Browsing Category

ଦେଶ ବିଦେଶ

ପିଟି ଉଷା, ଇଲୈୟାରାଜାଙ୍କ ସମେତ ରାଜ୍ୟସଭାକୁ ଯିବେ ଏହି ୪ ବିଶିଷ୍ଟ ବ୍ୟକ୍ତି । ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ…

କନକ ବ୍ୟୁରୋ: ରାଜ୍ୟସଭାକୁ ଯିବେ ଦୌଡରାଣୀ ପିଟି ଉଷା । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ଓ ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।…
Read More...

ବିଜେପି ସହ ମିଶିବେ ଶିବସେନା ସାଂସଦ ! ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ଉଦ୍ଧବଙ୍କୁ ଲେଖିଲେ ଚିଠି

କନକ ବ୍ୟୁରୋ : ଶିବସେନାର ଡର୍ଜନରୁୁ ଅଧିକ ସାଂସଦ ଉଦ୍ଧବ ଠାକରେଙ୍କ ପକ୍ଷ ଛାଡିବାକୁ ଚାହୁଁଥିବା କେନ୍ଦ୍ର ବିଜେପି ମନ୍ତ୍ରୀ ଦାବି କରୁଥିବା ବେଳେ ଏନଏଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମସର୍ଥନ ପାଇଁ ଚିଠି ଲେଖିଛନ୍ତି ଶିବସେନାର ୧୬ ସାଂସଦ । ଦଳର ମୋଟ ୧୮ ଲୋକସଭା…
Read More...

ଇତିହାସ ରଚିଲେ ବାପା, ଝିଅ । ଏକାଠି ଉଡାଇଲେ ବାୟୁସେନାର ଯୁଦ୍ଧ ବିମାନ

କନକ ବ୍ୟୁରୋ : ପୂର୍ବରୁ ବାପା, ପୁଅ ଭାରତୀୟ ବାୟୁସେନାରେ ବିମାନ ଉଡାଇଥିବା ଆମେ ଦେଖିଛେ । ହେଲେ ପ୍ରଥମ ଥର ପାଇଁ ବାପା, ଝିଅ ବାୟୁସେନାର ଅତ୍ୟାଧୁନିକ ଫାଇଟର ଜେଟ୍ ତଥା ଯୁଦ୍ଧ ବିମାନ ଉଡାଇ ଇତିହାସ ରଚିଛନ୍ତି । ବିଦର ଏୟାରବେସରେ ବାୟୁସେନାର ଯୁଦ୍ଧ ବିମାନ ହକ୍-୧୩୨ର ଏୟାର ସୋ’ରେ ଉଭୟ…
Read More...

ଦେବୀ କାଳୀ, ପୋଷ୍ଟର, ବିବାଦ : ଅଡୁଆରେ ଟିଏମସି ସାଂସଦ, ଫିଲ୍ମ ନିର୍ମାତାଙ୍କ ନାଁରେ ମାମଲା

କନକ ବ୍ୟୁରେ : ଡକ୍ୟୁମେଂଟାରୀ ସିନେମା କାଳୀର ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଘନେଇବାରେ ଲାଗିଛି । ଫିଲ୍ମ ନିର୍ମାତା ଯେଉଁଭଳି ଆପତିଜନକ ଢଙ୍ଗରେ ଦେବୀ କାଳୀଙ୍କୁ ପୋଷ୍ଟର ମାଧ୍ୟମରେ ଉପସ୍ଥାପନ କରିଛନ୍ତି ତାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ହିନ୍ଦୁଙ୍କ ଧର୍ମୀୟ ଭାବନାକୁ…
Read More...

ବର୍ଷାରେ ବେହାଲ ଉତରପୂର୍ବ ରାଜ୍ୟ । ପାହାଡ଼ିଆ ରାଜ୍ୟରେ ବାଦଲଫଟା ବର୍ଷା

କନକ ବ୍ୟୁରୋ : ଲଗାଣବର୍ଷା କେବଳ ଆସାମରେ ନୁହେଁ କ୍ରମଶ ଦେଶର ବିଭିନ୍ନ ରାଜ୍ୟ ପାଇଁ ସମସ୍ୟା ଆଣିଛି । ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ ପରି ପୂର୍ବୋତର ରାଜ୍ୟ ପରେ ଏବେ ଉତରପୂର୍ବ ରାଜ୍ୟରେ ବି କାଳ ସାଜିଛି ଲଗାଣ ବର୍ଷା । ଆସାମ, ହିମାଚଳପ୍ରଦେଶ, ଉତରାଖଣ୍ଡ, ବିହାର, ମୁମ୍ବାଇରେ…
Read More...

