Daily Archives

October 24, 2018

ଆନ୍ଦୋଳନରେ ଆଇନଜୀବୀ, କୋର୍ଟରେ ଅଚଳାବସ୍ଥା ଜାରି ! ଜେଲରେ ବିଚାରାଧୀନ କଏଦୀଙ୍କ ଭିଡ଼, ସେପଟେ ସରକାରଙ୍କୁ ସମାଲୋଚନା…

କନକ ବ୍ୟୁରୋ : ଆନ୍ଦୋଳନରେ ଆଇନଜୀବୀ । ମିଳୁନି ବେଲ୍, ଜେଲରେ ବଢୁଛି କଏଦୀଙ୍କ ସଂଖ୍ୟା । ଏ ଘଟଣା ହେଉଛି ସମ୍ବଲପୁର ଜେଲର । ଜେଲ ଆଗରେ ବିଚାରଧୀନ କଏଦୀଙ୍କ ସଂପର୍କୀୟଙ୍କ ଭିଡ଼ । ଛୋଟ ଛୋଟ ମାମଲାରେ ଥିବା କଏଦୀଙ୍କ ଜାମିନ୍ ପାଇଁ ନାକେଦମ୍ ହେଉଛନ୍ତି ପରିବାର ଲୋକ । ସମ୍ବଲପୁର ଜେଲରେ ୫୧୯ ଜଣ…

ବିତର୍କକୁ ନେଇ ବିବାଦ ! ଅଭିଜିତ ଆୟାରଙ୍କ ପ୍ରସଙ୍ଗରେ ବିଧାନସଭାକୁ ଚ୍ୟାଲେଂଜ ଦେଲେ ଖାରବେଳ ସ୍ୱାଇଁ, କହିଲେ ତଳକୁ…

କନକ ବ୍ୟୁରୋ : ବିତର୍କକୁ ନେଇ ବଢ଼ିଲା ବିବାଦ । ଅଭିଜିତ୍ ଆୟାର ମିତ୍ରଙ୍କ ଗିରଫଦାରୀ ପ୍ରସଙ୍ଗରେ ବରିଷ୍ଠ ନେତା ଖାରବେଳ ସ୍ୱାଇଁ ରଖିଥିବା ମତକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ । ଖାରଖେଳ ସ୍ୱାଇଁ କହିଥିଲେ, ଓଡ଼ିଶା ବିଧାନସଭା ଗୃହ କମିଟି ପ୍ରତିହିଂସା ପରାୟଣ ହୋଇଉଠିଛି । ସେହିପରି…

ଆସୁଛି ଦିପାବଳୀ ! ବିମାନ ଯତ୍ରୀଙ୍କ ପାଇଁ ଇଂଡିଗୋର ବଡ ଅଫର, ମାତ୍ର ୮୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା ।

ଘରୋଇ ବିମାନ ସେବା କମ୍ପାନି ଇଣ୍ଡିଗୋ ପକ୍ଷରୁ ଦିପାବଳୀ ଅଫର ଘୋଷଣା କରାଯାଇଛି । ଏହା ମାଧ୍ୟମରେ କମ୍ପାନି ତରଫରୁ ସର୍ବନିମ୍ନ ୮୯୯ ଟଙ୍କାରେ ଘରୋଇ ଫ୍ଲାଇଟ ଓ ସର୍ବନିମ୍ନ ୩୩୯୯ ଟଙ୍କାରେ ଇଣ୍ଟରନାସନାଲ ଫ୍ଲାଇଟ ଟିକେଟ ପ୍ରଦାନ କରାଯାଉଛି । ସୂଚନା ମୁତାବକ, ଇଣ୍ଡିଗୋ କମ୍ପାନୀ ତରଫରୁ…

ଫରେଷ୍ଟ ଅଫିସର ରାତି ଅନିଦ୍ରା, ହେଲେ ଛୁ’ ମାରିଲା ‘ସୁନ୍ଦରୀ’ ! ଟ୍ରାଙ୍କୁଲାଇଜ କଲାବେଳେ ବାଜିଲାନି ନିଶ୍ଚେତକ ଗୁଳି,…

କନକ ବ୍ୟୁରୋ : ବନବିଭାଗର ଅଧିକାରୀ ରାତି ଅନିଦ୍ରା, ସୁନ୍ଦରୀ ଛୁ । ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଡେରା ପକାଇଥିବା ବନବିଭାଗ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଛି । କାରଣ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯେଉଁ ନିଶ୍ଚେତକ ଗୁଳି ବାଘୁଣୀକୁ ମରାଯାଇଥିଲା, ତାହା…

ସଂକଟରେ ଦେଶର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା ! ରାତି ଅଧରେ ଚାଲିଲା ହାଇଡ୍ରାମା, ଦୁଇ ଟପ୍ ଅଫିସରଙ୍କୁ ଛୁଟିରେ ପଠାଇଲେ…

କନକ ବ୍ୟୁରୋ : ଦେଶର ସବୁଠୁ ବିଶ୍ୱସ୍ତ ତଦନ୍ତକାରୀ ସଂସ୍ଥା କୁହାଯାଉଥିବା ସିବିଆଇକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଆଜି ନୂଆ ମୋଡ଼ ନେଇଛି । ପ୍ରଥମଥର ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଦୁଇ ସର୍ବୋଚ୍ଚ ଅଧିକାରୀଙ୍କୁ ଛୁଟିରେ ପଠାଇ ଦେଇ ସେମାନଙ୍କ କାର୍ଯ୍ୟାଳୟକୁ ସିଲ କରିଦିଆଯାଇଛି ।…

ଶିଶୁଙ୍କୁ ଖାଦ୍ୟ ଖୁଆଇବା ହୋଇଯାଏ କାଠିକର ପାଠ, ସେଥିପାଇଁ ବାପା ଆପଣାଇଲେ ଭିନ୍ନ ଏକ ବାଟ । ଭିଡିଓ ଦେଖିଲେ ହସି ହସି…

ସୋଶିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ । କୁହାଯାଏ କି, ଛୋଟ ପିଲାଙ୍କୁ ଖାଦ୍ୟ ଖୁଆଇବା କୌଣସି ବିପଦ ଠାରୁ କମ୍ ନୁହେଁ । ନଖରା ଓ ଚଗଲାମି କରି ପିଲାମାନେ ସଂପୂର୍ଣ୍ଣ ରୂପେ ଭୋଜନ କରନ୍ତିନି ଓ ମାତା-ପିତାଙ୍କ କାମ ବଢ଼ାନ୍ତି । କିନ୍ତୁ ଏକ…