Daily Archives

October 2, 2018

ଗାନ୍ଧିଜୀ ଓ ଓଡିଶା ! ଫଟୋ ଫଟୋରେ ସ୍ମୃତିଚାରଣ

କନକ ବ୍ୟୁରୋ : ମହାତ୍ମା ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସୂଚନା ଭବନରେ ଆୟୋଜିତ ହୋଇଛି ଗାନ୍ଧିଜୀ ଓ ଓଡ଼ିଶା ଶୀଷର୍କ ଫଟୋ ପ୍ରଦର୍ଶନୀ । ସଂସ୍କୃତି ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ଫଟୋ ପ୍ରଦର୍ଶନୀରେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ, କଟକ କାଠଯୋଡ଼ିରେ ସଭା ଭଳି ଅନେକ…

ଆସନ୍ତାକାଲି ପୁରୀ ବନ୍ଦ ! ଯାନବାହାନ ସହ ବନ୍ଦ ରହିବ ଦୋକାନ ବଜାର, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉପରେ ପଡିପାରେ…

ଆଠ ଦଫା ଦାବି ନେଇ ଅକ୍ଟୋବର ୩ (ବୁଧବାର) ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି । ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ଦୋକାନ-ବଜାର ବନ୍ଦ ରହିବ ବୋଲି ଜଣାପଡ଼ିଛି । ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇପାରେ । ସେହିଭଳି ପୁରୀ ବନ୍ଦ ଶ୍ରୀଜଗନ୍ନାଥ ଦର୍ଶନ ଉପରେ ମଧ୍ୟ ପ୍ରଭାବ…

ଦଳ ଗଢିବେ ଦାମ ! କହିଲେ, ଖସି ଯାଉଛନ୍ତି ମାଲଦାର ଲୋକ, ଟଙ୍କା ଦେବ କିଏ ?

କନକ ବ୍ୟୁରୋ : ନୂଆ ଦଳ ଗଢିବେ କି ଦାମ ? ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରୁ ପରଦା ଉଠାଇଛନ୍ତି ଦାମ । ଏପରିକି ନୂଆ ଦଳ ଗଢିବାର ଫର୍ମୁଲା ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି ଦାମ । କଂଗ୍ରେସ ଭବନରେ ବସି ଏଭଳି ବୟାନ ଦେଇଛନ୍ତି ସଜ ସଜ ବିଜେଡିରୁ ବହିଷ୍କୃତ…

ରେଡିଓ ଚକଲେଟ୍ ଷ୍ଟୁଡିଓରେ ଗାନ୍ଧିଜୀ ! ଶ୍ରୋତାଙ୍କ ପାଇଁ ରେଡିଓ ଚକଲେଟ୍ ଭେଟି ଦେଇଛି ଏକ ଭିନ୍ନ କାର୍ଯ୍ୟକ୍ରମ ‘ବାପୁ…

କନକ ବ୍ୟୁରୋ: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀର ମହାପର୍ବକୁ ଓଡିଶାର ନମ୍ବର ୱାନ୍ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ଏକ ନିଆରା ଢଙ୍ଗରେ ପାଳନ କରିଛି । ଗାନ୍ଧୀଙ୍କ ଜୀବନର ଅନେକ ଅଜଣା କଥାକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇ ଦେବାପାଇଁ ରେଡିଓ ଚକଲେଟ୍ କରିଛି ଏକ ନିଆରା ପ୍ରୟାସ । ଏକ…

ମଝି ସମୁଦ୍ରରେ ଗଭୀର ପାଣିରେ ଜାହାଜରେ ଲାଗିଲା ନିଆଁ ! ଅଟକି ରହିଛି ବୋଟ୍, ଫସି ରହିଛନ୍ତି ୩୭୨ ଯାତ୍ରୀ ।

ୟୁରୋପରେ ଥିବା ବାଲଟିକ୍ ସାଗରରେ ଏକ ଯାତ୍ରୀବାହୀ ବୋଟରେ ଅଗ୍ନିକାଣ୍ଡ ହେବା ପରେ ସେଥିରେ ଯାତ୍ରା କରୁଥିବା ପ୍ରାୟ ୩୩୫ ଯାତ୍ରୀ ଓ ୩୭ ଜଣ କର୍ମଚାରୀ ଫସି ରହିଛନ୍ତି । ରେଜିନା ସିୱେଜ୍ ନାମକ ଏହି ବୋଟଟି ଜର୍ମାନୀର କିଏଲ ସହରରୁ ଲିଥୁଆନିଆର ବନ୍ଦର ସହର କ୍ଲାଇପେଡାକୁ ଯାଉଥିଲା । ମଝି ସାଗରରେ…