Daily Archives

October 12, 2019

ସଫଳତା ରୋକିପାରିଲାନି ସମାଜର ଅପମାନ । ହାତ ଛାଡିଦେଲା ପରିବାର, ଅଦମ୍ୟ ଚେଷ୍ଟା ଓ ଆତ୍ମବିଶ୍ୱାସ ବଳରେ ଭାରତର ପ୍ରଥମ…

ଛୋଟ ବେଳୁ ନିଜ ଲିଙ୍ଗକୁ ନେଇ ସନ୍ଦେହରେ ଥିଲେ ମଧ୍ୟ କେବେ ବି ସେ ନିଜ ସ୍ୱପ୍ନକୁ ନେଇ ସନ୍ଦେହ କରି ନ ଥିଲେ । ବଡ଼ ହୋଇ ସେ ଜଣେ ପାଇଲଟ୍ ହେବେ ବୋଲି ଇଚ୍ଛା ରଖିଥିବା ବେଳେ ତାକୁ ପୂରା କରିବା ପାଇଁ ସେ ଅନେକ ସଂଘର୍ଷ କରିଥିଲେ । ଯାହା ଆଜି ସଫଳ ହୋଇଛି । ଆଜି ଆମେ ଏଠାରେ କେରଳର ଆଦାମ୍…

ଫେରୁଛି ଅଡ୍-ଇଭେନ୍ ଫର୍ମୁଲା । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ନିଷ୍ପତ୍ତି । ଦିଲ୍ଲୀରେ ଗାଡି ଚଳାଚଳ ଉପରେ ଲାଗିବ…

କନକ ବ୍ୟୁରୋ : ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର । ଏନେଇ ଆସନ୍ତା ନଭେମ୍ବର ୪ ତାରିଖରୁ ପୁଣି ଫେରିବ ଅଡ-ଇଭେନ୍ ଫର୍ମୁଲା । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ପୁଣି ଲାଗୁ ହେବ କଟକଣା । ଫେରିଲା…

ଜାପାନରେ ଏକାସଙ୍ଗେ ତାଣ୍ଡବ ରଚିଲା ବାତ୍ୟା ଓ ଭୂମିକମ୍ପ । ୧୫୦ କିଲୋମିଟର ବେଗରେ ମାଡିଆସିଲା ପହନ, ଚାହୁଁ ଚାହୁଁ…

ଜାପାନ ଆଜି ଗୋଟିଏ ଦିନରେ ଏକ ଭୟଙ୍କର ସାମୁଦ୍ରିକ ବାତ୍ୟା ଓ ଭୂମିକମ୍ପର ସମ୍ମୁଖୀନ ହୋଇଛି । ଏହି ସୁପର ଟାଇଫୁନର ନାଁ ରଖାଯାଇଛି ହଗିବିସ୍ । ଏହା ଶନିବାରଦିନ ଜାପାନର ପୂର୍ବରେ ଥିବା ଇଜୁ ଉପଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ପରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି ଓ ପବନର ବେଗ…

ନମୋଙ୍କ ନିଆରା ଅନ୍ଦାଜ । ସକାଳୁ ସକାଳୁ ହାତରେ ଜରି ଧରି ବେଳାଭୂମି ସଫା କଲେ ମୋଦି ।

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସ୍ୱଚ୍ଛ ଭାରତ ମିଶନର ଚିତ୍ର । ସ୍ୱଛ ଭାରତ ଅଭିଯାନକୁ ସଫଳ କରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ପ୍ରୟାସ । ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ସ୍ୱଚ୍ଛ ଭାରତ ପାଇଁ ସଫେଇ କରିଛନ୍ତି ମୋଦି । ସମୁଦ୍ର ତଟରେ ହାତରେ ଜରି ଧରି ସଫା କରିଛନ୍ତି ମୋଦି ।…

ଚୀନ୍ ରାଷ୍ଟ୍ରପତିଙ୍କୁ ଏହି ସ୍ୱତନ୍ତ୍ର ଦୀପ ଉପହାର ଦେଲେ ମୋଦି । ଏହି ଦୀପକୁ ଗଢିବାକୁ ୮ଜଣ କଳାକାର ନେଇଥିଲେ ୧୨ ଦିନ…

କନକ ବ୍ୟୁରୋ : ଚୀନ ରାଷ୍ଟ୍ରପତି ସି  ଜିନପିଙ୍ଗ୍  ଶୁକ୍ରବାର ଦୁଇଦିନିଆ ଭାରତ ଗସ୍ତରେ ଆସିଥିଲେ । ତାଙ୍କ ବିମାନ ଚେନ୍ନାଇ ବିମାନବନ୍ଦରରେ ଓହ୍ଲାଇଥିଲା । ସେଠାରୁ ତାମିଲନାଡୁର ମହାବଳୀପୁରମ୍‌ରେ ସେ ପହଞ୍ଚି ଥିଲେ । ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କୁ ସ୍ୱାଗତ କରିବା ପାଇଁ…

ବହି ଯାଉଥିଲା ପାଣି, ଶୁଖିଲା ପତ୍ର ସାହାଯ୍ୟରେ ପାଣି ଅଟକାଇବାକୁ ଚେଷ୍ଟା କରୁଥିଲା ମାଙ୍କଡ । ମାଙ୍କଡଟିର ଏହି ଭିଡିଓ…

କନକ ବ୍ୟୁରୋ : ପ୍ରେରଣା ଏବଂ ବାର୍ତ୍ତାର ଏହା ଏପରି ଏକ କାହାଣୀ ଯାହା ଆପଣଙ୍କୁ ସଚେତନତାର ଭିନ୍ନ ଏକ ରାସ୍ତା ଦେଖାଇବ । ଯେଉଁଠି ଶିକ୍ଷିତ ସମାଜ ଜଳ ନଷ୍ଟ କରିଚାଲିଛି, ସେଠାରେ କିଭଳି ଏକ ମାଙ୍କଡ ପାଣି ବୁନ୍ଦାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଚାଲିଛି ଦେଖନ୍ତୁ । If other beings of…