Daily Archives

October 3, 2018

ଝିଅ ହେବ ତ ଏମିତି ! ସ୍ୱାମୀ ପକ୍ଷାଘାତ ରୋଗରେ ପଡିବାରୁ ଘର ଛାଡି ଚାଲିଗଲା ସ୍ତ୍ରୀ, ବାପାଙ୍କ ଦେଖାଶୁଣା କରୁଛି ୬…

ଲୋକେ କୁହନ୍ତି କୌଣସି ଅଭିଯୋଗ ନ କରି ଜୀବନକୁ ଖୁସିର ସହ ବଞ୍ଚିବା ଶିଖ । ଯାହା ଭଗବାନ ଦେଇଛନ୍ତି ସେଥିରେ ଖୁସି ହେବା ଶିଖ । ଏତେ ଛୋଟ କଥାଟିକୁ ଅନେକ ବଡ଼ ବଡ଼ ଲୋକ ବୁଝି ପାରି ନଥିବା ବେଳେ ଚୀନ୍ର ଜଣେ ୬ବର୍ଷୀୟ ନାବାଳିକା ଏହାକୁ ଭଲ ଭାବରେ ବୁଝି ପାରିଛି । ପୂର୍ବରୁ ସୋସିଆଲ ମିଡ଼ିଆରେ ଅନେକ…

ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଇନଷ୍ଟାଗ୍ରାମ । ଖୋଲିଲାନି ୱେବସାଇଟ ଏବଂ ଆପ୍

ସୋସିଆଲ ମିଡିଆରେ ପଡିଲା ଚହଳ । କେହି କିଛି ବୁଝିବା ଆଗରୁ ଆଜି ପୂରା ବିଶ୍ୱରେ ହଠାତ୍ ବନ୍ଦ ହୋଇ ଯାଇଥିଲା ଇନଷ୍ଟାଗ୍ରାମ । କେହି କିଛି ବୁଝି ପାରୁ ନଥିବା ବେଳେ ଏକ ଘଣ୍ଟା ପର‌୍ୟ୍ୟନ୍ତ ଇନଷ୍ଟାଗ୍ରାମର ସାଇଟ୍ ଏବଂ ଆପ୍ ବନ୍ଦ ହୋଇ ପଡ଼ି ରହିଥିଲା । ସର୍ଭର ଏରର୍ ଦେଖାଇବାରୁ ୟୁଜର୍ସ ମାନେ…

ପୋଲିସକୁ ପିଟିଲେ ମହିଳା । ମଦ୍ୟପାନ କରି ବିଚ୍ ରାସ୍ତାରେ ପୋଲିସକୁ ନିର୍ଦ୍ଦୁମ ଛେଚିଲେ ମହିଳା, ଭିଡ଼ିଓ ହେଲା ଭାଇରାଲ ।

ମଦ ପିଇ ଚାରି ଜଣ ମହିଳାଙ୍କ ତୂମୁଳ କାଣ୍ଡ ।  ମଦ୍ୟପାନ କରି ରାସ୍ତା ମଝିରେ ମୁମ୍ବାଇ ପୁଲିସ୍ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ସେମାନେ ରାସ୍ତାରେ ହଲ୍ଲା ମଚାଉଥିବା ବେଳେ ଯେଉଁ ପୁଲିସ୍ କର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା…

ରାଫେଲକୁ ବିମାନକୁ ନେଇ ବାୟୁସେନା ମୁଖ୍ୟଙ୍କ ପ୍ରତିକ୍ରିୟା ! ସରକାରଙ୍କ ସାହସୀ ପଦକ୍ଷେପ, ଭାରତୀୟ ଉପମହାଦ୍ୱୀପ ପାଇଁ…

କନକ ବ୍ୟୁରୋ : ରାଫେଲ ଲଢ଼ୁଆ ବିମାନକୁ ନେଇ ବିବାଦ ଚାଲିଥିବା ବେଳେ ରାଫେଲ ଚୁକ୍ତି ସରକାରଙ୍କ ଏକ ସାହସିକ ପଦକ୍ଷେପ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବିଏସ ଧନୋଆ ଏହି ଚୁକ୍ତିକୁ ଭଲ ପ୍ୟାକେଜ ବୋଲି କହିଛନ୍ତି । ଏହି ବିମାନ ଉପମହାଦ୍ୱୀପ ପାଇଁ…

ଆସନ୍ତାକାଲି ସମ୍ବାଦ, କନକ ନ୍ୟୁଜ ଓ ରେଡିଓ ଚକୋଲେଟର ବାର୍ଷିକୋତ୍ସବ! ରାଜ୍ୟସ୍ତରୀୟ ବକ୍ତୃତା, ସାରେଗାମା…

କନକ ବ୍ୟୁରୋ : ଆସନ୍ତାକାଲି ସମ୍ବାଦ, କନକ ନ୍ୟୁଜ୍ ଓ ରେଡିଓ ଚକୋଲେଟର ସ୍ୱନକ୍ଷତ୍ର ଉତ୍ସବ । ଏହି ଅବସରରେ ରାଜ୍ୟ ସ୍ତରୀୟ ବିର୍ତ୍ତକ ଏବଂ ସାରେଗାମା ସଙ୍ଗୀତ ଭିତ୍ତିକ ପ୍ରତିଯୋଗିତା ଭୁବନେଶ୍ୱର ଜୟଦେବଭବନରେ ଅନୁଷ୍ଠିତ ହୋଇଛି । ସମଗ୍ର ରାଜ୍ୟରୁ ୯ଟି ଜୋନରେ ହୋଇଥିବା ବିତର୍କ…