Daily Archives

October 13, 2018

ପଦାରେ ପଡିଲା ପୋଲିସ ବାବୁଙ୍କ କଳା କାରନାମା ! ଡ୍ୟୁଟିରେ ନଥିବା ବେଳେ କରୁଥିଲେ ଚେନ୍ ଲୁଟ୍ ।

ଗତ କିଛି ଦିନ ହେବ ପୁଲିସକୁ ଖୁଆଇ ପିଆଇ ଦେଉନଥିବା ମହାରାଷ୍ଟ୍ରର ଜଣେ ଚେନ୍ ଚୋର ନିଜେ ଜଣେ ପୁଲିସ୍ ବୋଲି ଜଣାପଡିଛି । ଏହି ପୋଲିସ ବାବୁଙ୍କୁ ଚେନ୍ ହରାଇଥିବା ମହିଳା ଜଣକ ଚିହ୍ନିବା ପରେ ଗୁରୁବାର ପୁଲିସ୍ ଧରିବାରେ ସମର୍ଥ ହୋଇଛି । ଅଭିଯୁକ୍ତ ଯୋଗେଶ ସିଙ୍ଗରେ(୩୩) ଔରଙ୍ଗାବାଦରେ ଇଣ୍ଡିଆନ୍…

ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରେମ ଆନନ୍ଦଙ୍କୁ ମର୍ଯ୍ୟାଦାଜନକ ପୁରସ୍କାର ! ଓଡ଼ିଶା ଏକ୍ସଲେନ୍ସି…

ତାଙ୍କ ଦ୍ୱାରା ତିଆରି ହୋଇଛି ଅନେକ ସଙ୍ଗୀତ । ଏପରି ଗୀତ ଯାହା ଶୁଣିଲେ ଲୋକମାନେ ମୁଗ୍ଧ ହୋଇ ଉଠିଥାନ୍ତି । ସେ ଆଉ କେହି ନୁହନ୍ତି ଓଡିଆ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ।ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କୁ…

ଜାମ୍ମୁକାଶ୍ମୀରରେ ସେନାର ଜବରଦସ୍ତ ଏନକାଉଣ୍ଟର ! ଦୁଇ କୁଖ୍ୟାତ ଆତଙ୍କବାଦୀ ସଂଗଠନର ୨ ଆତଙ୍କୀ ନିହତ ।

ଜାମ୍ମୁକାଶ୍ମୀରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଘଟିଥିବା ଏକ ଏନକାଉଣ୍ଟରରେ ଲସ୍କର-ଇ- ତୋଏବାର ଜଣେ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛି । ଆଜି ଜାମ୍ମୁକାଶ୍ମୀର ପୌର ପରିଷଦ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଗ୍ରହଣ ଚାଲିଥିବା ବେଳେ ପୁଲଓ୍ଵାମା ଜିଲ୍ଲାର କଙ୍ଗନ୍…

ମାନ୍ଦାବସ୍ଥାରେ ବଡ ଅଫର ! ତେଲଦର ଓ ବୀମା ମହଙ୍ଗା ବେଳେ ପୂଜା ଅଫର ଆଣିଲେ ବଡ ବଡ କମ୍ପାନୀ, ୫୦ ହଜାରରୁ ୭୦ ହଜାର ଯାଏଁ…

ଆଉ କେଇଟା ଦିନ ପରେ ଦୁର୍ଗାପୂଜା । ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ସାଧାରଣତଃ ପାର୍ବଣ ଋତୁରେ ଦେଶରେ କାର ବେପାର ଭଲ ଜମେ । କିନ୍ତୁ ଏ ବର୍ଷ ବେପାର ଆଦୌ ଜମୁନାହିଁ । ଏହାର କାରଣ ହେଉଛି ତେଲଦର ବୃଦ୍ଧି, ଦେଶର କେତେକ ଅଂଚଳରେ ବନ୍ୟା ଓ ବୀମା ବାବଦ ଖର୍ଚ୍ଚ ବୃଦ୍ଧି ଫଳରେ…

ପୁଣି ପାକିସ୍ତାନ ପ୍ରେମରେ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ! କହିଲେ ଦକ୍ଷିଣ ଭାରତ ତୁଳନାରେ ପାକିସ୍ତାନ ଯାତ୍ରା ଭଲ ।

କନକ ବ୍ୟୁରୋ : ପୁଣି ଅଡୁଆରେ ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ପୁଣି ଥରେ ପାକିସ୍ତାନର ପ୍ରଶଂସା କରିଛନ୍ତ ସିଦ୍ଧୁ । ନିକଟ ଅତୀତରେ କରିଥିବା ପାକିସ୍ତାନ ଯାତ୍ରାକୁ ଦକ୍ଷିଣ ଭାରତ ଯାତ୍ରା ତୁଳନାରେ ଭଲ ବୋଲି କହିଛନ୍ତି । ଯାହାକୁ ନେଇ ନୂଆ ବିବାଦ ହେବାର ଆଶଙ୍କା ରହିଛି…