ସିବିଆଇରେ ହାଜର ହେଲେ ପ୍ରଭାତ ତ୍ରିପାଠୀ : ଏଟି ଲିଙ୍କ ନେଇ ୧ ଘଂଟା ଧରି ପଚରାଉଚରା

66

କନକ ବ୍ୟୁରୋ : ସିବିଆଇରେ ହାଜର ହେଲେ ପ୍ରଭାତ ତ୍ରିପାଠୀ । ଏଟି ଲିଙ୍କ ଅଭିଯୋଗରେ ସେ ହାଜର ହୋଇଛନ୍ତି । ପାଖାପାଖି ୧ ଘଂଟା ଧରି ତାଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡିଛି । ତେବେ ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତ ତ୍ରିପାଠୀ । ମାମଲା ବିଚାରଧୀନ ରହିଛି । କିଛି ଡକ୍ୟୁମେଂଟ ଯାଂଚ ପାଇଁ ସିବିଆଇ ଆସିଥିଲି ବୋଲି ସେ କହିଛନ୍ତି ।