Daily Archives

October 24, 2018

ଡାଲିକୁ ନେଇ ସାଂଘାତିକ ତଥ୍ୟ ! ଆପଣ ଖାଉଥିବା ଡାଲିରେ ମିଶୁଛି ବିଶାକ୍ତ କେମିକାଲ, ନଖାଇବା ପାଇଁ ପରାମର୍ଶ ଦେଲା…

କନକ ବ୍ୟୁରୋ : ଆପଣମାନେ ପ୍ରତିଦିନ ଡାଲି ଖାଉଛନ୍ତି କି ? ତେବେ ସାବଧାନ । ଶରୀରକୁ ଆବଶ୍ୟକ ପୁଷ୍ଟିସାର ଯୋଗାଉଥିବା ଡାଲିକୁ ବିଷାକ୍ତ ଘୋଷଣା କରିଛନ୍ତି ଭାରତୀୟ ଖାଦ୍ୟ ସୁରକ୍ଷା ଓ ନିରାପତା କର୍ତୃପକ୍ଷ । ଖାଇବା ଟେବୁଲରେ ପରସା ଯାଉଥିବା ମୁଗ ଓ ମସୋରି ଡାଲିକୁ ବିଷାକ୍ତ ବୋଲି କହିଛି…

ବିଶାଖାପାଟଣାରେ ଭାରତ-ୱେଷ୍ଟଇଣ୍ଡିଜ୍ ରୋମାଞ୍ଚକର ଦ୍ୱିତୀୟ ଦିନିକିଆ ! ସଂଘର୍ଷ କରି ମ୍ୟାଚକୁ ଟାଇ ରଖିଲା…

କନକ ବ୍ୟୁରୋ : ଟାଇ ହେଲା ମ୍ୟାଚ୍ । ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ଅତି ରୋମାଞ୍ଚର ସହ ଟାଇରେ ଶେଷ ହୋଇଛି । ସଂଘର୍ଷ କରି ଶେଷରେ ମ୍ୟାଚକୁ ଟାଇ କରିଛି ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜକୁ ଶେଷ ବଲରେ ୫ ରନ୍ ଦରକାର ଥିବା ବେଳେ ୪ ରନ୍ ହୋଇପାରିଛି। ୱେଷ୍ଟଇଣ୍ଡିଜ୍ ୩୨୨ ରନ୍…

ପ୍ଲାଷ୍ଟିକ ନେଇ ଆସିଲା ସାଙ୍ଘାତିକ ତଥ୍ୟ ! ପ୍ରତିଦିନ ୯ ପ୍ରକାର ପ୍ଲାଷ୍ଟିକ ଖାଉଛନ୍ତି ମନୁଷ୍ୟ, ସବୁଠାରୁ ଅଧିକ…

ପ୍ଲାଷ୍ଟିକକୁ ନେଇ ଆସିଲା ଭିନ୍ନ ତଥ୍ୟ ! ପ୍ରତିଦିନ ମନୁଷ୍ୟ ବ୍ୟବହାର କରୁଥିବା ଖାଦ୍ୟ ପେୟ ଏବଂ ଅନ୍ୟାନ୍ୟ ବସ୍ତୁରୁ ଶରୀର ଭିତରକୁ ପ୍ରାୟ ୯ ପ୍ରକାରର ପ୍ଲାଷ୍ଟିକ କଣିକା ପ୍ରବେଶ କରୁଛି । ଏହା ମଧ୍ୟରୁ କିଛି କଣିକା ମଳ ତ୍ୟାଗ ବେଳେ ବାହାଯାଇଥାଏ । କିନ୍ତୁ କିଛି ଏପରି କଣିକା ରହିଛି ଯାହା…

ଏୟାର ଓଡ଼ିଶାକୁ ବିମାନଚଳାଚଳ ମନ୍ତ୍ରାଳୟର କାରଣ ଦର୍ଶାଅ ନୋଟିସ୍ ! ଝାରସୁଗୁଡ଼ାକୁ ବିମାନ ଉଡାଣ ନେଇ ଜବାବ୍ ମାଗିଲା…

କନକ ବ୍ୟୁରୋ : ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଦୀର୍ଘ ଦିନ ହେଲା ଏଠାରୁ କୌଣସି ବିମାନ ଉଡାଣ କରୁ ନାହିଁ । ଏହାକୁ ନେଇ ସ୍ଥାନୀୟ ବିଧାୟକ ନବ ଦାସ ଅନଶନରେ ବସିଥିବା ବେଳେ ଏହି ଘଟଣାରେ ନୂଆ ମୋଡ ଆସିଛି । ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏଠାରୁ ଉଡାଣ…

ଦେଶ ସୁରକ୍ଷା ନେଇ ସରକାରଙ୍କ ବଡ ନିଷ୍ପତ୍ତି ! ଇସ୍ରାଏଲି କ୍ଷେପଣାସ୍ତ୍ର କିଣିବ ଭାରତ, ବାରାକ୍ ୮ ମିସାଇଲ୍ ପାଇଁ ୭୭୭…

କନକ ବ୍ୟୁରୋ : ଦେଶ ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି  । ରୁଷ୍ ନିକଟରୁ ଏସ୍-୪୦୦ ମିସାଇଲ୍ ସିଷ୍ଟମ୍ କିଣିବା ଚୂଡ଼ାନ୍ତ ହେବା ପରେ ଏବେ ଇସ୍ରାଏଲୀ ଅତ୍ୟାଧୁନିକ ମିସାଇଲ କିଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ୭୭୭ ମିଲିଅନ୍ ଡଲାର ବିନିମୟରେ ଏହି ଡିଲ୍ ହେବ  ।…