Daily Archives

October 27, 2018

୧୦ ଦିନରେ ୨୦ ଲକ୍ଷ ଦିଅ, ନଚେତ ବିସ୍ଫୋରଣରେ ଉଡିବ ରେଳ ଷ୍ଟେସନ ! ଜାଣନ୍ତୁ କାହା ପାଖକୁ ଆସିଲା ଏଭଳି ଧମକପୂର୍ଣ୍ଣ…

ବିହାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଗୟା ଷ୍ଟେସନ୍ ମାଷ୍ଟରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି, ଯେଉଁଥିରେ କେହି ଜଣେ ଗୟା ଷ୍ଟେସନକୁ ବୋମାରେ ଉଡାଇ ଦେବାର ଧମକ ଦେଇଛି। ଏଥିପାଇଁ ୧୦ଦିନ ମଧ୍ୟରେ କୋଡିଏ ଲକ୍ଷ ଟଙ୍କାର ଦାବି କରିଛି। Bihar: Station Master of Gaya…

ହାତୀ ପାଇଁ ଚାକିରି ଗଲା । କାର୍ଯ୍ୟରେ ଅବହେଳା ପାଇଁ ୬ ଅଧିକାରୀ ନିଲମ୍ବିତ, ଜଣେ ବହିଷ୍କୃତ

କନକ ବ୍ୟୁରୋ : ଢେଙ୍କାନାଳ ବିଦ୍ୟୁତ ଆଘାତରେ ୭ ହାତୀ ମୃତ୍ୟୁ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଏହି ଘଟଣାରେ ଉଭୟ ଶକ୍ତି ବିଭାଗ ଓ ବନ ବିଭାଗ ପକ୍ଷରୁ କାର୍ଯ୍ୟର୍ାନୁଷ୍ଠାନ ନିଆଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ୬ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ ବହିଷ୍କୃତ…

ବିରାଟଙ୍କ ଶତକ ସତ୍ତେ୍ୱ ହାରିଲା ଭାରତ ! ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆକୁ ୪୩ ରନରେ ମାତ୍ ଦେଲା ୱେଷ୍ଟଇଣ୍ଡିଜ୍ ।

ଅଧିନାୟକ ବିରାଟ କୋହଲିଙ୍କ ଶତକ (୧୦୭ ରନ୍) କାମକୁ ଆସିନାହିଁ । ୱେଷ୍ଟଇଣ୍ଡିଜ ୩ୟ ଦିନିକିଆରେ ଭାରତକୁ ୪୩ ରନରେ ପରାସ୍ତ କରି ଶୃଙ୍ଖଳାକୁ ୧-୧ରେ ପହଞ୍ଚାଇଛି । ୨୮୪ ରନ୍ ବିଜୟ ଲକ୍ଷ୍ୟ ନେଇ ଭାରତ ୪୭.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୪୦ ରନ୍ ସଂଗ୍ରହ କରିଛି । ଓପନର ରୋହିତ ଶର୍ମା ୮ ରନ୍…

ମନ୍ଦିର ନା ମସଜିଦ୍ ! ଅଯୋଧ୍ୟାରେ ବିବାଦୀୟ ଜମି କାହାର ? ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ : ଅଯୋଧ୍ୟାରେ ବିବାଦୀୟ ଜମି କାହାର ? ଏ ସଂପର୍କିତ ମାମଲାର ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାମଜନ୍ମ ଭୂମି ବାବ୍ରୀ ମସ୍ଜିଦ୍ ସଂପର୍କିତ ମାମଲାର ବିଚାର ଲାଗି ସୁପ୍ରିମକୋର୍ଟ ଏକ ନୂଆ ଖଣ୍ଡପୀଠ ଗଠନ କରିଛନ୍ତି। ଅକ୍ଟୋବର ୨୯ ତାରିଖ ଠାରୁ ଏହି…

ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିବ କି ସେନା ? କ୍ୟାମ୍ପ ଉପରେ ଆତଙ୍କୀ ହମଲା ପରେ ସେନାମୁଖ୍ୟଙ୍କ ଚେତାବନୀ, କହିଲେ…

କନକ ବ୍ୟୁରୋ : ପାକିସ୍ତାନ ଉପରେ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ ନେଇ ଇସାରା ଦେଇଛନ୍ତି ସେନା ମୁଖ୍ୟ । ସିଆଇଏସଏଫ୍ କ୍ୟାମ୍ପ ଉପରେ ଆତଙ୍କୀ ହମଲା ପରେ ପାକିସ୍ତାନକୁ କଡା ଚେତାବନୀ ଦେଇ ଜେନେରାଲ ବିପିନ୍ ରାୱତ କହିଛନ୍ତି ଯେ, ଅନୁପ୍ରବେଶରେ ଅଙ୍କୁଶ ନଲଗାଇଲେ ପରିଣାମ ଭୋଗିବ ପାକିସ୍ତାନ ।…