Daily Archives

May 4, 2018

ମେ ୭ରେ ଆସିବ ମାଟ୍ରିକ ରେଜଲ୍ଟ ! ସକାଳ ୯ଟାରୁ ପ୍ରକାଶ ପାଇବ ଫଳାଫଳ, ଦିନ ୧୨ଟାରୁ ୱେବସାଇଟରେ ହେବ ଉପଲବ୍ଧ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଗାମୀ ମେ’୭ ତାରିଖରେ ପ୍ରକାଶ ପାଇବ । ଏଥି ପାଇଁ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ମେ’ ୭ ତାରିଖ ସକାଳ ୯ଟା ବେଳେ ପ୍ରକାଶ ପାଇବ। ପରୀକ୍ଷାଫଳ ଦିନ ୧୨ଟାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ ।…

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ! ଉପକୂଳ ଓଡିଶା ସମେତ ୮ଟି ଜିଲ୍ଲାରେ ହେବ ବର୍ଷା, ସୁଚନା ଜାରି କଲା ପାଣିପାଗ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର, ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ରାଜ୍ୟର ୮ଟି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥରମାଡ ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ…

ଜାତୀୟ ପୁରସ୍କାର ନେବା ପାଇଁ ପହଞ୍ଚିଲେ ବୋନି କପୁର୍ ଏବଂ କପୁର ସିଷ୍ଟର ! ମା’ଙ୍କ ଶାଢୀ ପିନ୍ଧି ପୁରସ୍କାର ଗ୍ରହଣ କଲେ…

ଗୁରୁବାର ଦିନ ଦିଲ୍ଲୀର ବିଜ୍ଞାନ ଭବନରେ ୬୫ ତମ ନ୍ୟାସନାଲ ଆୱାର୍ଡ ଦିଆଯାଇଛି । ଏହି ସମାରୋହରେ ଶ୍ରୀଦେବୀଙ୍କ ଶେଷ ଫିଲ୍ମ ‘ମମ୍’ ପାଇଁ ତାଙ୍କୁ ଶେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଆୱାର୍ଡକୁ ବୋନି କପୁର ଦୁଇ ଝିଅ ଜାହ୍ନବୀ ଏବଂ ଖୁସୀଙ୍କ ସହିତ ଗ୍ରହଣ କରିଥିଲେ ।ଏହି…

ବିରାଡି ପ୍ରେମରେ ଅନ୍ଧ ଯୁବକ ! ମା’ ବିରାଡି ପୋଷିବାକୁ ମନା କରିବାରୁ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ ।

ଜଣେ ୨୨ ବର୍ଷିୟ ଯୁବକଙ୍କ ବିରାଡ଼ି ପ୍ରେମ ଏବଂ ଘରେ ବିଲେଇ ପାଳିବାକୁ ମାଆଙ୍କର ବାରଣ ଯୋଗୁଁ ଦକ୍ଷିଣ ମୁମ୍ବାଇର ଜଣେ ଯୁବକ ପୋଲରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମର୍ଚ୍ଚାଣ୍ଟ୍ ନେଭିରେ କାମ କରୁଥିବା ମୌଲବିକ ସୌଣ୍ଡଲକର୍ ୬୦୦୦ ଟଙ୍କା ବିନିମୟରେ…

ଖୁବଶୀଘ୍ର ବଜାରକୁ ଆସିବ “ଏକ୍ସଟ୍ରିମ୍ କଟ୍ ଆଉଟ୍ ଜିନ୍ସ” ! ସୋସିଆଲ୍ ମିଡିଆରେ ଜିନ୍ସକୁ ଦେଖି ଖୁବ୍ ହସିଲେ ଲୋକ ।

ବଜାରରେ ବିଭିନ୍ନ ଡିଜାଇନ୍ ଏବଂ ଟ୍ରେଣ୍ଡର ଜିନ୍ସ ଏବେ ଉପଲବ୍ଧ । ଟ୍ରାଉଜର ଠାରୁ ଆରମ୍ଭ କରି ଜେଗିନ୍ସ,କାର୍ଗୋ,ରିପଡ୍ ଜିନ୍ସ ଆଦି ବିଭିନ୍ନ ଫ୍ୟାସନର ଜିନ୍ସ ବଜାରରେ ମିଳୁଛି । କିନ୍ତୁ ଏବେ ବଜାରକୁ ଆଉ ଏକ ଫ୍ୟାସନର ଜିନ୍ସ ଆସିଯାଇଛି । ଏହି ଜିନ୍ସକୁ ଲସ୍ ଏଞ୍ଜେଲସର ଜଣେ ଡିଜାଇନର୍…

ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜକୁ କେଉଁଠି ରଖିବେ ଚିନ୍ତା କରୁଛନ୍ତି କି ? ଡିଜିଟାଲ ଲକରରେ ଦେଉଛି ସମସ୍ତ…

ଆପଣଙ୍କୁ ଆଉ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜକୁ ସାଥୀରେ ନେଇ ଯିବାକୁ ପଡ଼ିବ ନାହିଁ । ଏସବୁକୁ ଏଣିକି ଡିଜିଟାଲ ଲକରରେ ସାଇତି ରଖି ଆବଶ୍ୟକ ସ୍ଥଳେ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଡିଜିଟାଲ ଲକର କ’ଣ ? ଭାରତ ସରକାର ଦେଶର ସବୁ କ୍ଷେତ୍ରକୁ ଡିଜିଟାଲ ସହିତ ଯୋଡ଼ିବା…