Daily Archives

September 16, 2018

ପୃଥିବୀର ପଡୋଶୀ ଗ୍ରହରେ ବହୁଛି ବିଶାଳ ସମୁଦ୍ର, ଏଲିୟନ ରହୁଥିବା ସମ୍ଭାବନା ! ବୈଜ୍ଞାନିକଙ୍କୁ ଗବେଷଣାରୁ ମିଳିଲା ବଡ…

ପୃଥିବୀ ଭଳି ଅନ୍ୟ ଗ୍ରହରେ ଜୀବନ ସମ୍ଭବ କି ନାହିଁ ତାହା ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ଏକ ବଡ ସଫଳତା ମିଳିଛି । ଯାହା ମାନବ ସମାଜ ପାଇଁ ନୂଆ ଆଶା ସଞ୍ଚାର କରିଛି । ପୃଥିବୀ ନିକଟରେ ଏଭଳି ଏକ ଗ୍ରହ ରହିଛି ଯେଉଁଠାରେ ସମୁଦ୍ର ପ୍ରଭାବିତ ହେଉଥିବା ଗବେଷଣାରୁ ଜଣାପଡିଛି । ଅଥାର୍ତ…

ତାତିଲେ ଗ୍ରାମବାସୀ, ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିଲେ । ହେଲେ କାହିଁକି

କନକ ବ୍ୟୁରୋ : ମେଡିକାଲ କ୍ୟାମ୍ପସରେ ଉତେଜନା । ଡାକ୍ତରଙ୍କୁ ଗୋଡେଇ ଗୋଡେଇ ପିଟିଲେ ମୃତକଙ୍କ ସମ୍ପର୍କୀୟ । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଘଟିଛି ଏପରି ଅଭାବନୀୟ ଘଟଣା । ବିଦ୍ୟୁତ୍ ଆଘାତ ପାଇ ମେଡିକାଲକୁ ଆସିଥିବା ଯୁବକଙ୍କୁ ମୃତ ଘୋଷଣା କରିବା ପରେ ଡାକ୍ତରଙ୍କୁ ମାଡ ମାରିଛନ୍ତି ଗାଁ ଲୋକ…

ରାଜ୍ୟରେ ୮୫ ଟପିଲା ପେଟ୍ରୋଲ ! ତୈଳ ଦର ବୃଦ୍ଧିର କାରଣ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏବେ ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ରାଜ୍ୟରେ ପେଟ୍ରୋଲ ଦର ସର୍ବାଧିକ ୮୫ ଟଙ୍କା ୬ ପଇସା ରହିଛି । ମାଲକାନିଗିର ଜିଲ୍ଲା ଉପାନ୍ତ ଅଂଚଳ କାଲିମେଳାରେ ସର୍ବାଧିକ ଦର ରହିଛି । ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ୦୬ ପଇସା ଓ ଡିଜେଲ ୮୩ ଟଙ୍କା ୪୧…

ଜେଏନୟୁରେ ପୁଣି ଉଡିଲା ଲାଲ ପତାକା ! ଛାତ୍ର ସଂସଦ ନିର୍ବାଚନରେ ମାତ୍ ଖାଇଲା ଏବିଭିପି, ସମସ୍ତ ପଦରେ ବିଜୟୀ ହେଲା ବାମ…

ଦେଶର ପ୍ରତିଷ୍ଠିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପୁଣିଥରେ ବାଜି ମାରିଛି ବାଦ ଦଳ ସମର୍ଥିତ ଛାତ୍ର ସଙ୍ଗଠନ । ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନର ପ୍ରାର୍ଥୀ ମାନେ ବିପୁଳ ବିଜୟ ହାସଲ କରିଛନ୍ତି । ଛାତ୍ର ସଂସଦର ସମସ୍ତ ପଦବୀରେ…

ଆତଙ୍କବାଦୀଙ୍କୁ ଗୋଡାଇ ଗୋଡାଇ ମାରୁଛି ଭାରତୀୟ ସେନା ! କୁଲଗାଓଁ ଏନକାଉଣ୍ଟରରେ ୫ ଆତଙ୍କୀ ନିହତ ।

ଜାମ୍ମୁ କାଶ୍ମୀର କୁଲଗାଓଁରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନା ଅନୁଯାୟୀ କୁଲଗାଓଁ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଶ୍ରୀନଗରର ଚୌଗମ, କାଜିଗୁଂଡ଼ ଅଂଚଳରେ…

ସେପ୍ଟେମ୍ବର ୧୯ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ! ଅଭିଯାନ ପୂର୍ବରୁ ପରସ୍ପରକୁ ଅଭିବାଦନ ଜଣାଇଲେ ଦୁଇ ଦଳର…

ଗତକାଲି ଠାରୁ ଆରମ୍ଭ ହୋଇଛି ଏସିଆର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ବାଂଲାଦେଶ ଏବଂ ଶ୍ରୀଲଙ୍କା । ଯେଉଁଥିରେ ଶ୍ରୀଲଙ୍କାକୁ ଏକ ବଡ ରନ ବ୍ୟବଧାନରେ ପରାସ୍ତ କରିଥିଲା ବାଂଲାଦେଶ । ତେବେ ସମସ୍ତଙ୍କ ନଜର ସେପ୍ଟେମ୍ବର ୧୯ ତାରିଖକୁ…