Daily Archives

September 24, 2018

୩ ବର୍ଷରେ ତିଆରି ହୋଇଛି ମାତ୍ର ୧୬ ପ୍ରତିଶତ ପକ୍କା ଘର, ଅଧାରେ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ପୂରଣ ହୋଇପାରିବ…

କନକ ବ୍ୟୁରୋ : ମୋଦି ସରକାରଙ୍କ ଶାସନକାଳକୁ ୪ ବର୍ଷ ପୁରି ସାରିଛି । ହେଲେ ମୋଦି ସରକାରଙ୍କ ଶାସନ କାଳ ଭିତରେ ସେ ଦେଇଥିବା ଅନେକ ପ୍ରତିଶ୍ରୁତି ପୁରଣ ହୋଇପାରିନିି । ଶାସନକୁ ଆସିବା ପରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆରମ୍ଭ କରିଥିଲେ । ତେବେ କାର୍ଯ୍ୟକାଳ ଭିତରେ ପ୍ରଧାନମନ୍ତ୍ରୀ…

ଆରମ୍ଭ ହେଲା ୨୦୦ ବର୍ଷ ପୁରୁଣା ଅକ୍ଟୋବରଫେଷ୍ଟ ! ବହୁଛି ବିୟରର ନଦୀ, ଏକାଠି ହେବେ ୬୦ ଲକ୍ଷ ଲୋକ

ଜର୍ମାନୀର ମ୍ୟୁନିଚ ସହରରେ ଦୁନିଆର ସବୁଠୁ ବଡ ବିୟର ଫେଷ୍ଟିଭାଲ ଅକ୍ଟୋବରଫେଷ୍ଟ ଆରମ୍ଭ ହୋଇଛି । ଏହା ଏମିତି ଏକ ଫେଷ୍ଟିଭାଲ ଯେଉଁଠି ଲକ୍ଷ ଲକ୍ଷ ଲିଟର ବିୟର ବଣ୍ଟା ଯାଇଥାଏ । ଏହାର ଆରମ୍ଭ ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ୭ ଅକ୍ଟୋବର ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ୧୨…

ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ । ୬ ଦଫା ଦାବି ନେଇ ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ଧାରଣା ।

କନକ ବ୍ୟୁରୋ: ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ । ରାଜ୍ୟରେ କାର୍ଯ୍ୟରତ ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଆଜି ଠାରୁ କାର୍ଯ୍ୟବନ୍ଦ ଡାକରା ଦେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ୬ ଦଫା ଦାବି ନେଇ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଦ୍ୱାରା ରାଜ୍ୟର ସମସ୍ତ ଫାୟାର ଷ୍ଟେସନ ଠପ୍ ରହିଛି…

ମାତ୍ର ୧୫ ମିନିଟ୍ ଚାର୍ଜ ହେଲେ ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏହି ସ୍ମାର୍ଟଫୋନ ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏଭଳି…

ମୋଟୋରୋଲା ଭାରତରେ ନିଜର ନୂଆ ସ୍ମାର୍ଟଫୋନ ମୋଟୋରୋଲା ୱାନ୍ ପାୱାର ଲଞ୍ଚ କରିଛି । ମୋଟୋରୋଲା ୱାନ ପାୱାର ଭାରତରେ ଲଞ୍ଚ ହୋଇଥିବା କମ୍ପାନୀର ପ୍ରଥମ ଆଣ୍ଡ୍ରଏଡ୍ ୱାନ ସ୍ମାର୍ଟପୋନ ଅଟେ । ମୋଟୋରୋଲାର ଏହି ସ୍ମାର୍ଟଫୋନରେ ୫,୦୦୦ ଏମଏଏଚର ଦମଦାର ବ୍ୟାଟେରୀ ରହିଛି । ମୋଟୋରୋଲା ୱାନ ପାୱାରର…

ବ୍ରହ୍ମପୁରର ଖାଜାସାହିରେ ଗଣ ବିବାହ : ୨୪ ଜଣ ପୁଅ ଝିଅଙ୍କୁ ବିବାହ ବନ୍ଧନରେ ବାନ୍ଧିଛି ଗଞ୍ଜାମ ମୁସଲିମ କଲଚୁରାଲ…

କନକ ବ୍ୟୁରୋ : ବ୍ରହ୍ମପୁର ଖାଜାସାହିରେ ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏସନ ପକ୍ଷରୁ ୧୨ ଜଣ ଯୋଡ଼ି ଗରୀବ ଦମ୍ପତିଙ୍କ ଗଣ ବିବାହ ଆୟୋଜନ କରାଇଛନ୍ତି । ଦୀର୍ଘ ୪ ବର୍ଷ ଧରି ଏମାନେ ଗରୀବ ପୁଅ ଝିଅଙ୍କୁ ମାଗଣାରେ ବିବାହ କରାଇଛନ୍ତି । ଏହି ଗଣ ବିବାହରେ ସହରର ବିଭିନ୍ନ ମହଲର ଲୋକ ଯୋଗ ଦେଇଥିଲେ…

ସିକିମର ପ୍ରଥମ ଏୟାରପୋର୍ଟର ଉଦଘାଟନ କଲେ ମୋଦି : କହିଲେ ୬୫ବର୍ଷରେ ତିଆରି ହୋଇଥିଲା ୬୫ , ଆଉ ଆମେ ୪ ବର୍ଷରୁ ତିଆରି…

କନକ ବ୍ୟୁରୋ : ଦୀର୍ଘ ବର୍ଷ ପରେ ପୁରଣ ହେଲା ସିକିମବାସୀଙ୍କ ସ୍ୱପ୍ନ । ୪ହଜାର ୫ଶହ ଫୁଟ ଉଚ୍ଚରେ ସକିିମର ପ୍ରଥମ ବିମାନ ବନ୍ଦରକୁ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଦେଶରେ ବିମାନ ବନ୍ଦରର ସଂଖ୍ୟା ଶହେରେ ପହଂଚିଛି । ଉଦଘାଟନୀ…