Daily Archives

September 11, 2018

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ରହିଛି ପ୍ରବଳ ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା…

କନକ ବ୍ୟୁରୋ :  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ ଓ ଦେବଗଡ଼ ପ୍ରଭୃତି ପାଞ୍ଚଟି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ମଦ ନିଶାରେ ଏହି ବ୍ୟକ୍ତି ଗିଳିଦେଲେ ଜିଅନ୍ତା ସାପ ! ଆଉ ତା ପରେ…

ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ଏହା ଜାଣିବା ପରେ ମଧ୍ୟ ଅନେକ ଲୋକ ମଦ ପିଇଥାନ୍ତି । ଏବଂ ମଦ ପିଇବା ପରେ ଅଜବ କାରନାମା ସବୁ କରିଥାନ୍ତି । ଯାହାକି ପରେ ସେମାନଙ୍କ ଜୀବନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ଉତ୍ତରପ୍ରଦେଶର ଅମରୋହାରେ ଏମିତି ଏକ ମାମଲା ସାମ୍ନାକୁ…

ଇଏମଆଇ ନଦେଇ ପାରିବାରୁ ଏଚଡ଼ିଏଫସି ବ୍ୟାଙ୍କ୍ ଅଧିକାରୀଙ୍କୁ ହତ୍ୟା କଲା ଯୁବକ : ଅଭିଯୁକ୍ତ କହିଲା, ଲୁଟ ସମୟରେ ବିରୋଧ…

କନକ ବ୍ୟୁରୋ : ଏଚଡ଼ିଏଫସି ବ୍ୟାଙ୍କ ଅଫିସର ସିଦ୍ଧାର୍ଥଙ୍କ ମର୍ଡ଼ର କେସର ସମାଧାନ ହୋଇଯାଇଛି । ସରଫରାଜ ନାମ ଜଣେ ଯୁବକକୁ ଗିରିଫ କରିଛି ପୋଲିସ । ଆଉ ସିଦ୍ଧାର୍ଥଙ୍କୁ ହତ୍ୟା କରିଥିବା କଥା ନିଜେ ସ୍ୱୀକାର କରିଛନ୍ତି ସରଫରାଜ ଶେଖ୍ । ଦୋଷ ସ୍ୱୀକାର କରିବା ସହ ଟଙ୍କା ପାଇଁ ହତ୍ୟା କରିଥିବା କଥା…

ବୈତରଣୀ ବନ୍ୟାରେ ସଢିଗଲା ପରିବା ଫସଲ : ଯାଜପୁରର ୪ଟି ବ୍ଲକରେ ବନ୍ୟା ଓ ବର୍ଷା ଯୋଗୁଁ ନଷ୍ଟ ହେଲା ହେକ୍ଟର ହେକ୍ଟର…

କନକ ବ୍ୟୁରୋ : ବର୍ଷା ଛାଡିଯାଇଛି, ବନ୍ୟା ପାଣି ବି କମିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ବନ୍ୟା ଓ ବର୍ଷା ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି ଚାଷ କ୍ଷେତ । ଧାନ ଠାରୁ ଆରମ୍ଭ କରି ପନିପରିବା ଚାଷ ସବୁ କିଛି ନଷ୍ଟ ହୋଇଯାଇଛି ବନ୍ୟା ପାଣିରେ । ଯାଜପୁର ଜିଲ୍ଲାର ଯାଜପୁର,…

ଢମଣାକୁ ଗିଳିଲା ଅହିରାଜ : ମାଛ ଜାଲରେ ଛନ୍ଦି ହୋଇଥିବା ଢମଣାକୁ ଗିଳି ଦେଲା ଅହିରାଜ

କନକ ବ୍ୟୁରୋ : ଢମଣାକୁ ଗିଳିଲା ଅହିରାଜ । ଗଂଜାମ ବୁଗୁଡା ପଙ୍କାଲ ଗାଁରେ ପୋଖରୀରେ ବସାଯାଇଥିବା ଏକ ମାଛ ଜାଲରେ ଢମଣା ସାପ ପଡିଥିଲା । ଜାଲରେ ଛନ୍ଦି ହୋଇ ଢମଣାଟି ଛଟପଟ ହେଉଥିବା ବେଳେ ସେହି ବାଟ ଦେଇ ଯାଉଥିବା ୧୧ ଫୁଟ ଲମ୍ବର ଅହିରାଜ ଢମଣାକୁ ଗିଳିବାକୁ ଉଦ୍ୟମ କରିଥିଲା । କିନ୍ତୁ ଜାଲରେ…

ପ୍ରତିବର୍ଷ ୮ ଲକ୍ଷ ଲୋକ କରୁଛନ୍ତି ଆତ୍ମହତ୍ୟା ! ଅଧିକାଂଶ ଯୁବଗୋଷ୍ଠି ହାରୁଛନ୍ତି ଜୀବନ, ଜାଣନ୍ତୁ ଏହା ପଛରେ କଣ…

ଗତ କିଛି ମାସ ହେବ ଆତ୍ମହତ୍ୟାକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ସେ ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରଜଙ୍କ ଆତ୍ମହତ୍ୟା ହେଉ ଅବା ବୁରାଡିରେ ଘଟିଥିବା ସାମୂହିକ ଆତ୍ମହତ୍ୟା ହେଉ । ପ୍ରତିଦିନ, ପ୍ରିତି ମାସରେ ଏପରି ଅନେକ ଆତ୍ମହତ୍ୟା ଘଟଣା ସମ୍ନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…