କୋର୍ଟରେ ଚାଲୁଥିବା କୌଣସି ମାମଲାକୁ ଲଢିବାରେ ଆପଣ ଅସମର୍ଥ କି ? ତେବେ ତୁରନ୍ତ ଇନଷ୍ଟଲ କରନ୍ତୁ ଏହି ଆପ୍, ମିଳିବ ଉଭୟ ଆଇନ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ସହାୟତା

21

ଆପଣମାନଙ୍କ ମଧ୍ୟରେ ଏଭଳି ଅନେକ ଲୋକ ରହିଥିବେ ଯେଉଁମାନଙ୍କର କି କୋର୍ଟରେ କିଛି ନା କିଛି ମାମଲା ଚାଲିଥିବ । ଯେଉଁଥିପାଇଁ ଆପଣଙ୍କୁ କୋର୍ଟକୁ ବାରମ୍ବାର ଦୌଡିବା ସହିତ ଗୁଡାଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡୁଥିବ । ସେହିପରି ଥରେ ଭାବନ୍ତୁ ତ ଜଣେ ଗରିବ ଲୋକଟିଏ ପାଇଁ ଏହା କେତେ କଷ୍ଟକର ହୋଇଥିବ । ତେବେ ଏହାକୁ ଦୃଷ୍ଟିରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଆପ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଆପଣଙ୍କର ପ୍ରତ୍ୟେକଟି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇପାରିବ ।

ଯଦି ଆପଣ ଆପଣଙ୍କର କୋର୍ଟରେ ଥିବା କୌଣସି ମାମଲାକୁ ଲଢିବାରେ ଉଭୟ ଆର୍ଥିକ ଏବଂ ଆଇନ ଦୃଷ୍ଟିରୁ ଅସମର୍ଥ ଅଟନ୍ତି ତେବେ ଆପଣଙ୍କର ସହାୟତା କରିବ advok8.in Third party litigation funding । ତେବେ ଏହି ଆପଟି ନା ହିଁ ଖାଲି ଆଇନ ଦୃଷ୍ଟିରୁ ସହାୟତା କରିବ ବରଂ ଆର୍ଥିକ ଦୃଷ୍ଟି କୋଣରୁ ବି ସହାୟତା କରିବ । Advok8ର ମୁଖ୍ୟଙ୍କ କହିବା କଥା ହେଲାକି, ଏହି ଆପଟିର ଏକ ମାତ୍ର ଉଦ୍ଦେଶ୍ୟ ଲୋକଙ୍କୁ ଆଇନ କ୍ଷେତ୍ରରେ ପୂରା ରୂପରେ ସଚେତନ କରିବା । ଏଯାବତ୍ ପାଖାପାଖି ୧୦୦୦୦ରୁ ଅଧିକ ଓକିଲ ଏହି ଆପରେ ସାମିଲ ଅଛନ୍ତି । ଏବଂ ଏହି ଆପଟିରେ ଦୁଅ ଜଣ ଜଣାଶୁଣା ଟେକନୋଲଜିରୁ ଓଳିଲମାନଙ୍କର କାର୍ଯ୍ୟକ୍ଷମତାରେ ବୃଦ୍ଧିପାଇଛି । ସେମାନଙ୍କର କାମ ପୂର୍ବପେକ୍ଷା ଅଧିକ ସୁଚାରୁ ରୂପେ ଚାଲୁଅଛି ।

ଯଦି ଆପଣ କୋର୍ଟରେ ଚାଲୁଥିବା କେସକୁ ଲଢିବାରେ ଅସମର୍ଥ ଅଟନ୍ତି ତେବେ ଏହି ଆପଟି ଆପଣଙ୍କୁ ସାହାର୍ଯ୍ୟ କରିବ । ଏହାକୁ ଆପଣ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ ଏବଂ ଇନଷ୍ଟଲ କରିବା ପରେ ଆପଣଙ୍କୁ ଅପସନ ଅନୁସାରେ ନିଜର ସମସ୍ୟା ଦେବାକୁ ପଡିବ ।