Daily Archives

September 16, 2018

ବହୁଚର୍ଚ୍ଚିତ ରେୱାରି ଗଣ ଦୁଷ୍କର୍ମ ମାମଲାରେ ଜଣେ ଗିରଫ । ସେପଟେ ଦୋଷୀଙ୍କୁ ଧରାଇବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର…

କନକ ବ୍ୟୁରୋ : ରେଓ୍ଵାରି ଗଣ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସ୍ପେସାଲ୍ ଇନଭେଷ୍ଟିଗେସନ ଟିମ୍ (ଟିମ୍) ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ହାଜତକୁ ନେଇଛି। ମେଓ୍ଵାତ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ନାଜନୀନ ଭାସିନ ଏହି ଟିମର ନେତୃତ୍ୱ ନେଇଛନ୍ତି। ଶନିବାର ଦିନ ମୁଖ୍ୟ ଅଭିଯୁକ୍ତ ଅନ୍ୟ ଦୁଇ…

ବିଦେଶରେ ହକି ବିଶ୍ୱକପ୍ ପ୍ରଚାର ! ପର୍ଯ୍ୟଟନର ପ୍ରସାର ପାଇଁ ଅଷ୍ଟ୍ରେଲିଆ ଏବଂ ଜର୍ମାନୀରେ ବସ୍ ବିଜ୍ଞାପନର ସାହାଯ୍ୟ…

ଦେଶ ଭିତରେ ଭୁବନେଶ୍ୱର ହକି ବିଶ୍ୱକପର ପ୍ରଚାର ଲାଗି ବ୍ୟାପକ ଯୋଜନା ପ୍ରସ୍ତୁତ କରି ସାରିବା ପରେ ବିଦେଶ ମାଟି ଉପରେ ରାଜ୍ୟ ସରକାର ନଜର ପକାଇଛନ୍ତି । ଅଷ୍ଟ୍ରେଲିଆ ଏବଂ ଜର୍ମାନି ଭଳି ଦେଶ, ଯେଉଁଠି ହକି ବେଶ୍ ଲୋକପ୍ରିୟ, ସେଠାରେ ବିଶ୍ୱକପ୍ ସହ ଓଡ଼ିଶା ପର‌୍ୟ୍ୟଟନର ପ୍ରସାର ଭଳି ଯୁଗଳ…

ଭବିଷ୍ୟତ ପାଇଁ ରହିବନି କୌଣସି ବି ଟେନସନ ! ଏଠାରେ ମାତ୍ର ୧୦୩ ଟଙ୍କା ନିବେଶ କଲେ ଆପଣଙ୍କୁ ମିଳିବ ୧୩ ଲକ୍ଷ ଟଙ୍କା

ଭବିଷ୍ୟତର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଲୋକେ ସଂଚୟ ପାଇଁ ଅନେକ ପ୍ରକାର ନିବେଶ ଭଳି ବିକଳ୍ପମାନ ଚୟନ କରିଥାନ୍ତି । ଆଉ ଏଥିପାଇଁ ଲୋକେ ବ୍ୟାଙ୍କର ସେଭିଂ ଆକାଉଂଟକୁ ହିଁ ଅଧିକ ସୁରକ୍ଷିତ ଏବଂ ଭଲ ବୋଲି ବିଶ୍ୱାସ କରନ୍ତି । କାହିଁକି ନା ଏଥିରେ ସେମାନଙ୍କର ଟଙ୍କା ସୁରକ୍ଷିତ ରହିବା ସହିତ…

“ବିଗ୍ ବସ୍ ସିଜନ୍ -୧୨” ପ୍ରତିଯୋଗୀଙ୍କ ବାହାରି ଆସିଲା ନାଁ ! ଦେଖନ୍ତୁ ଏହି ସିଜନର ପ୍ରତିଯୋଗୀଙ୍କ ଲିଷ୍ଟ୍ । 

“ବିଗ୍ ବସ୍ ସିଜନ୍ -୧୨” ଆଜି ଠାରୁ ଆରମ୍ଭ ହେବ । ଆଜି ତାହାର ପିମିୟର ଶୋ ଦେଖିବାକୁ ପାଇବେ ଦର୍ଶକ । କିଛି ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛି ଏବଂ କିଛି ପ୍ରତିଯୋଗୀଙ୍କୁ ନେଇ ଏବେ ମଧ୍ୟ ଦ୍ୱନ୍ଦ ରହିଛି । ତେବେ ପ୍ରିମିୟର ଶୋ ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛ ଟିଭି…

ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ବ୍ଲଡ ଗ୍ରୁପ? ତେବେ ବିନା କୌଣସି ପରୀକ୍ଷାରେ ଘରେ ବସି ଜାଣିପାରିବେ ନିଜ ବ୍ଲଡ…

ପ୍ରତ୍ୟେକ ମଣିଷର ରକ୍ତର ଏକ ସ୍ୱତନ୍ତ୍ର ଗ୍ରୁପ ରହିଥାଏ । ଯାହା ନିଜ ଭିତରେ ଏକ ବିଶେଷତା ପାଇଁ ହୋଇଥାଏ । ବ୍ୟକ୍ତି ନିଜ ବ୍ଲଡ ଗ୍ରୁପକୁ ଜାଣିବା ପାଇଁ ମେଡିକାଲ କିମ୍ବା କୌଣସି ବ୍ଲଡ କ୍ୟାମ୍ପକୁ ଯାଇଥାଏ ଏବଂ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିବାକୁ ପଡିଥାଏ । ହେଲେ ଥରେ ଚିନ୍ତା କରନ୍ତୁ…

ବିଶ୍ୱବିଦ୍ୟାଳୟର ଅଜବ କାରନାମା ! ଛାତ୍ରଙ୍କ ବାହାରିଲା ଦୁଇ ଦୁଇଟି ରେଜଲ୍ଟ । 

ନିକଟରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ବିଏଡ୍ ର ଜଣେ ଛାତ୍ରଙ୍କ ପ୍ରବେଶ ପତ୍ରରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ଫଟୋ ପ୍ରିଣ୍ଟ୍ କରିଥିବା ଘଟଣା ପ୍ରଘଟ ହେବା ପରେ ଦେଖଣାହାରୀ ଏହାକୁ ଖୁବ୍ ନିନ୍ଦା କରିଥିଲେ । ତେବେ ଏଭଳି ଆଉ ଏକ ଘଟଣାର ପୁନରାବୃତ୍ତି ଘଟିଛି କିନ୍ତୁ ଟିକେ ଅଲଗା ।…