ବିଭିନ୍ନ ଜିଲ୍ଲାରେ ପାଳନ ହେଲା ଗଣତନ୍ତ୍ର ଦିବସ

39

କନକ ବ୍ୟୁରୋ : ବାଲେଶ୍ୱରରେ ମଧ୍ୟ ଖୁବ୍ ଆଡମ୍ବରର ସହ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମନ୍ତ୍ରୀ ଉଷା ଦେବୀ ଜିଲ୍ଲାସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ସେପଟେ ସମ୍ବଲପୁରରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଓ ବଲାଙ୍ଗିରରେ ଜିଲ୍ଲାପାଳ ଆଶିଷ ଠାକରେ ପତାକା ଉତୋଳନ କରିଛନ୍ତି ।