Daily Archives

May 25, 2018

ପୁଣି ଚୀନର ମନୋମୁଖୀ କାର୍ଯ୍ୟ ! ଭାରତ ସୀମାନ୍ତରେ ଲଗାଇଲା ଅତ୍ୟାଧୁନିକ ଶକ୍ତିଶାଳୀ କ୍ୟାମେରା ।

ଭାରତ- ଚୀନ୍ ସୀମାନ୍ତରେ ଚୀନର ପିପୁଲସ୍ ଲିବରେସନ୍ ଆର୍ମି (ପିଏଲ୍ଆଇ), ସଂପୂର୍ଣ୍ଣ ଅତ୍ୟାଧୁନିକ ବୈଜ୍ଞାନିକ କାରିଗରୀ ଜ୍ଞାନକୌଶଳ ସଂପନ୍ନ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ଏକାଧିକ ନିରୀକ୍ଷଣ ଯନ୍ତ୍ର ପ୍ରତିଷ୍ଠା କରିଥିବା ଜାଣିବାକୁ ମିଳିଛି । ଚୀନ୍ ସେନା ପକ୍ଷରୁ ପ୍ରତିଷ୍ଠା କରା ଯାଇଥିବା ଏହି…

ଲକ୍ଷ୍ନୌରେ ଡ୍ରୋନ୍ ଜରିଆରେ ଗ୍ରାହକ ପାଇବେ ଚାହା ଓ କଫି ! ବ୍ୟବସାୟକୁ ଓହ୍ଲାଇବ ଆଇଆଇଟି ଛାତ୍ରଙ୍କ ଭିନ୍ନଧରଣର…

ଲକ୍ଷ୍ନୌରେ ଆରମ୍ଭ ହୋଇଛି ଡ୍ରୋନ୍ ଜରିଆରେ ଚାହା ଯୋଗାଣ । ଡିଜିସିଏ ଅନୁମତି ପରେ ଏହା ବ୍ୟବସାୟିକ ଭାବେ କାର୍ଯ୍ୟ କରିବ । ଆଇଆଇଟି କାନପୁରର କିଛି ଛାତ୍ର ଏନେଇ ଆରମ୍ଭ କରିଛନ୍ତି ନିଜର ଷ୍ଟାର୍ଟ ଅପ୍ କମ୍ପାନୀ । ଏଭଳି ଚାହା ବିକ୍ରି ଦେଶରେ ପ୍ରଥମ ବୋଲି କୁହାଯାଉଛି । ଏପ୍ରିଲ ୧ ତାରିଖରେ…

ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର ! ଏଣିକି ରେଳ ଟିକେଟ ପାଇଁ ଲଗାଇବାକୁ ପଡିବ ନାହିଁ ଲମ୍ବା ଲାଇନ । ଜାଣନ୍ତୁ କିପରି…

ଟ୍ରେନରେ ଯାତ୍ରା କରୁଥିବା ଲୋକ ମାନଙ୍କ ପାଇଁ ଏକ ଖୁସି ଖବର । ଏଣିକି ଟ୍ରେନର ଟିକେଟ କରିବା ପାଇଁ ଆପଣଙ୍କୁ ଆଉ ଲମ୍ବା ଧାଡିରେ ଛିଡାହେବାକୁ ପଡିବନାହିଁ । ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ବ୍ୟସ୍ତରେ ଅଛନ୍ତି ଏବଂ ଟିକେଟ କାଉଣ୍ଟରରେ ଭିଡ ଲାଗିଛି ତେବେ ଚିନ୍ତା କରିବାର ଆଉ ଆବଶ୍ୟକତା ନାହିଁ…

ସେବା ଓ ବେପାର ଭିତରେ ଫସିଗଲେ ସାଧାରଣ ରୋଗୀ ! ସରକାରୀ ନିୟମକୁ ବିରୋଧ କରି ସାରା ରାଜ୍ୟରେ ରୋଗୀ ସେବା ବନ୍ଦ କରିଦେଲେ…

କନକ ବ୍ୟୁରୋ : ଘରୋଇ ହସପିଟାଲ ବନ୍ଦ ହେବା ଯୋଗୁଁ ଆଜି ସାରା ରାଜ୍ୟରେ ହନ୍ତସନ୍ତ ହୋଇଛନ୍ତି ଶହ ଶହ ରୋଗୀ । କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟକୁ ପ୍ରତ୍ୟାହାର କରିବା ଦାବିରେ ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ ପକ୍ଷରୁ ୨୪ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ…

କେରଳ ପରେ ନିପା ଭାଇରସକୁ ନେଇ ସତର୍କ କଲେ ଓଡିଶା ସରକାର ! ୩ ଜଣିଆ ଟିମ୍ ପ୍ରସ୍ତୁତ କରି ନଜର ରଖିବାକୁ ନିର୍ଦ୍ଦେଶ…

କନକ ବ୍ୟୁରୋ : କେରଳରେ ନିପା ଭାଇରସରେ ୧୪ ଜଣଙ୍କର ମୃତ୍ୟୁ ହେବା ପରେ ପ୍ରଥମ ଥର ପାଇଁ ଓଡିଶାରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଟିମ୍ ପ୍ରସ୍ତୁତ କରି ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛି । ବାଦୁଡି ଠାରୁ ସାଧାରଣତଃ…

ପୋଲିସ ବାବୁଙ୍କୁ ମଦୁଆ ଦେଖାଇଲା ନାଲିଆଖି! ଆମ ଘରେ ଚାରି ଚାରି ଜଣ ଆଇପିଏସ, ମୋତେ ଆଇନ ଶିଖାଅନି । ଯାହା କିଛି ନେଇ…

କନକ ବ୍ୟୁରୋ : ମଦ ପିଇ ଗାଡ଼ି ଚଳାଇବୁ କିନ୍ତୁ ଫାଇନ ଦେବୁନି । ପୋଲିସ ଧରିଲେ ନାଲିଆଖି ଦେଖାଇବୁ । ମୋର ଅମୁକ ଚିହ୍ନା, ମୋର ସମୁକ ଚିହ୍ନା । ଏମିତି ଅନେକ କଥା ପୋଲିସ ଚେକିଂ ବେଳେ ଶୁଣିବାକୁ ମିଳେ । ଆଉ ଏହିଭଳି କଥା କେବଳ ରାଜଧାନୀ ଭୁବନେଶ୍ୱରରେ ଶୁଣିବାକୁ ମିଳେ । ଟ୍ରାଫିକ ନିୟମ…