ବେକାର ଯୁବକଯୁବତୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ ! ବିନା କୌଣସି ପରୀକ୍ଷା ଦେଇ ପାଆନ୍ତୁ ଚାକିରି, ଜାଣନ୍ତୁ କିପରି କରିବେ ଆବେଦନ

34

ଚାକିରି ଖୋଜୁଥିବା ଯୁବପୀଢିଙ୍କ ପାଇଁ ଖୁସି ଖବର । କାରଣ, ଇନ୍ଦିରା ଗାନ୍ଧୀ ସେଂଟର ଫର ଅଟୋମିକ୍ ରିସର୍ଚ ପକ୍ଷରୁ Trade Apprentices ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ବଡ କଥା ହେଲା, ଏହି ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ ବରଂ ବିନା ପରୀକ୍ଷାରେ ସେମାନଙ୍କୁ ସିଲେକ୍ଟ କରାଯିବ । ଅର୍ଥାତ୍ ଏଥିପାଇଁ ଆଶାୟୀପ୍ରାର୍ଥୀଙ୍କର ଚୟନ ୱାର୍କ ଇନ୍ ଇଂଟରଭିୟୁ ଆଧାରରେ କରାଯିବ । ତେବେ ଏହାର ଶେଷ ତାରିଖ ରହିଛି ୧୩ରୁ ୧୫ ମାର୍ଚ୍ଚ ଯାଏ । ସେହିପରି ଆବେଦନ କରିବା ପୂର୍ବରୁ ନିଯୁକ୍ତି ସହ ଜଡିତ କିଛି ନିୟମ ତଥା ସୂଚନା ଜାଣିରଖନ୍ତୁ ।

ପଦବୀ: Trade Apprentices

ପଦବୀ ସଂଖ୍ୟା: ୩୦୦

ଯୋଗ୍ୟତା: ଏଥିପାଇଁ ଆଶାୟୀପ୍ରାର୍ଥୀ ଜଣକ କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୦ମ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ଏଥିସହିତ ହିଁ ଆଇଟିଆଇର ସାର୍ଟିଫିକେଟ୍ ଥିବା ଜରୁରୀ ଅଟେ ।

ବୟସ ସୀମା:୦୯-୦୧-୨୦୧୭ ଅନୁସାରେ ଆଶାୟୀପ୍ରାର୍ଥର୍ର ବୟସ ସର୍ବନିମ୍ନ ୧୪ରୁ ୨୩ ବର୍ଷ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା: ଇଂଟରଭିୟୁ ଆଧାରରେ ଚୟନ କରାଯିବ ।

ତାରିଖ: ୧୩ରୁ ୧୫ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ

କିପରି କରିବେ ଆବେଦନ: ଆବେଦନ କରିବାକୁ ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ୍ www.igcar.gov.in କୁ ଯାଇ ୧ ମାର୍ଚ୍ଚରୁ ୧୫ ମାର୍ଚ୍ଚ ମଧ୍ୟରେ କରିପାରିବେ ।

ଠିକଣା: DAE Guest House, DAE Township, Kalpakkam – 603102, Kancheepuram District, Tamilnadu.