ଜର୍ମାନୀ ଯୁବତୀ ଦୁଷ୍କର୍ମ ମାମଲା : ଜେଲରୁ ମୁକୁଳିଲେ ବିିତ୍ତିହୋତ୍ର ମହାନ୍ତି

21

କନକ ବ୍ୟୁରୋ : ମୁକୁଳିଲେ ବିିତ୍ତିହୋତ୍ର ମହାନ୍ତି । ଜର୍ମାନୀ ଯୁବତୀ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ବିିତ୍ତିହୋତ୍ର ମହାନ୍ତି ଆଜି ଜେଲରୁ ମୁକୁଳିଛନ୍ତି । ଗିରଫ ହେବା ପରେ ୨୦୦୬ରେ ପାରୋଲରେ ଆସି ଆଉ ଜେଲକୁ ଫେରିନଥିଲେ ।

ଆଜି ରାଜସ୍ଥାନ ଜୟପୁର ସେଂଟ୍ରାଲ ଜେଲରୁ ମୁକୁଳିଛନ୍ତି ବିିତ୍ତି । ମାର୍ଚ୍ଚ ୩୧ରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ପୂର୍ବତନ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିିତ୍ତିହୋତ୍ର  ।