ଉଜ୍ଜଳା ହିତାଧିକାରୀଙ୍କ ପାଇଁ ଖୁସି ଖବର ! ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ନଷ୍ଟ ହୋଇଯାଇଥିଲେ ମାତ୍ର ୨୦୦ ଟଙ୍କାରେ…
କନକ ବ୍ୟୁରୋ : ଓଡିଶାରେ ତିତଲି ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଘରେ ବନ୍ୟା ପାଣି ପଶିଯାଇଥିବାରୁ ସବୁ ଆସବାବପତ୍ର ନଷ୍ଟ ହୋଇଯାଇଛି । ତେବେ ଏହି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ତିନୋଟି ତୈଳ ବିତରଣ…