Daily Archives

September 11, 2018

ସୁନ୍ଦରଗଡରେ ପଥରଗାଡି ଶାସନକୁ କାଉଂଟର କରିବାକୁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ : ଜିଲ୍ଲାପାଳ ଆରମ୍ଭ କଲେ…

କନକ ବ୍ୟୁରୋ : ରବିବାର ଛୁଟିଦିନ ଆଉ ସରାକାରୀ ବାବୁ ମାନେ ଏହି ଦିନଟିକୁ ହାତଛଡା କରିବାକୁ କେବେ ବି ଚେଷ୍ଟା କରନ୍ତି ନାହିଁ । ହେଲେ ସୁନ୍ଦରଗଡ ଜିଲ୍ଲାରେ ଜନସାଧାରଣ ଓ ପ୍ରଶାସନ ମଧ୍ୟ ରେ ଦୂରତା ବଢି ବଢି ଚାଲିଥିବା ଦେଖି ଏକ ଅଭିନବ ଉପାୟ ରେ ସୁନ୍ଦରଗଡ ଜିଲ୍ଲପାଳ ଆରମ୍ଭ କରିଛନ୍ତି…

ପଶ୍ଚିମବଙ୍ଗରେ କମିଲା ତେଲ ଦର ! ଓଡିଶାରେ ସରକାର କମାଇବେ କି ଭ୍ୟାଟ୍, ରାଜନୀତି ଜୋର ।

ଦେଶରେ ତେଲ ଦରରେ ନିଆଁ ଲାଗିଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗା ରାଜନୀତି । ଏପରିକି କଂଗ୍ରେସ ପକ୍ଷରୁ ଗତକାଲି ସାରା ଦେଶରେ ବନ୍ଦ ଡାକରା ଦିଆଯାଇଥିଲା । ଆଉ ଏହି ତେଲ ରାଜନୀତି…

ଚୋରି ସୁନା ଟିଫିନରେ ଚୋର କରୁଥିଲା ଭୋଜନ । ୭ ଦିନ ମଧ୍ୟରେ ୧୦୦ କୋଟି ଚୋରିର ହେଲା ପର୍ଦ୍ଦାଫାଶ

ହାଇଦ୍ରାବାଦ ପୋଲିସକୁ ବଡ ସଫଳତା । ଗୋଟିଏ ସପ୍ତାହ ପୂର୍ବରୁ ହାଇଦ୍ରାବାଦ ନିଜାମଙ୍କ ଚୋରି ହୋଇଥିବା ସୁନାର ଟିଫିନ ଓ ଚାହା କପ ପାଇଛି ପୋଲିସ । ଚୋରି ହୋଇଥିବା ଏହି ମୂଲ୍ୟବାନ ସାମଗ୍ରୀକୁ ମୁମ୍ବାଇରୁ ଉଦ୍ଧାର କରିଛି ହାଇଦ୍ରାବାଦ ପୋଲିସ ଟାସ୍କ ଫୋର୍ସ । ଚୋରଙ୍କୁ ଧରିବର ପାଇଁ ୧୫ଟି ଟିମ…

ଟିଭିରେ ମ୍ୟାଚ୍ ଦେଖି ତୀରନ୍ଦାଜୀ ଶିଖିବା ପାଇଁ ଜିଦ୍ କରିଥିଲେ କୁନି ଝିଅ ଦୀପିକା : ମାତ୍ର ୪ ମାସର ଅଭ୍ୟାସ ପରେ…

ଛୋଟ ବୟସରେ ସାଧାରଣତଃ ପିଲାମାନେ ଖେଳାବୁଲା କରିବା ନୂଆ ନୂଆ ଖେଳନା କିଣିବା କିମ୍ବା ନୂଆ ପୋଷାକ କିଣିବା ପାଇଁ ଜିଦ୍ ଧରିଥାଆନ୍ତି । ପିଲାବେଳୁ ତାଙ୍କର ସେପରି କିଛି ଲକ୍ଷ୍ୟ ନଥାଏ । ଆମେ ବି ଛୋଟବେଳେ ସ୍କୁଲ ଯିବା ବ୍ୟତୀତ ଖେଳାବୁଲା କରିବା ଓ ମଜାମସ୍ତି କରିବା ପାଇଁ ଅଧିକ ପସନ୍ଦ କରୁଥିଲେ…

ରାଜରାସ୍ତାରେ ଗର୍ଜିଲେ ଏବିଭିପି ଛାତ୍ର ସଂଗଠନ! ଲୋୟର ପିଏମିଜିରେ ଏକାଠି ହେଲେ ହଜାର ହଜାର ଛାତ୍ରଛାତ୍ରୀ, ୩୦ ଦଫା…

କନକ ବ୍ୟୁରୋ : ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ବେକାରୀ ସମସ୍ୟା ନେଇ ଆଜି ରାଜଧାନୀର ରାଜରାସ୍ତାରେ ଗର୍ଜିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏଥିପାଇଁ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱରରେ ଆୟୋଜନ କରାଯାଇଛି ଛାତ୍ର ଅଧିକାର ସମାବେଶ । ଏଥିରେ ଏବିଭିପି ସରକାରଙ୍କ ସମ୍ମୁଖରେ ୩୦…

ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇଲେ କେନ୍ଦ୍ର ସରକାର ! ଜାଣନ୍ତୁ କେତେ ଟଙ୍କା ଲେଖାଏଁ ବଢିଲା ଦରମା

କନକ ବ୍ୟୁରୋ : ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଙ୍ଗନୱାଡି କର୍ମୀଙ୍କ ପାଇଁ ଭଣ୍ଡାର ଖୋଲିଛନ୍ତି କେନ୍ଦ୍ର ସରକାର । ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ଦରମା ବୃଦ୍ଧି ନେଇ ବଡ…