ସମ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା : ଚେତିଲେ ସମସ୍ତ ଘରୋଇ ହସ୍ପିଟାଲ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଧରପଗଡ ସ୍ଥିତି ଉପୁଜିଛି । ଫାୟାର ସେଫ୍ଟି ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାର ଅଡୁଆରେ ପଡିଥିବା ବେଳେ ଅଗ୍ନିକାଣ୍ଡ ଘଟିଲେ କିଭଳି ଏହାର ମୁକାବିଲା କରାଯିବ ସେ ନେଇ ମକଡ୍ରିଲ୍ ଆରମ୍ଭ କରିଛି ଆପୋଲୋ ହସ୍ପିଟାଲ ।