Daily Archives

May 2, 2018

ନବୀନ ପଟ୍ଟନାୟକଙ୍କ ଅହିଂସା ଥିଓରୀ ! ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ଦେଲେ ହିଂସାର ସଂଜ୍ଞା,…

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ଅନୁଷ୍ଠିତ ଜାତୀୟ ସମିତି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ, ମହାତ୍ମା ଗାନ୍ଧୀଙ୍କ ସବୁଠାରୁ ବଡ ନୀତି ‘ଅହିଂସା’ ଉପରେ ଜୋରଦେଇ ସମ୍ବିଧାନର ମୁଖବନ୍ଧରେ…

ଭାରତର ଭୁସ୍ୱର୍ଗ କାଶ୍ମୀରରୁ ଆସିଲା ଛାତି ଥରାଇଦେଲା ଭଳି ଘଟଣା ! ସ୍କୁଲ ପିଲାଙ୍କୁ ଟାର୍ଗେଟ କଲେ, ପଥର ପକାଇ ମୁଣ୍ଡ…

ଜାମ୍ମୁ-କାଶ୍ମୀରରୁ ଆସିଛି ଅଭାବନୀୟ ଚିତ୍ର । ଯେତେବେଳେ ଏକ ସ୍କୁଲ ବସ ଉପରକୁ ହୋଇଛି ପଥର ମାଡ । ମାନବିକତାର ସବୁ ସୀମା ଟପିଯାଇ ଛୋଟଛୋଟ ସ୍କୁଲ ପିଲାଙ୍କ ଉପରକୁ ପଥର ମାଡ କରିଛନ୍ତି ପ୍ରଦର୍ଶନକାରୀ । ଜାମ୍ମୁ-କାଶ୍ମୀରେ ପଥର ମାଡ କରି ଅଶାନ୍ତି ସୃଷ୍ଟି କରିବା ଭଳି ଘଟଣା ପ୍ରତିଦିନ…

ଫେସବୁକ ଦେଲା ମୋଦିଙ୍କୁ ଏକନମ୍ବର ସାର୍ଟିଫିକେଟ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ସାଇଟ ଟ୍ୱିଟରରେ ରାଜ୍ କରୁଛନ୍ତି । କିନ୍ତୁ ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବେଶ ପଛରେ ପକାଇ ଦେଇଛନ୍ତି । ବୁଧବାର ଦିନ ପ୍ରକାଶ ପାଇଥିବା ଏକ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି । ସୋସିଆଲ ମିଡିଆ ଫେସବୁକରେ ବେଶ୍…

ବିରଳ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଖୋଲା ଦେହରେ ସାମ୍ନାକୁ ଆସିଲେ ଜଗା-ବଳିଆ ! ହସଖୁସିରେ ଖେଳିଲେ ଦୁଇ ଭାଇ,…

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସର ବେଡ୍ ଉପରେ ଖେଳୁଛନ୍ତି ଜଗା-ବଳିଆ । ଉଭୟ ଶିଶୁ ଏବେ ସୁସ୍ଥ ଅଛନ୍ତି । ବିରଳ ଅସ୍ତ୍ରୋପଚାର ପରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଦୁଇ ଶିଶୁ ଜଗା-ବଳିଆଙ୍କ ଖେଳୁଥିବାର ଏକ ଭିଡିଓକୁ ଆଜି ଜାରି କରିଛି ଦିଲ୍ଲୀ ଏମ୍ସ । ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ…

ବିଷ ବଳୟରେ ପୂରା ଭାରତ ! ସାରା ବିଶ୍ୱରେ ଭାରତ ସବୁଠୁ ଅଧିକ ପ୍ରଦୂଷିତ ଦେଶ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ…

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତ, ସବୁଠୁ ଅଧିକ ପ୍ରଦୂଷିତ ଦେଶ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ରିପୋର୍ଟରେ ଆସିଛି ଏଭଳି ଚାଂଚଲ୍ୟକର ତଥ୍ୟ । ବିଶ୍ୱର ୧୫ଟି ପ୍ରଦୂଷିତ ସହର ଭିତରୁ ଭାରତର ୧୪ ଟି ସହର ରହିଛି । କାନପୁରର ସ୍ଥିତି ସବୁଠୁ ସଂଗୀନ ରହିଛି । ତା ପଛକୁ ଫରିଦାବାଦ,…

ଏମିତି ବି ଅଛନ୍ତି ଫ୍ୟାନ୍! ଷ୍ଟାଡିୟମ ଭିତରକୁ ଛାଡ଼ିଲେନି ବୋଲି କ୍ରେନରେ ଚଢ଼ି ନିଜ ପ୍ରିୟ ଟିମର ଦେଖିଲେ ମ୍ୟାଚ,…

ଅନେକ ସମୟରେ ନିଜ ପ୍ରିୟ ଟିମ୍ ପାଇଁ ଫ୍ୟାନ ମାନେ ଏମିତି କିଛି କାମ କରିଥାନ୍ତି ଯାହା ତାଙ୍କୁ ଚର୍ଚ୍ଚାରେ ରଖିଥାଏ । ସେ ପଡ଼ିଆ ଭିତରେ ହେଉ ଅବା ବାହାରେ । ଆଇପିଏଲରେ ମଧ୍ୟ ଏହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଛି । କିନ୍ତୁ କ୍ରିକେଟ ଅପେକ୍ଷା ଫୁଟବଲ ଖେଳରେ ଫ୍ୟାନ ମାନଙ୍କର ଅଧିକ…