ଶେରଗଡ଼ ଥାନା ଅଧିକାରୀ ହତ୍ୟା ଘଟଣା : ଲାଂଚ ଦେଇ ରାଜସାକ୍ଷୀଙ୍କ ବୟାନ ବଦଳାଇବାକୁ ଉଦ୍ୟମ

42

ଗଂଜାମ : ଶେରଗଡ଼ÿ ଥାନା ଅଧିକାରୀ ମନୋରଂଜନଙ୍କ ହତ୍ୟା ଘଟଣାକୁ ଲାଂଚ ଦେଇ ଚପାଇଦେବାକୁ ଉଦ୍ୟମ । ରାଜସାକ୍ଷୀଙ୍କ ବୟାନ ବଦଳାଇକୁ ପ୍ରଥମେ ଧମକ ଓ ପରେ ଲାଂଚ୍ ଦେବାର ପ୍ରାୟସ । ଘଟଣାରେ ଓକିଲ, ଅଭିଯୁକ୍ତ ବାପା ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ ଗିରଫ କରିଛି ଗଂଜାମ ପୁଲିସ୍ ।୨୦୧୦ରେ ପେଟ୍ରୋଲିଂରେ ଯାଇଥିବା ବେଳେ ସମୀର ପଣ୍ଡା ନାମକ ଜଣେ ଦୁବୃତର ଗୁଳିମାଡର ଶିକାର ହୋଇଥିଲେ ମନୋରଂଜନ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।