Daily Archives

May 17, 2018

ବିଜେଡ଼ିର ମହାନଦୀ ମହାସଂଗ୍ରାମ ଅଭିଯାନ ! ସମ୍ବଲପୁରରେ ହେଲା ମହାନଦୀ ଆଳତି , ଯୋଗେଦେଲେ ହଜାର ହଜାର ସାଧାରଣ ଲୋକ

କନକ ବ୍ୟୁରୋ : ବିଜେଡି ଚଳାଇଛି ମହାନଦୀ ମହାସଂଗ୍ରାମ । ଗତକାଲି ଝାରସୁଗୁଡା ଶୁଖାସୋଢାରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର ଶୁଭାରମ୍ଭ କରିଛି ବିଜେଡି । ଏହା କ୍ରମରେ ଆଜି ମହାନଦୀରେ ହୋଇଛି ମହାନଦୀ ଆଳତୀ । ମହାନଦୀ ଓଡିଶାର ଜୀବନ ରେଖା । ଏହି…

ଉନ୍ମୟ ପାଢ଼ୀ ମୃତ୍ୟୁ ଘଟଣାରୁ ଉଠିଲା ପରଦା ! ଗର୍ଲଫ୍ରେଣ୍ଡ ଧୋକ୍କା ଦେବାରୁ ଡ଼ିପ୍ରେସନରେ ଥିଲେ ଉନ୍ମୟ , ବାନ୍ଧବୀଙ୍କୁ…

କନକ ବ୍ୟୁରୋ : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଉନ୍ମୟ ପାଢୀ ମୃତ୍ୟୁ ଘଟଣାରେ ଆଜି ଶେଷ ସିଦ୍ଧାନ୍ତରେ ପହଞ୍ଚିଛି କମିଶନରେଟ ପୋଲିସ । ଏକ ସମ୍ବାଦିକ ସମ୍ମିଳନୀ ଡାକି ପୋଲିସ କମିଶନର କହିଛନ୍ତି, ଏହା ହତ୍ୟା ନଥିଲା ବରଂ ଆତ୍ମହତ୍ୟା କରିଥିଲେ ଉନ୍ମୟ । ଏହାର ପ୍ରମାଣ ଦେବାକୁ ଯାଇ ୭ଟି…

ମଣିଷ ଆଖି କେତେ ମେଗାପିକ୍ସଲ ! ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

କୌଣସି ବ୍ୟକ୍ତି ଗୋଟେ ମୋବାଇଲ କିଣିବା ପୂର୍ବରୁ ବହୁ ପରୀକ୍ଷା ନିରୀକ୍ଷା କରିଥାଏ । ଆଜିକାଲି ମୋବାଇଲର ସବୁଠୁ ମୂଖ୍ୟ ଜିନିଷ ହେଉଛି କ୍ୟାମେରା । ମୋବାଇଲ କିଣିବା ପୂର୍ବରୁ ଫୋନର କ୍ୟାମେରା କେତେ ମେଗାପିକ୍ସଲ ତାହା ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ…

ସରକାର ଗଢ଼ିବାକୁ ଆମକୁ ବି ଡ଼ାକ ! ଗୋଆ, ବିହାର, ମେଘାଳୟ ଓ ମଣିପୁରରେ ଉଠିଲା କର୍ଣ୍ଣାଟକ ଫର୍ମୁଲା

କର୍ଣ୍ଣାଟକ ନ୍ୟାୟରେ ସରକାର ଗଠନ ପାଇଁ ନିଜ ନିଜ ରାଜ୍ୟର ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ଗୋଆ କଂଗ୍ରେସ ଓ ବିହାର ଆରଜେଡି । କାରଣ ଏହି ଦୁଇ ରାଜ୍ୟରେ ସବୁଠାରୁ ବଡ ଦଳ ସରକାର ନକରି ଅନ୍ୟ ଦଳଙ୍କ ସହ ମେଂଟ କରି ସରକାର ଗଢିଛି ବିଜେପି । ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ, ବିଜେପିକୁ…

ବିଶ୍ୱ ସମକକ୍ଷ ହେଲା ଭାରତ ! ଆଣବିକ କ୍ଷେପଣାସ୍ତ୍ର ଉତକ୍ଷେପଣକାରୀ ବୁଡାଜାହାଜ ଆଇଏନଏସ ଅରିହନ୍ତ ହେଲା ସମ୍ପୂର୍ଣ୍ଣ…

ଭାରତୀୟ ନୌସେନାରେ ଆଣବିକ କ୍ଷମତା ସମ୍ପନ୍ନ ବୁଡ଼ାଜାହଜ ଆଇଏନଏସ୍ ଅରିହନ୍ତ ସଂପୂର୍ଣ୍ଣ ରୂପେ କାର୍ୟ୍ୟକ୍ଷମ ହୋଇ ସାମିଲ ହେବା ପରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ବିଶ୍ୱ ସମକକ୍ଷ ହୋଇଯାଇଛି। କାରଣ, ସମ୍ପୁର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ୍ ଅରିହନ୍ତ ଆଣବିକ କ୍ଷମତା ସମ୍ପନ୍ନ…

କର୍ଣ୍ଣାଟକ ପାଇଁ ରାତିରେ ଖୋଲିଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ! ଶୁକ୍ରବାର ପର୍ଯ୍ୟନ୍ତ ରହିଲା ସସପେନ୍ସ

ଗତକାଲି ସରକାର ଗଠନ ପାଇଁ ବିଜେପିକୁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ସାରା ଦେଶରେ ରାଜନୀତିର ପାରା ଉପରକୁ ଚଢିଯାଇଥିଲା । ତୁରନ୍ତ ସୁପ୍ରିମକୋର୍ଟରେ ଶପଥ ଗ୍ରହଣ ଉପରେ ରୋକ ଲଗାଇବା ପାଇଁ ଆବେଦନ କଲେ କଂଗ୍ରେସ ଓ ଜେଡିଏସ । ଏହା ପରେ ସୁପ୍ରିମକୋର୍ଟରେ ଚାଲିଲା ସାରାରାତି ଶୁଣାଣି । କିନ୍ତୁ…