କଲରାପତରିଆ ବାଘ ଛାଲ ଜବତ

87

ନବରଙ୍ଗପୁର : ଓଡିଶା-ଛତିଶଗଡ ସୀମାରୁ ୬ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି ।  ଗୋଟିଏ ଜୀବନ୍ତ ବ୍ରଜକାପ୍ତାକୁ ମଧ୍ୟ ଉଦ୍ଧାର କରିଛି  ବନବିଭାଗ । ଏହି ଘଟଣାରେ ବନ ବିଭାଗ ୬ ଜଣ ଶିକାରୀଙ୍କୁ ଗିରଫ କରିଛି ।