Monthly Archives

September 2018

ଏସିଆ କପ୍ ବିଜୟ ପରେ ରୋହିତଙ୍କ ବଡ ବୟାନ୍ ! କହିଲେ ‘ଶାନ୍ତ ସ୍ୱଭାବରେ ମୁଁ ଧୋନୀଙ୍କ ସମକକ୍ଷ’ ।

ବ୍ୟାଟସମ୍ୟାନ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ଦକ୍ଷତା ଶୁଷ୍କ ହେବାରେ ଲାଗିଥିଲେ ବି ଚାପ ପରିସ୍ଥିତିରେ ଶାନ୍ତ ସ୍ୱଭାବ ଚରିତ୍ର ଦେଖାଇବାର କଳାକୁ ରୋହିତ ଶର୍ମା ତାଙ୍କ ପୂର୍ବସୂରୀଙ୍କଠାରୁ ହିଁ ଶିଖିଛନ୍ତି ବୋଲି କହିଛନ୍ତି । ବିଗତ ବର୍ଷମାନଙ୍କରେ ମୁଁ ଯେବେ ବି ଧୋନିଙ୍କୁ ନେତୃତ୍ବ…

ସୁପ୍ରିମକୋର୍ଟର ବଡ ନିଷ୍ପତି : ଯଦି ପୀଡିତା ବଦଳାନ୍ତି ବୟାନ ତେବେ ତାଙ୍କ ବିରୋଧରେ ବି ଚାଲିବ ମୋକଦ୍ଦମା

୧୪ ବର୍ଷ ପୁରୁଣାର ଏକ ମାମଲାର ଶୁଣାଣୀ କରି ଏଭଳି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣୀ ହୋଇଥିଲା । କୋର୍ଟ କହିଛି କି, ଯଦି ଦୁଷ୍କର୍ମ ମାମଲାରେ ପୀଡିତା ଅଭିଯୁକ୍ତଙ୍କୁ ବଂଚାଇବା ପାଇଁ ଆପୋଷ ବୁଝାମଣା କରି ପୂର୍ବରୁ ଦେଇଥିବା ନିଜ…

ଅନଲାଇନ୍ ଇ-କମର୍ସ କମ୍ପାନୀ ଦେଲେ ଝଟକା : ଅକ୍ଟୋବର ୧ରୁ ଅନଲାଇନ୍ ସପିଂ କରିବା ହେବ ମହଙ୍ଗା । ଜାଣନ୍ତୁ କାରଣ

ରୋଷେଇ ଗ୍ୟାସ, ସିଏନଜି ଓ ପିଏନଜି ପରେ ଅନଲାଇନ୍ ଇ-କମର୍ସ କମ୍ପାନୀ ତରଫରୁ ମିଳିବ ମହଙ୍ଗା ଝଟକା । ୧ ଅକ୍ଟୋବର ୨୦୧୮ରୁ ସମସ୍ତ ଇ-କମର୍ସ କମ୍ପାନୀକୁ ଟ୍ୟାକ୍ସ କଲେକ୍ଟେଡ୍ ଆଟ୍ ସୋର୍ସ(ଟିସିଏସ୍) ଓ ଟ୍ୟାକ୍ସ ଡିଡକ୍ଟେଡ୍ ଆଟ୍ ସୋର୍ସ(ଟିଡିଏସ୍) ଦେବାକୁ ପଡିବ । କେନ୍ଦ୍ରୀୟ ଜିଏସଟି ଅଧିନିୟମ…

ଭୁଆଁ ବୁଲାଉଛନ୍ତି ଆପଣଙ୍କ ଗ୍ୟାସ୍ ସିଲିଣ୍ଡର ଡିଷ୍ଟ୍ରିବ୍ୟୁଟର୍ ! ସିଲିଣ୍ଡର ସହ ତ ଜାଲିଆତୀ କରୁଛନ୍ତି , ୫୦ ଲକ୍ଷ…

ରୋଷେଇ ଗ୍ୟାସରେ ବ୍ୟବହାର ହେଉଥିବା ଗ୍ୟାସ୍ (ଏଲପିଜି) ସିଲିଣ୍ଡରରେ ଏକ ଫାଇଦା ରହିଛି । କିନ୍ତୁ ଏହି ଫାଇଦାକୁ ଡିଷ୍ଟ୍ରିବ୍ୟୁଟର୍ କଞ୍ଜ୍ୟୁମରକୁ କୁହନ୍ତି ନାହିଁ । ଅସଲ କଥା ହେଉଛି,ସିଲିଣ୍ଡର କିଣିବା ବେଳେ ଏହାର ବୀମା (ଇନ୍ସୁରାନ୍ସ) ହୋଇଯାଇଥାଏ । ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବାକୁ…

ଲକ୍ଷ୍ନୌ ଗୁଳିକାଣ୍ଡକୁ ନେଇ ରାଜନୀତି ସରଗରମ: କୋଟିଏ ଟଙ୍କା କ୍ଷତିପୂରଣ ଦାବି ସହ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କଲେ…

କନକ ବ୍ୟୁରୋ: ଲକ୍ଷ୍ନୌରେ ପୋଲିସ ଗୁଳିର ଶୀକାର ହୋଇଥିବା ଆପଲ କମ୍ପାନୀ ମ୍ୟାନେଜର ବିବେକ ତିୱାରୀଙ୍କ ଅନ୍ତିମ ସଂସ୍କାର ଆଜି ହୋଇଛି । ଅନ୍ତିମ ସଂସ୍କାର ସମୟରେ ୟୁପି ସରକାରର ୨ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ୨୫ ଲକ୍ଷ ସହାୟତା ଲାଗି ରାଜ୍ୟ…

ପୁଅ ଜେଲ ଗଲାପରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ବଢୁଛି ଅଡୁଆ । ଜିଲ୍ଲାରେ ଆନ୍ଦୋଳନ ତେଜୁଛି, ମନ୍ତ୍ରୀପଦ ପ୍ରତି…

କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ନେଇ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ପୁଅ ପାଇଁ ମନ୍ତ୍ରୀଙ୍କ ପଦବି ଟଳମଳ ହେବା ଆରମ୍ଭ କରିଛି। ଏପରିକି ଇସ୍ତଫା ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଗତକାଲି ଠାରୁ ପାୱାର୍ କରିଡରରେ ଚର୍ଚ୍ଚା ଜୋର୍ ଧରିଛି। ପାଞ୍ଚ…