Daily Archives

October 12, 2018

କେବିସି ସେଟରେ ମୁଖ୍ୟମନ୍ତ୍ରୀ । ଅମିତାଭଙ୍କ ସହ କ’ଣ କଥା ହେଲେ ନବୀନ, ଯେଉଁଥିପାଇଁ କରତାଳିରେ ଫାଟି ପଡିଲା ପୂରା…

କନକ ବ୍ୟୁରୋ : ଓଡିଶା ସମେତ ଏବେ ପୂରା ଦେଶରେ ହକି ଫିଭର । ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ଚାହିଁ ବସିଛନ୍ତି ହକି ପ୍ରେମୀ । ଏପରିକି ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ୱରେ ସମସ୍ତ ହକି ପ୍ରେମୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜୋରଦାର କ୍ୟାମ୍ପେନ କରାଯାଉଛି । ଆଉ ଏସବୁ ଭିତରେ…

ଅନ୍ୟ ପାଇଁ ଜାଲ ବିଛାଉଥିବା ଅଫିସର ନିଜେ ପଡିଲେ ଭିଜିଲାନ୍ସ ଜାଲରେ । ୧ କୋଟି ୩୬ ଟଙ୍କା ସମ୍ପତ୍ତିର ଦେଇ ପାରିଲେନି…

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ । ବରିଷ୍ଠ ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀଙ୍କୁ ଲାଂଚ ନେବା ଅଭିଯୋଗରେ ଖୋର୍ଦ୍ଧା ଭିଜିଲାନ୍ସ ଗିରଫ କରିଛି । ଡୁବୁରିରୁ ୯୬ ହଜାର ୫ଶହ ଟଙ୍କା ନେଇ ଫେରିବା ବେଳେ ତାଙ୍କୁ ଭିଜିଲାନ୍ସ ଧରି ନେଇଥିଲା ।…

ବନ୍ୟାରେ ଗଞ୍ଜାମର ସ୍ଥିତି ସଙ୍ଗୀନ ! ଆସ୍କାକୁ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କଲା ଋଷିକୁଲ୍ୟା ବନ୍ୟା ଜଳ,…

କନକ ବ୍ୟୁରୋ : ବାତ୍ୟା ଗଲା , ବନ୍ୟା ଆଣିଲା ବିଭୀଷିକା । ଗଂଜାମରେ ବନ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ସବୁଠୁ ସଂଗୀନ ଅବସ୍ଥା ହୋଇଛି ଆସ୍କାର । ସହରକୁ ଚାରିଆଡୁ ପାଣି ଘେରି ରହିଛି । ରୁଷିକୁଲ୍ୟା ନଦୀର ବନ୍ୟା ଜଳରେ ଜଳବନ୍ଦୀ ହୋଇଛନ୍ତି ଆସ୍କା ବାସିନ୍ଦା । ସହର ମଧ୍ୟରେ ପାଣିର…

ନକଲି ଥ୍ରୀ-ଷ୍ଟାର ପୋଲିସ ମାଡାମକୁ ହାତକଡି ପିନ୍ଧାଇଲା ଅସଲି ପୋଲିସ । ବନ୍ଧା ହୋଇଥିବା ଅଭିଯୁକ୍ତଙ୍କୁ ଛଡାଇବାକୁ…

କନକ ବ୍ୟୁରୋ : ଦେହରେ ପୁଲିସ ବର୍ଦ୍ଦି, କାନ୍ଧରେ ଥ୍ରୀ-ଷ୍ଟାର । ପରିଚୟ ଦେଉଥିଲେ ମାଲଗୋଦାମ୍ ଥାନାର ଏଏସଆଇ । ଆଉ ବହୁରୂପୀ ଏଣ୍ଡୁଅ ଭଳି ବଦଳୁଥିଲା ନାଁ । କେତେବେଳେ ମିନାକ୍ଷୀ ସ୍ୱାଇଁ, ତ’ ଆଉ କେତେବେଳେ ଲକ୍ଷ୍ମୀ ପ୍ରିୟା ମଲ୍ଲିକ । ଏକାଧିକ ନାଁ କହି ଗଣେଷ ପୂଜା ଭଷାଣୀ ବେଳେ ଡ୍ୟୁଟି…

ପେଟ୍ରୋଲ ଓ ଡିଜେଲ ଠାରୁ ମଧ୍ୟ କମ୍ ବିମାନ ଇନ୍ଧନର ମୂଲ୍ୟ ! ଜାଣନ୍ତୁ ଲିଟର ପିଛା କାହାର ମୂଲ୍ୟ କେତେ ।

ପେଟ୍ରୋଲ ଓ ଡିଜେଲ ମୂଲ୍ୟଠାରୁ ବିମାନରେ ବ୍ୟବହାର ହେଉଥିବା ଇନ୍ଧନର ମୂଲ୍ୟ କମ୍ । ପେଟ୍ରୋଲ ଡିଜେଲକୁ ନେଇ ଲୋକମାନେ ଏବେ ନାହିଁନଥିବା ଅସୁବାଧାର ସମ୍ମୁଖୀନ ହେଉଥିବା ବେଳେ ସେପଟେ ବିମାନ ଇନ୍ଧନର ମୂଲ୍ୟ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ସାଧାରଣତଃ ପେଟ୍ରୋଲ ଦର ୮୨ ଟଙ୍କା ଏବଂ ଡିଜେଲ ଦର…