Daily Archives

May 1, 2018

ମହାପ୍ରଭୁ ଜଗନ୍ନାଥଙ୍କ ସେବାପୂଜା ପାଇଁ ମାସକୁ କେତେ ଟଙ୍କା ପାଉଣା ନେଇଥାନ୍ତି ସେବାୟତ ! ପୂରା ତଥ୍ୟ ଜାଣିଲେ…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ସେବାପୂଜା କରୁଥିବା ସେବାୟତଙ୍କୁ ମିଳୁଛି ପାଉଣା । ପାଳିଆ ସେବାୟତଙ୍କୁ ଦୈନିକ ପାଳିଆ ପୁରସ୍କାର ଯୋଗାଇ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ନୀତିକାନ୍ତିରେ ନିୟୋଜିତ ଭିନ୍ନଭିନ୍ନ ବର୍ଗର ସେବାୟତଙ୍କ ପାଇଁ ରହିଛି ଅଲଗା ଅଲଗା ପାଉଣା ।…

ଟ୍ରେନରେ ଖାଦ୍ୟ ସାମଗ୍ରୀ କିଣିବାକୁ ନେଇ ଆପଣଙ୍କୁ ଆଉ ଭୋଗିବାକୁ ପଡିବନି ସମସ୍ୟା ! ଖୁବଶୀଘ୍ର ଲାଗୁହେବ କ୍ୟାସଲେସ…

ଭାରତୀୟ ରେଳବାଇ ଉନ୍ନତି ଆଡକୁ ଅଗ୍ରସର ହେଉଥିବା ବେଳେ ଏବେ ଆଉ ଏକ ପାଦ ଆଗକୁ ବଢିଛି । ରେଳରେ ଯାତ୍ରା କରିବା ସମୟରେ ସାଧାରଣତଃ ଆମେ ଅନେକ ଖାଦ୍ୟ ପଦାର୍ଥ କିଣିଥାଉ । ଏପରିକି ପାଖରେ ଖୁଚୁରା ନଥିଲେ ଖାଦ୍ୟ ଜିନିଷ କିଣି ନପାରି ଭୋକରେ ରହିବାକୁ ପଡେ । କିନ୍ତୁ ଆପଣଙ୍କୁ ଆଉ ଏସବୁ ସମସ୍ୟାର…

ଚିକେନ ଓ ମଟନ୍ ନାଁରେ ହୋଟେଲରେ କୁକୁର ମାଂସ ବିକ୍ରି ହେଉଥିବା ଅଭିଯୋଗ! ବରଫ କଳରୁ ଜବତ ହେଲା ୨୦ ଟନ ମାଂସ

ହିନ୍ଦୀ ସିନେମା ରନ ଯିଏ ଦେଖିଥିବ ନିଶ୍ଚିତ ଭାବେ କାଉ ବିରିଆନୀର କମେଡ଼ି ସିନକୁ ମନେ ରଖିଥିବ । ଫିଲ୍ମରେ ସହରରେ ଜଣେ ଯୁବକ ୫ଟଙ୍କା ଦେଇ ଖାଉଛନ୍ତି ବିରିୟାନୀ ଓ ପରେ ଜାଣୁଛନ୍ତି ଯେ ସେ ଖାଇଥିବା ବିରିଆନୀରେ କୁକୁଡ଼ା ନୁହଁ କାଉମାଂସ ବ୍ୟବହାର ହୋଇଥିଲା । ହିନ୍ଦୀ ଫିଲ୍ମର ଏଭଳି ସିନ…

ଏଣିକି ମଝି ଆକାଶରୁ କରିପାରିବେ ଫୋନ କଲ !  ବିମାନରେ ମୋବାଇଲ ଫୋନ ବ୍ୟବହାରକୁ ମିଳିଲା ମଞ୍ଜୁରୀ ।

ଖୁବ ଶୀଘ୍ର ଆପଣ ବିମାନ ଯାତ୍ରୀ ସମୟରେ ନା କେବଳ ମୋବାଇଲରେ କଥା ହୋଇପାରିବେ ବରଂ ଇଣ୍ଟରନେଟ ବ୍ୟବହାର ମଧ୍ୟ କରିପାରିବେ । କେନ୍ଦ୍ର ସୂଚନା ଆୟୋଗ, ବିମାନ ଯାତ୍ରା ସମୟରେ ମୋବାଇଲ ବ୍ୟବହାରର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଆଜି ମିଳିଥିବା ଏହି ମଞ୍ଜୁରୀ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ…

ଭାରତକୁ ୩୦% ଶସ୍ତାରେ ତେଲ ଦେବାକୁ ଅଫର ଦେଲା ଦେବାଳିଆ ଦେଶ ଭେନଜୁଏଲା ! କିନ୍ତୁ ଏଥିପାଇଁ ରଖିଛି ଗୋଟିଏ ସର୍ତ୍ତ,…

ଭାରତକୁ ଆକର୍ଷଣୀୟ ଅଫର ଦେଲା ଦେବାଳିଆ ଭେନଜୁଏଲା । ଭାରତକୁ ୩୦ ପ୍ରତିଶତ ଶସ୍ତା ଦରରେ ତେଲ ଦେବାକୁ ଦମଦାର ଅଫର ଦେଇଛି ଦକ୍ଷିଣ ଆମେରିକୀୟ ଦେଶ ଭେନଜୁଏଲା । ଭାରତରେ ଏବେ ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢୁଥିବା ବେଳେ ଭେନଜୁଏଲା ଏଭଳି ପ୍ରସ୍ତାବ ଦେଇଛି । କିନ୍ତୁ ଏଥିପାଇଁ ଏକ ସର୍ତ୍ତ…

ଅ-ଆ ଜାଣି ନାହାନ୍ତି ସତ କିନ୍ତୁ ବୁଝିଛନ୍ତି ପାଠର ମହତ୍ୱ! ଶ୍ରମିକ ଦିବସରେ ପଢନ୍ତୁ ଜଣେ ପ୍ରେରଣାଦାୟୀ ଶ୍ରମିକଙ୍କ…

କନକ ବ୍ୟୁରୋ : ଆଜି ଶ୍ରମିକ ଦିବସ । ଏହି ଶ୍ରମିକ ଦିବସରେ ଜଣେ ଏପରି ବ୍ୟକ୍ତିତ୍ୱଙ୍କୁ ଭେଟିବା ଯିଏ, କୁଲି ଏବଂ ରାଜ ମିସ୍ତ୍ରୀ କାମ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏହାସହ ନିଜର ୫ଟି ସନ୍ତାନକୁ ପାଠଶାଠ ପଢ଼ାଇ ବେଶ ଉଚ୍ଚ ଶିକ୍ଷିତ କରିଛନ୍ତି କୋରାପୁଟର ରାମ ଟ୍ରାକୀ ।…