Daily Archives

October 9, 2018

ହକି ପାଇଁ ମୋ ହୃଦୟ ଧକ୍ ଧକ୍ ! ମୁଁ ଆସିବି ଓଡିଶା, ହକି ବିଶ୍ୱକପରେ ଯୋଗଦେବା ନେଇ ଟ୍ୱିଟ୍ କରି ଘୋଷଣା କରିବା ସହ…

କନକ ବ୍ୟୁରୋ : ଓଡ଼ିଶା ଆସିବେ କିଙ୍ଗ ଖାନ୍ ଶାହରୁଖ । ହକି ବିଶ୍ୱ କପରେ ସାମିଲ ହେବେ ବଲିଉଡ୍ ବାଦଶାହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ଉତର ଦେଇ ଶାହାରୁଖ କହିଛନ୍ତି, ସେ ହକି ବିଶ୍ୱକପ୍ ପାଇଁ ଓଡିଶାର କଳିଙ୍ଗ ଷ୍ଟାଡିୟମ୍ ଆସିବାକୁ ଆଗ୍ରହୀ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ…

ଷ୍ଟେଟ ବ୍ୟାଙ୍କରେ ୬ ମାସ ମଧ୍ୟରେ ୫୫୫୫ କୋଟି ଟଙ୍କାର ଘୋଟାଲା । ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଲା ସାଂଘାତିକ…

ପିଏନବି ବ୍ୟାଙ୍କ ପରେ ଏବେ ଭାରତର ସବୁଠୁ ବଡ ବ୍ୟାଙ୍କ କୁହାଯାଉଥିବା ଷ୍ଟେଟ ବ୍ୟାଙ୍କର ଠକେଇ ମାମଲା ସାମ୍ନାକୁ ଆସିଛି । ଗତ ୬ ମାସ ମଧ୍ୟରେ ୫୫୫୫.୪୮ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ମୋଟ ୧୩୨୯ଟି ମାମଲାରେ ଏତେ ଟଙ୍କାର ଠକେଇ ହୋଇଛି । ଆରଟିଆଇ ରିପୋର୍ଟରୁ ଏଭଳି ସାଂଘାତିକ…

ସିଆଇଏସଏଫ୍ ସୁରକ୍ଷାକର୍ମୀଙ୍କୁ ଉପରୁ ଆସିଲା ନିର୍ଦ୍ଦେଶ । ଏଣିକି ବିମାନବନ୍ଦରରେ ଯାତ୍ରୀଙ୍କ ସହ ହସି ହସି କଥା…

ଯଦି ଆପଣ ନିୟମିତ ଭାବେ ବିମାନରେ ଯାତ୍ରା କରୁଥାନ୍ତି ତେବେ ପରବର୍ତ୍ତୀ ଯାତ୍ରା ସମୟରେ ବିମାନ ବନ୍ଦରକୁ ପ୍ରବେଶ କରିବା ମାତ୍ରେ କିଛି ନୂଆ ଦେଖିବାକୁ ପାଇବେ । ଅଥାର୍ତ ପୂର୍ବରୁ ବିମାନବନ୍ଦରରେ ଯାତ୍ରୀ ମାନେ ପ୍ରବେଶ କରିବା ବେଳେ ସିଆଇଏସଏଫ୍ କର୍ମଚାରୀଙ୍କ ଭାବଭଙ୍ଗୀକୁ ଯେଉଁଭଳି ଦେଖୁଥିଲେ…

‘ମିଛ ପ୍ରତିଶୃତିରେ ମୋଦି ସରକାର’, ଟିଭି ସୋ’ରେ କହୁ କହୁ କହିଦେଲେ, ଗଡକରୀ ! ଭିଡ଼ିଓ ଭାଇରାଲ କଲା କଂଗ୍ରେସ

ବିଜେପିକୁ ଜୁମଲା ପାର୍ଟି ବୋଲି କହି ଆସୁଥିବା କଂଗ୍ରେସ ଏହାର ପ୍ରମାଣ ଦେବାକୁ ଛାଡିଲା ଭିଡ଼ିଓ । ମୋଦିଙ୍କ ଅତି ଖାସ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏକ ସାକ୍ଷାତକାରକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିଜେପି ମିଛର ପ୍ରମାଣ ଦେବାକୁ ଚାହିଁଛି କଂଗ୍ରେସ ଦଳ । ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ…

ବାହା ହୋଇ ରେଳଫାଟକ ପାଖକୁ ଆସିଲେ, ଲଡୁ ଖାଇଲେ ଆଉ ଟ୍ରେନ ଆଗକୁ ଡେଇଁ ଆତ୍ମ ହତ୍ୟା କଲେ ! ହେଲେ କାହିଁକି ?

ପ୍ରଥମେ ବାହା ହୋଇ କାରରେ ରେଳଫାଟକ ପାଖକୁ ଆସିଲେ, ପରେ କାରରୁ ଓହ୍ଲାଇ ଉଭୟ ଉଭୟଙ୍କୁ ଲଡୁ ଖୁଆଇଲେ ଓ ଶେଷରେ ଦୁରରୁ ଆସୁଥିବା ଦ୍ରୁତଗାମୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କଲେ ଏହି ପ୍ରେମୀ ଯୁଗଳ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ପଟିୟାଲା ସହରରେ । ସୋମବାର…

ତିତଲିକୁ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ! ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ବର୍ଷା, ପବନକୁ ଆଖିରେ ରଖି…

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫ୍ ଓ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି । ସେପଟେ ସଚିିବାଳୟରେ ସମ୍ଭାବ୍ୟ ବାତ୍ୟା ସ୍ଥିତିର…