Daily Archives

October 6, 2018

ମହଙ୍ଗା ପଡିପାରେ ମୋବାଇଲ୍ ଫୋନ୍ ବ୍ୟବହାର ! ଅନେକ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର କଲେ ହୋଇଥାଏ ସାଂଘାତିକ ରୋଗ ।

ବିଶେଷ ଟେକ୍ନୋଲୋଜି ଓ ମୋବାଇଲ ବ୍ୟବହାର ଯଦିଓ ଆମର ଅନିବାର୍ଯ୍ୟ ଆବଶ୍ୟକତା ଗୁଡିକ ମଧ୍ୟରେ ସାମିଲ,  କିନ୍ତୁ ଏହାକୁ ଆମ  ଆବଶ୍ୟକ ଓ ସୁବିଧା ଅନୁଯାୟୀ ବ୍ୟବହାର କରିବା ପରିବର୍ତ୍ତେ ଆମେମାନେ ଏହା ପଛରେ ରାତିଦିନ ପଡି ରହୁଥାଉ । ଯାହା ଫଳରେ ଆମକୁ ଶାରିରୀକ ସହ ମାନସିକ ରୋଗର ମଧ୍ୟ ଶିକାର…

ଟୋଲ୍ ପ୍ଲାଜାରେ ବିଜେପି ସାଂସଦଙ୍କ ଗୁଣ୍ଡାଗିରି ! ପରିଚୟ ପତ୍ର ମାଗିବାରୁ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ, ଭାଇରାଲ…

ପଦାରେ ପଡିଛି ବିଜେପି ସାଂସଦଙ୍କ ଗୁଣ୍ଡାରାଜର ଚିତ୍ର । ଗୋଟିଏ ପଟେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ତାରିଖ ନିର୍ବାଚନ କମିସନ୍ ଘୋଷଣା କରିଛନ୍ତି। ଅନ୍ୟପଟେ ଏପରି ପରିସ୍ଥିତିରେ ମଧ୍ୟପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଟୋଲ ପ୍ଲାଜା…

ଶତ୍ରୁପକ୍ଷଙ୍କୁ ମାତ୍ ଦେବା ପାଇଁ ଭାରତୀୟ ସେନାରେ ସାମିଲ୍ ପୃଥ୍ୱୀ-୨ ! ଅନ୍ଧାରରାତିରେ କ୍ଷେପଣାସ୍ତ୍ରର ହେଲା ସଫଳ…

ସ୍ଥଳ ଭାଗରୁ ସ୍ଥଳ ଭାଗକୁ ନିକ୍ଷେପ କରାଯାଇ ପାରୁଥିବା ଆଣବିକ କ୍ଷମତାସଂପନ୍ନ ସ୍ୱଳ୍ପ ଦୂରଗାମୀ ‘ପୃଥ୍ଵୀ-୨’ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ମିଳିଥିବା ସୂଚନାନୁଯାୟୀ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର ୩ନମ୍ବର ଲଞ୍ଚପ୍ୟାଡରୁ ଆଜି ରାତି ୮ଟା ୩୫ ମିନିଟ ସମୟରେ ‘ପୃଥ୍ଵୀ-୨’ର ପରୀକ୍ଷଣ…

ବିଚ୍ ରାସ୍ତାରେ ଫାଟିଲା ତେଲ ଟ୍ୟାଙ୍କର ! ନିଆଁରେ ଜିଅନ୍ତା ଜଳିଗଲେ ୫୦ରୁ ଅଧିକ ଲୋକେ, ୧୦୦ ଗୁରୁତର ।

ନିଆଁ ଯେ ଏତେ ଭୟଙ୍କର ହୋଇପାରେ ତାହାର ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । କଙ୍ଗୋ ଡେମୋକ୍ରାଟିକ୍ ରିପବ୍ଲିକରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ଗାଡ଼ି ସହ ତେଲ ଟ୍ୟାଙ୍କର ଧକ୍କା ହେବା ଫଳରେ ୫୦ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ…

ଅନ୍ତରୀକ୍ଷ ଯିବ ମନୁଷ୍ୟ ! ଋଷିଆ ସହାୟତାରେ ମହାକାଶକୁ ମଣିଷ ପଠାଇବ ଭାରତ ।

ଭାରତ ଆସନ୍ତା ୨୦୨୨ରେ ନିଜର ଗଗନଯାନ ମହାକାଶ ଅଭିଯାନ ମାଧ୍ୟମରେ ମହାକାଶକୁ ମନୁଷ୍ୟ ପଠାଇବାକୁ ଯୋଜନା କରୁଥିବାବେଳେ ଏ କ୍ଷେତ୍ରରେ ଋଷିଆ ସହାୟତାର ହାତ ବଢାଇଛି । ନିକଟରେ ଭାରତ ଗ୍ରସ୍ତରେ ଆସିଥିବା ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏ…

ପୂଜା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିଲା ଭେଟି ! ୨୦ ହଜାର ଟଙ୍କା ଲେଖାଏଁ ଆଡଭାନ୍ସ ଦେବେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଦୁର୍ଗା ପୂଜା ପାଇଁ ଏବେ ଠାରୁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି । ଆରମ୍ଭ ହୋଇଯାଇଛି ସାଜସଜ୍ଜା । ତେବେ ଏହାରି ଭିତରେ ସରକାରୀ କର୍ମଚାରୀଙ୍କ ପାଇଁ ପୂଜା ଭେଟି ଆଣି ଦେଇଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କୁ ପୂଜା ପାଇଁ ୨୦ ହଜାର ଟଙ୍କା ଲେଖାଏଁ ଆଡଭାନ୍ସ…