Browsing Category

ଦେଶ ବିଦେଶ

କେମିତି ଦେଖାଯାଉଛି ବ୍ରହ୍ମାଣ୍ଡ ? ପ୍ରଥମ ରଙ୍ଗୀନ ଫଟୋ ଜାରି କଲା ନାସା

କନକ ବ୍ୟୁରୋ : କେମିତି ଦେଖାଯାଉଛି ବ୍ରହ୍ମାଣ୍ଡ । ନାସା ଜାରି କଲା ଏହାର ସୁନ୍ଦର ଫଟୋ । ଦୁନିଆର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ମହାକାଶ ଦୂରବିକ୍ଷଣ ‘ଜେମ୍ସ ୱେବ୍ ଟେଲିସ୍କୋପ୍’ ଦ୍ୱାରା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଫଟୋଚିତ୍ର ଉତୋଳନ କରାଯାଇଛି । ଏହାକୁ ବ୍ରହ୍ମାଣ୍ଡର ହାଇ ରିଜୋଲ୍ୟୁସନ୍…
Read More...

ଦେଶ ଛାଡି ଯିବାକୁ ଚେଷ୍ଟା କରୁଥିଲେ ରାଷ୍ଟ୍ରପତିଙ୍କ ଭାଇ । ଏୟାରପୋର୍ଟରେ କାବୁ କରିନେଲେ ଅଧିକାରୀ

କନକ ବ୍ୟୁରୋ: ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ । ଉକ୍ରଟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଦେଶବାସୀ । ଆଉ ଏହି ଆର୍ଥିକ ସଙ୍କଟ ଏବେ ରାଜନୈତିକ ସଙ୍କଟରେ ବଦଳିଛି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପରିବାର ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି ନାଗରିକ । ଉଭୟଙ୍କ ସରକାରୀ…
Read More...

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ : ଟି-୨୦ ପରେ ଦିନିକିଆ ସିରିଜ କବଜା ଲକ୍ଷ୍ୟରେ ରୋହିତ ବାହିନୀ, ଫର୍ମ ନଥିବାରୁ…

କନକ ବ୍ୟୁରୋ : ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ । ଟି-୨୦ ପରେ ଦିନିକିଆ ସିରିଜ କବଜା ଲକ୍ଷ୍ୟରେ ରୋହିତ ବାହିନୀ । ଧଳା ବଲ୍‌ର ସମସ୍ତ କ୍ରିକେଟ୍ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ଦିନିକିଆରେ ଟ୍ବେଣ୍ଟି-୨୦ ତୁଳନାରେ କମ ବିପଦପୂର୍ଣ୍ଣ ସଟ୍ ଖେଳିବାକୁ ହୋଇଥାଏ। ତଥାପି ଆମର ଏକମାତ୍ର ଲକ୍ଷ୍ୟ…
Read More...

୨୫ ରାଜ୍ୟରେ ବର୍ଷା ବିତ୍ପାତ : ଗୁଜରାଟ ଓ ମହାରାଷ୍ଟ୍ରର ସ୍ଥିତି ଗମ୍ଭୀର

କନକ ବ୍ୟୁରୋ : ଦେଶର ୨୫ ରାଜ୍ୟରେ ବର୍ଷା ବିତ୍ପାତ । ଆସାମଠାରୁ ଆରମ୍ଭ କରି ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ରାଜସ୍ଥାନ ଆଦି ଅନେକ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର ଓ ଗୁଜରାଟ । ଗୁଜରାଟରେ ପାଣି ଘେରରେ ରହିଥିବା ପ୍ରାୟ ୩…
Read More...

ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ : ୨୫ ବର୍ଷ ୧୦ ମାସ ୧୮ ଦିନରେ ମୃତ୍ୟୁ

କନକ ବ୍ୟୁରୋ : ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ରାଜା । ୨୫ ବର୍ଷ ୧୦ ମାସ ୧୮ ଦିନରେ ଉତ୍ତରବଙ୍ଗର ଜଲଦାପଡ଼ା ରେସ୍କ୍ୟୁ ସେଣ୍ଟରରେ ରାଜାର ମୃତ୍ୟୁ ହୋଇଛି । ଆସନ୍ତା ଅଗଷ୍ଟ ୨୩ରେ ୨୬ ତମ ଜନ୍ମଦିନ ଧୁମଧାମରେ ପାଳନ ପାଇଁ ବନବିଭାଗ ପକ୍ଷରୁ ଯୋଜନା ହୋଇଥିଲା । ସୂଚନା ଅନୁସାରେ,…
Read More...

