲା ୫ ଫୁଟର ବିରାଟ କୁମ୍ଭୀର । ତେବେ ସାହସ ଦେଖାଇ କୁମ୍ଭୀର ସହ ଅଧଘଂଟା ଧରି ଲଢିବା ଯୋଗୁଁ…

ଲକ୍ଷପତି ଭିକାରୀ । ଟ୍ରେନ ଧକ୍କାରେ ମରିଗଲା ପରେ ପୋଲିସ ପାଇଲା ପୁଳାପୁଳା ଟଙ୍କା, ଗଣିବାକୁ ଲାଗିଲା ୮ଘଂଟାରୁ ଅଧିକ…

କନକ ବ୍ୟୁରୋ : ଲକ୍ଷପତି ଭିକାରୀ । ମୁମ୍ବାଇର ଜଣେ ଭିକାରୀଙ୍କ ପାଖରୁ ମିଳିଛି ୧୦ ଲକ୍ଷରୁ ଅଧିକ ଟଙ୍କା । ଏକ ଦୁର୍ଘଟଣାରେ ଭିକାରୀଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଠିକଣା ଖୋଜି ଖୋଜି ଘରେ ପହଁଚିଥିଲା । ଆଉ, ଭଂଗା ଘରେ ଥିବା ଅଖା ଖୋଲିବା ବେଳକୁ ସ୍ତବ୍ଧ ପାଲଟିଯାଇଥିଲା ପୋଲିସ । ଅଖାରେ…