Daily Archives

October 16, 2018

ତିତଲି ପ୍ରଭାବିତଙ୍କ ପାଇଁ ନବୀନ ଖୋଲିଲେ ଭଣ୍ଡାର । ପ୍ରାଥମିକ ପର୍ଯ୍ୟାୟରେ ୧୦୨ କୋଟି ଟଙ୍କାର ରିଲିଫ୍ ଘୋଷଣା କଲେ…

କନକ ବ୍ୟୁରୋ : ତିତଲି ବାତ୍ୟା ପ୍ରଭାବିତଙ୍କ ପାଇଁ ଭଣ୍ଡାର ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିତଲି କ୍ଷୟକ୍ଷତି ବାବଦକୁ ପ୍ରାଥମିକ ପର୍ଯ୍ୟାୟରେ ୩ଟି ଜିଲ୍ଲା ଗଜପତି, ଗଞ୍ଜାମ ଓ ରାୟଗଡା ପାଇଁ ୧୦୨ କୋଟି ଟଙ୍କାର ରିଲିଫ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାଛଡା ପରବର୍ତ୍ତୀ…

ନବୀନଙ୍କ ପସନ୍ଦ ଦିଲ୍ଲୀପ, ବିଜୟଙ୍କୁ ନେଇ ଅଙ୍କ କଷୁଛନ୍ତି । ମିଶ୍ରଣ ପର୍ବର ଶୁଭ ଲଗ୍ନ ବାହାରୁନି ।

କନକ ବ୍ୟୁରୋ : ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଉପରେ ଏବେ ସମସ୍ତଙ୍କ ନଜର । ବିଜେପି ଭିତରେ ରହି ଅଣନିଶ୍ୱାସୀ ହେଉଥିବା ଏହି ଦୁଇ ନେତାଙ୍କ ରାଜନୈତିକ ଭବିଷ୍ୟତ କଣ ରହିବ, କେଉଁ ଦଳ ଆଡକୁ ଢଳିବେ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା ।…

ତିତଲି ଧୋଇଲା ଟଙ୍କା ! ଜରି ପଲିଥିନ ଉପରେ ଖୋଲା ଛାତରେ ଶୁଖୁଛି ବିଡ଼ା ବିଡ଼ା ୫୦୦ ଓ ୨୦୦୦ ଟଙ୍କିଆ ନୋଟ, ଜାଣନ୍ତୁ…

କନକ ବ୍ୟୁରୋ : ବାତ୍ୟା ତିତଲି ଚାଲି ଯାଇଛି କିନ୍ତୁ ଚିହ୍ନ ଛାଡି ଯାଇଛି । ତିତଲି ବାତ୍ୟା ପରେ ପରେ ଯେଉଁଭଳି ବନ୍ୟା ବିଭୀଷିକା ଦେଖା ଦେଇଛି ତାହା ଫଳରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଇଛି । ଗୋଟିଏ ପଟେ ଖାଦ୍ୟ ସାମଗ୍ରୀ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ଏବେ ନଗଦ ଟଙ୍କାର…

ବିଜେଡିରୁ ନିଲମ୍ବିତ ନେତାଙ୍କ ଆସୁଛି ଅଛେଦିନ୍ । ଦଳକୁ ଫେରାଇ ଆଣିବାକୁ ପ୍ରସ୍ତୁତି ।

କନକ ବ୍ୟୁରୋ : ୨୦୧୯ ପୂର୍ବରୁ ବିଜେଡି ଭିତରେ ବଡ ପରିବର୍ତ୍ତନ ହେବାକୁ ଯାଉଥିବା ଶୁଣିବାକୁ ମିଳୁଛି । ପଂଚମ ଥର ପାଇଁ କ୍ଷମତା ଦଖଲ କରିବା ଆଗରୁ ଦଳ ଏବେ ଶକ୍ତି ଆକଳନ କରୁଛି । କେଉଁଠି ଅସୁବିଧା ଅଛି, ତାକୁ କିଏ ସୁଧାରି ପାରିବ, କିଏ ଦଳ ପାଇଁ କଂଟା ହେଉଛି, ତାକୁ କିଭଳି ବାଟକୁ ଅଣାଯିବ,…

ବାତ୍ୟା ପ୍ରଭାବିତ ଅଞ୍ଚଳ ଭଞ୍ଜନଗର ଓ ବାରଘର ନିଜେ ଯିବେ ମୁଖ୍ୟମନ୍ତ୍ରୀ । କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ସହ କଥା…

କନକ ବ୍ୟୁରୋ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ନବୀନ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଓ ଭଞ୍ଜନଗର ଯାଇ ଲୋକଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି। ଭଞ୍ଜନଗରରେ ମୁଖ୍ୟମନ୍ତ୍ରୀ ନବୀନ ବିଗତ ଦିନରେ ଦେଖାଯାଇଥିବା ଭୟଙ୍କର…