Daily Archives

May 3, 2018

ଫିଲ୍ମ ଷ୍ଟାଇଲରେ କମିଶନରେଟ୍ ପୁଲିସର ରେଡ୍ ! ଅଣ୍ଡର କଭର ଏଜେଂଟ୍ ସାଜିି ହାଇପ୍ରୋଫାଇଲ ସେକ୍ସ ରାକେର୍ଟର ପର୍ଦ୍ଦାଫାସ…

କନକ ବ୍ୟୁରୋ : ଇଂଟରନେଟ୍ ମାଧ୍ୟମରେ ଗ୍ରାହକଙ୍କୁ ଯୁବତୀ ଚାଲାଣ କରୁଥିବା ଏକ ରାକେଟର ପର୍ଦ୍ଦାଫାଶ ହୋଇଛି । ରାଜଧାନୀର ରଙ୍ଗିଲା ବାରରେ ଏହି କାରବାର ଚାଲୁଥିବାର ଏକ ଅଭିନବ ଉପାୟରେ ତଥ୍ୟ ସଂଗ୍ରହ କରି ପୁଲିସ ରେଡ୍ ମାରିଛି । ବାର ଏବଂ ଗେଷ୍ଟ ହାଉସରୁ ୫ ଜଣ ଯୁବତୀ ସହ ୮ଜଣ ଦଲାଲଙ୍କୁ ପୁଲିସ…

ପିଆଜ ଅଲୋଡ଼ା ହେବା ପରେ ଆଳୁରେ ଦରରେ ଲାଗିଲା ନିଆଁ ! ଖୁଚୁରା ଦର କିଲୋ ପିଛା ୨୦ ଟଙ୍କା, ଭାଙ୍ଗୁନି ପ୍ରଶାସନର ନିଦ

କନକ ବ୍ୟୁରୋ : ପିଆଜ ୫ ଟଙ୍କାକୁ ଆଳୁ ୨୦ । ଗୋଟିଏ ପଟେ ଅଭାବୀ ବିକ୍ରିର ଶୀକାର ହେଉଛି ପିଆଜ ଚାଷୀ , ଅନ୍ୟପଟେ ହୁ ହୁ ହୋଇ ବଢିଚାଲିଛି ଆଳୁ ଦର । ଅଧିକ ଅମଳ ହୋଇଛି ହେଲେ ଶୀତଳଭଣ୍ଡାର ଅଭାବରୁ ବାଧ୍ୟ ହୋଇ କମ୍ ଦରରେ ପିଆଜ ବିକ୍ରି କରୁଛି ଚାଷୀ । ଅନ୍ୟପଟେ ଆଳୁ ଦର ଅତିଶୀଘ୍ର ୨୩ ଟପିବା ନେଇ…

ଶିକ୍ଷାରୁ ବଂଚିତ ବାପା ଦିନମଜୁରୀ କରି ପୁଅକୁ ପଢାଇଲେ ପାଠ : ଏବେ ଶିକ୍ଷକ ହୋଇ ୩୦୦ ପରିବାରକୁ ମାଗଣାରେ ପାଠ ପଢାଉଛି…

ପ୍ରତ୍ୟେକଙ୍କ ବାପାର ସ୍ୱପ୍ନ ଥାଏ କି , ତାଙ୍କ ପିଲାମାନେ ପାଠ ପଢି ଚାକିରି କରି ନିଜ ଗୋଡରେ ଛିଡା ହୁଅନ୍ତୁ ଏବଂ ଖୁବ ନାଁ କରନ୍ତୁ । ପୁଅକୁ ପାଠ ପଢାଇବା ପାଇଁ ବାପ ଦିନ ରାତି ଏକାଠି କରିଦେଇଥାଏ । ଏହିପରି ଏକ ଦିନମଜୁରିଆ ବାପା ତାର ପୁଅକୁ ପାଠ ପଢାଇବା ପାଇଁ ପ୍ରତିଦିନ ପରିଶ୍ରମ କରି…

କାଳରାତ୍ରିରେ କାଳବୈଶାଖୀ ଆଣିଲା ମୃତ୍ୟୁର ତାଣ୍ଡବ ! ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଶତାଧିକ ମୃତ, ଓଡ଼ିଶାରେ ଚାଲିଗଲା…

କନକ ବ୍ୟୁରୋ : କାଳବୈଶାଖୀର ମହାତାଣ୍ଡବ । ଉତ୍ତରଭାରତ ସମେତ ଦେଶର ବିଭିନ୍ନ ଅଂଚଳରେ ଅଦିନିଆ ଝଡ଼ବର୍ଷା ଯୋଗୁଁ ବ୍ୟାପକ କ୍ଷତିୟତି ଘଟିଛି । ଅଚାନକ ଝଡ଼ବତାସ ଯୋଗୁଁ ଉତରପ୍ରଦେଶ ଓ ରାଜସ୍ଥାନରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହପରି ମାଲକାନଗିରି ସମେତ…

ନିର୍ବାଚନୀ ସତ୍ୟପାଠ ନେଇ ଅଡୁଆରେ ସାଂସଦ ବୈଜୟନ୍ତ ପଣ୍ଡା ! ଥାନାରେ ମାମଲା ରୁଜୁ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ : ଅଡୁଆରେ ପଡିଯାଇଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ସାଂସଦ ପଣ୍ଡାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ…

ଅବହେଳିତ ଅବସ୍ଥାରେ ବକୁଳ ବନ ! ଖୁବଶୀଘ୍ର ହେବ ପୁନରୁଦ୍ଧାର, ତତ୍ପରତା ପ୍ରକାଶ କଲେ ରାଜ୍ୟ ସରକାର

କନକ ବ୍ୟୁରୋ : ସତ୍ୟବାଦୀ ବକୁଳବନର ଅବହେଳାର ଚିତ୍ର କଥା ମାନିଲେ ରାଜ୍ୟସରକାର । ଏନେଇ ଏବେ ତତ୍ପର ପ୍ରକାଶ କରିଛନ୍ତି ସରକାର । ଏବଂ ଖୁବଶୀଘ୍ର ପୁନରୁଦ୍ଧାର କରାଯିବ । ପଂଚସଖା ବକୁଳବନର ସୁରକ୍ଷା ସହିତ ସ୍ଥିତି ଅନୁଧାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ସରକାର । ୧୫ ଦିନ…