ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ! ଘୋଷଣା କଲେ ପ୍ରବାସୀ କୌଶଳ ଯୋଜନା

25

କନକ ବ୍ୟୁରୋ : ବେଙ୍ଗାଲୁରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ବିଦେଶରେ ନିଯୁକ୍ତି ନେଇ ଆଶାୟୀ ଥିବା ଭାରତୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ପ୍ରବାସୀ କୌଶଳ ଯୋଜନା । ଏହି ଅବସରରେ ‘ବ୍ରେନ୍ ଡ୍ରେନ’ ଓ ‘ବ୍ରେନ ଗେନ’ ପାଇଁ ଆମ ଉଦ୍ଦେଶ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।