Daily Archives

October 28, 2018

ମହାବଳ ନୁହେଁ କଲରାପତରିଆ ବାଘ ମରିଛି । ଦେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁର କାରଣ ଖୋଜିବାକୁ ସରକାର ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ମାମଲାରେ ନୂଆ ମୋଡ । ଏହା ମହାବଳ ବାଘର ନଥିଲା ବରଂ ଏକ କଲରାପତରିଆ ବାଘ ଥିଲା ବୋଲି ପିସିସିଏଫ ସୂଚନା ଦେଇଛନ୍ତି । ଅଭୟାରଣ୍ୟର ମାଟିତଳୁ ମିଳିଥିବା ମୃତ ଦେହ ଏକ କଲରାପତରିଆ ବାଘର ବୋଲି ଜଣାପଡିଛି । ଯେଉଁ ବାଘର ଦୁଇ ତିନି…

ଭାରତୀୟ ବଜାରରେ ଲଂଚ ହେଲା ଆଷ୍ଟନ୍ ମାର୍ଟିନର ଭେନେଂଟେଜର ଲେଟେଷ୍ଟ ମଡେଲ ! ଘଂଟା ପ୍ରତି ଦୌଡିବ ୩୧୫ କିଲୋମିଟର ।

କନକ ବ୍ୟୁରୋ : ଭାରତୀୟ ବଜାରରେ ପ୍ରବେଶ କରିଲା ଭାନଟେଜ୍ କାର୍ର ଲେଟେଷ୍ଟ ଜେନେରେସନର ମଡେଲ । ଲକଜ୍ୟୁରିୟସ୍ ସ୍ପୋର୍ଟସ୍ କାର୍ ନିର୍ମାଣକାରୀ କମ୍ପାନୀ ଆଷ୍ଟନ୍ ମାର୍ଟିନ୍ ଏହି କାରକୁ ଭାରତରେ ଲଂଚ କରିଛି । ଏହା ପୂର୍ବରୁ ୨୦୧୬ ମସିହାରେ କମ୍ପାନୀ ଡିବି-୧୧କୁ ଭାରତରେ ଲଂଚ କରିଥିଲା । ବହୁ…

କଠିନ ପରିଶ୍ରମ ଆଣି ଦେଇଛି ସଫଳତା ! ଜରି ବ୍ୟାଗ ତିଆରି କରି ନିଜେ ସ୍ୱାବଲମ୍ବି ହେବା ସହ ମହିଳାଙ୍କୁ ରୋଜଗାର କ୍ଷମ…

କନକ ବ୍ୟୁରୋ : ପରିଶ୍ରମ ଓ ବୃଦ୍ଧି ବଳରେ ଆଜି ନିଜେ ନିଜ ଗୋଡ଼ରେ ଠିଆ ହେବା ସହ ୧୬ ଜଣ ମହିଳାଙ୍କୁ ସ୍ୱାବଲମ୍ବି କରିପାରିଛନ୍ତି ପ୍ରଫୁଲ ପୃଷ୍ଟି । କଟକ ଜିଲ୍ଲା ନିଆଳି ବ୍ଲକ ଆମ୍ବାପଡ଼ା ଗାଁରେ ଘର । ବିଭିନ୍ନ ଅଂଚଳରୁ ଅଖା ଜରି ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରନ୍ତି ଭଳି କି ଭଳି ବ୍ୟାଗ ।…

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ । ନବୀନ ସରକାରକୁ ଦେଲେ ମିଛୁଆ ରାଧୁଆ ସରକାରର ଟ୍ୟାଗ,…

କନକ ବ୍ୟୁରୋ : ଭଦ୍ରକ ଓ ଯାଜପୁରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଥିବା ବେଳେ ଭୁବନେଶ୍ୱରରୁ ଏହାର ଜବାବ ଦେଇଛି ବିଜେଡି । ଆଜି ଭଦ୍ରକର ବାସୁଦେବପୁରରେ ବିଜେପିର ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ଯୋଗ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ…

ଆସୁଛି ଦୀପାବଳୀ ! ପ୍ରସ୍ତୁତି ଆରମ୍ଭ କଲେଣି କୁମ୍ଭାର, ଭଳିକି ଭଳି ଆକାରର ଦୀପ କରୁଛନ୍ତି ତିଆରି, ୫୦ପଇସାରୁ ୧୦ଟଙ୍କା…

କନକ ବ୍ୟୁରୋ : ଆସୁଛି ଦୀପାବଳି । ଝିଲମିଲ ଆଲୁଅରେ ଝଲସି ଉଠିବ ଧରା ପୃଷ୍ଟ । ଆଉ ଏହି ଦୀପାବଳିକୁ ଆଲୋକିତ କରିବା ଲାଗି ଏବେ ଠାରୁ ପ୍ରସ୍ତୁତି ଚଳାଇଛନ୍ତି କୁମ୍ଭାର ସମ୍ପ୍ରଦାୟର ଲୋକେ । ଏବଂ ଏହି କ୍ରମରୁ ବାଦ ପଡି ନାହାନ୍ତି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର କୁମ୍ଭାର ମାନେ ।…

ଥମୁନି ହାଇକୋର୍ଟ ବିବାଦ ! ଉପ-ସଭାପତି, ଚେୟାରମ୍ୟାନଙ୍କ ସମେତ ବିଜେଡି ଲିଗାଲ୍ ସେଲ ଉପଦେଷ୍ଟାଙ୍କ ଫଟୋକୁ ଜୋତା…

କନକ ବ୍ୟୁରୋ : ଆଇନଜୀବୀଙ୍କ ଆନ୍ଦୋଳନରୁ ବିଜେଡି ଲିଗାଲ୍ ସେଲ୍ ଓହରିଯିବା ପରେ ଏହାକୁ ନେଇ ଆଜି ପୁଣି କଟକରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ହାଇକୋର୍ଟ ଅଂଚଳରେ ଆଇନଜୀବୀମାନେ ବାରର ପୂର୍ବତନ ଉପ-ସଭାପତି ଓ ବାର କାଉନସିଲ ଚେୟାରମ୍ୟାନଙ୍କ ସମେତ ବିଜେଡି ଲିଗାଲ୍ ସେଲର ଉପଦେଷ୍ଟାଙ୍କ ଫଟୋକୁ…