ସମ୍ବିଧାନ ବିରୋଧରେ ଦେଇଥିଲେ ମନ୍ତବ୍ୟ । ଏବେ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

କନକ ବ୍ୟୁରୋ : ପ୍ରଥମେ ସମ୍ବିଧାନ ବିରୋଧରେ ମନ୍ତବ୍ୟ ଓ ଏବେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା । ଏଭଳି କିଛି ଦେଖିବାକୁ ମିଳିଛି କେରଳର କମ୍ୟୁନିଷ୍ଟ ସରକାରରେ । କେରଳ ସରକାରରେ ମନ୍ତ୍ରୀ ଥିବା ସାଜି ଚେରିୟନ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ସରକାରଙ୍କ ସାଂସ୍କୃତିକ ମାମଲା ସହ…
Read More...

ସରକାର କମାଇଲେ ବୁଷ୍ଟର ଡୋଜର ଅବଧି । ଏବେ ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ

କନକ ବ୍ୟୁରୋ : କରୋନାର ବୁଷ୍ଟର ଡୋଜ ଏବେ ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇପାରିବେ । ସରକାରଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କୌଣସି ବି ବ୍ୟକ୍ତି ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ୧୮ ରୁ ୫୯ ବର୍ଷର…
Read More...

ପୁଣି ଏକ ମାମଲାରେ ଭାରତକୁ ପଛରେ ପକାଇଲା ଚୀନ। ଜାଣନ୍ତୁ ସ୍ୱାଧୀନତା ପରେ କିଭଳି ଆଗକୁ ଗଲା ଏହି ରାଷ୍ଟ୍ର

କନକ ବ୍ୟୁରୋ : ବିଶ୍ୱରେ ଭାରତ ଓ ଚୀନ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ୨ ଟି ରାଷ୍ଟ୍ର । ବିଶ୍ୱ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ କେବଳ ଏହି ଦୁଇଟି ଦେଶରେ ରହିଛନ୍ତି । ମାତ୍ର ଏବେ ଏହି ଦୁଇଟି ଦେଶର ଲୋକମାନଙ୍କ ହାରାହାରୀ ଆୟୁଷରେ ୮ ବର୍ଷ ଅନ୍ତର ଦେଖାଦେଇଛି । ଗୋଟିଏ ପଟେ ଚୀନର ଲୋକମାନଙ୍କ…
Read More...

ଆଇସିସି ଟେଷ୍ଟ ରାକିଙ୍ଗ୍: ୬ ବର୍ଷ ପରେ ଟପ୍-୧୦ରୁ ଆଉଟ୍ ହେଲେ କୋହଲି । ପନ୍ତଙ୍କୁ ମିଳିଲା ଫାଇଦା । ଜାଣନ୍ତୁ, କେତେ…

କନକ ବ୍ୟୁରୋ: ଆଇସିସି ତରଫରୁ ଜାରି ହୋଇଛି ତାଜା ଟେଷ୍ଟ ରାକିଙ୍ଗ୍ । ଯେଉଁଥିରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଲାଗିଛି ବଡ ଝଟକା । ୬ ବର୍ଷ ପରେ ପ୍ରଥମ କରି ବିରାଟ କୋହଲି ଟେଷ୍ଟ ରାକିଙ୍ଗର ଟପ୍-୧୦ରେ ସ୍ଥାନ ପାଇନାହାଁନ୍ତି । ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ କୋହଲି ସେଭଳି…
Read More...

ମୋଦୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ମୁଖତାର ଆବାସ ନକଭୀ । ବଡ ଦାୟିତ୍ୱ ଦେଇପାରେ ଦଳ ।

କନକ ବ୍ୟୁରୋ: ମୋଦୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଆବାସ ନକଭୀ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନକଭୀ ଆଜି ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାର ଜଣେ ସଦସ୍ୟ ଥିଲେ । ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା । ଆଉ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ…
Read More...