Daily Archives

October 24, 2018

ଥଣ୍ଡା ପାନୀୟ ପିଉଛନ୍ତି ଯଦି, ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ : ନଚେତ୍ ବିପଦରେ ପଡିପାରେ ଆପଣଙ୍କ ଜୀବନ

ଏକ୍ସପାୟରୀ ଡେଟ୍ ର କୋଲ୍ଡ ଡ୍ରିଙ୍କ ପିଆଇବା ଉପରେ ଜଣେ ହୋଟେଲ ସଂଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ପୀଡିତ ବିଜୟ ରାଜପୁତଙ୍କ ମୁତାବକ, ସେ ଓ ତାଙ୍କ ସାଙ୍ଗମାନେ ମିଶି ରାତିରେ ଭୋଜନ କରିବାକୁ ଗୋଟିଏ ହୋଟେଲକୁ ଯାଇଥିଲେ । ସେ ଖାଦ୍ୟ ସହିତ କୋଲ୍ଡ ଡ୍ରିଙ୍କ ଅର୍ଡର କଲେ ।…

ସୁବର୍ଣ୍ଣପୁରରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍ ସହ ମୁହାଁମୁହିଁ ହେଲା ତେଲ ଟ୍ୟାଙ୍କର, ଜିଅନ୍ତା ଜଳିଗଲେ ଚାଳକ ।

ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର-ସମ୍ବଲପୁର ରାସ୍ତାରେ ନିକଟସ୍ଥ ଏସ୍. ପତ୍ରାପାଲିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଟ୍ୟାଙ୍କର ଚାଳକ। ଏହି…

କୁଶଳୀ ଭାରତ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ମିଶନ୍ । ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ…

କନକ ବ୍ୟୁରୋ: ପିପିପି ମୋଡରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ ସଂସ୍ଥାନ ବା (ଆଇଆଇଏସ) । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଚାହିଦା ଏବଂ ଉପଲବ୍ଧ ଭିତିଭୂମି…

ଦ୍ୱିତୀୟ ଦିନିକିଆରେ ଚମକିଲେ ବିରାଟ ! ଭାରତର ଦମଦାର ବ୍ୟାଟିଂ, ୱେଷ୍ଟଇଣ୍ଡିଜକୁ ୩୨୨ ରନର ଟାର୍ଗେଟ୍ ଦେଲା ଟିମ୍…

କନକ ବ୍ୟୁରୋ : ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ଦିନିକିଆରେ ୩୭ତମ ଶତକ ହାସଲ କରିବା ସହ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ବିରାଟଙ୍କ ଦମଦାର ଶତକ ଏବଂ ଅମ୍ବାତି ରାୟଡୁଙ୍କ ଲଢୁଆ ୭୩ ରନ ବଳରେ…

ଆନ୍ଦୋଳନରେ ଆଇନଜୀବୀ ଜେଲରେ ବିଚାରାଧିନ କଏଦୀ : ଅଧାରେ ଅଟକିଛି ବିଚାର, ଜୟପୁର ଜେଲରେ ବଢୁଛି କଏଦୀଙ୍କ ସଂଖ୍ୟା

କନକ ବ୍ୟୁରୋ : ଆନ୍ଦୋଳନରେ ଓକିଲ । ଜେଲରେ ବିଚାରାଧୀନ କଏଦୀ । ଆଉ ଜେଲ ବାହାରେ ଲାଗୁଛି କଏଦୀଙ୍କ ସଂପର୍କୀୟଙ୍କ ଭିଡ । ଜୟପୁର ଠାରୁ କଟକ ସବୁଠି ଓକିଲ ସଂଘର ଆନ୍ଦୋଳନ । ଆଇନର ବାଟ ଦେଖାଉଥିବା ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଜେଲରେ ବିଚାରାଧିନ କଏଦୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଫଳରେ…

୭୦ ବର୍ଷ ଧରି ରାସ୍ତାଟିଏ ପାଇଁ ଗୁହାରି କରି ହେଲେ ନିରାଶ । ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଗ୍ରାମବାସୀ ।

କନକ ବ୍ୟୁରୋ: ପ୍ରଶାସନକୁ ଗୁହାରି କରି ନୟାନ୍ତ ହେଲେ ଶେଷରେ ନିଜ ଗାଁ ରାସ୍ତାକୁ ନିଜେ ତିଆରି କଲେ । ଏମିତି କରି ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛନ୍ତି ଗ୍ରାମବାସୀ । ସୁନ୍ଦରଗଡରୁ ଦେଖିବା ଏହି ରିର୍ପୋଟ ‘ପ୍ରଶାସନ ଶୁଣିଲା ନାହିଁ ଆମର ଗୁହାରି’ । ଚାଲିଛି ମାଟି ପକା । ଜେସିପି,…