ନୟାଗଡ ବାଣ ବିସ୍ଫୋରଣ ଘଟଣା : ବାଣ କାରଖାନା ମାଲିକ ଧନେଶ୍ୱର ସାହୁ ଥାନାରେ ଅଟକ

27

ନୟାଗଡ : ନୟାଗଡ ବାଣ ବିସ୍ଫୋରଣ ଘଟଣା । କେଉଁ ପରିସ୍ଥିତିରେ ନୟାଗଡ ବାଣ ବିସ୍ଫୋରଣ ଘଟଣା ଘଟିଲା । ଆଉ ଏଥିପାଇଁ ଦାୟୀ କିଏ । ନୟାଗଡ ଏସଡିପିଓ ଘଟଣାସ୍ଥଳ ବୁଲି ଦେଖିଛନ୍ତି । ଏ ଘଟଣାରେ ଇଟାମାଟି ବାଣ କାରଖାନାର ମାଲିକକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ତେବେ ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ, କାରଖାନାର କାଂଥ ଭାଙ୍ଗି ପଡିଛି ।