ଅନ୍ତର୍ଜାତୀୟ ବାଣିଜ୍ୟ ନିମନ୍ତେ ଆରବିଆଇର ବଡ ପଦକ୍ଷେପ । ଏଣିକି ଟଙ୍କାରେ ହୋଇପାରିବ ଉଭୟ ଆମଦାନୀ ଓ ରପ୍ତାନୀ

କନକ ବ୍ୟୁରୋ : ଆମେରିକୀୟ ଡଲାରର ଦବଦବା କମାଇବାକୁ ଆରବିଆଇ ବଡ ପଦକ୍ଷେପ ନେଇଛି । ଏଣିକ ଭାରତୀୟ ଟଙ୍କାରେ ଅନ୍ତରାଷ୍ଟ୍ରୀୟ କାରବାର ହୋଇପାରିବ । ଭାରତ ପ୍ରତି ଅନ୍ତର୍ଜାତୀୟ ବ୍ୟବସାୟୀଙ୍କ ଆଗ୍ରହ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଟଙ୍କା ଉପରେ ବଢୁଥିବା ଚାପ ଭିତରେ ଏହି ପଦକ୍ଷେପ ନେଇଛି…
Read More...

ନ୍ୟାସନାଲ ହେରାଲ୍ଡ ମାମଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ଇଡିର ନୋଟିସ୍

କନକ ବ୍ୟୁରୋ : ନ୍ୟାସନ୍ୟାଲ ହେରାଲ୍ଡ ମାମଲାରେ ହାଜର ହେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ ଜାରି କଲା ଇଡି । ଜୁଲାଇ ୨୧ ତାରିଖ ପୂର୍ବରୁ ଇଡି ହାଜର ହେବାକୁ ନୂଆ ନୋଟିସ୍ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହା ପର୍ବରୁ ଦୁଇ ଥର ହାଜର ହେବାକୁ…
Read More...

ଡଲାର ତୁଳନାରେ ପୁଣି ଟଙ୍କା ଦୁର୍ବଳ : ରେକର୍ଡ ନିମ୍ନସ୍ତରକୁ ଖସି ୮୦ ଟଙ୍କା ମୁହାଁ ଗୋଟିଏ ଡଲାର

କନକ ବ୍ୟୁରୋ : ଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ ହୋଇଛି । ବିଶ୍ୱ ବଜାରରେ ଡଲାରର ଚାହିଦା ବୃଦ୍ଧି ଓ ଭାରତରୁ ଡଲାର ଉଠାଣ ଯୋଗୁଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟର ହ୍ରାସ ରେକର୍ଡ କରିଛି । ଏବେ ଗୋଟିଏ ଡଲାରର ମୂଲ୍ୟ ୭୯ ଟଙ୍କା ୪୮ ପଇସା ସ୍ତରକୁ ଖସି ଆସିଛି । ଏହା ଟଙ୍କାର ବିନିମୟ ମୂଲ୍ୟର…
Read More...

ଏଆଇଏଡିଏମକେରେ ଫାଟ: ଶେଷ ହେଲା ଦୁଇ ମୁଖ୍ୟ ନେତୃତ୍ୱ ପଲିସି, ଇ.କେ ପଲାନୀସ୍ୱାମୀ ହେଲେ ନୂଆ ମୁଖ୍ୟ ।

କନକ ବ୍ୟୁରୋ: ଏଆଇଏଡିଏମକେର କ୍ଷମତାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପଲାନୀସ୍ୱାମୀ ତଥା ଇପିଏସ୍ ଏବଂ ଓ ପନିରସେଲଭମ ତଥା ଇପିଏସଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଆଜି ଚେନ୍ନାଇରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥତି ଅଣାୟତ ହେବାରୁ ରାଜସ୍ୱ ବିଭାଗ…
Read More...

ଶିବସେନା ବିବାଦର ଘୁଞ୍ଚିଲା ଶୁଣାଣି । ନ୍ୟାୟପାଳିକାକୁ ନେଇ ପ୍ରଶ୍ନ ଉଠାଇଲେ ସଞ୍ଜୟ!

କନକ ବ୍ୟୁରୋ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେଙ୍କ ସମେତ ଦଳର ୧୬ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ମାମଲାର ଶୁଣାଣି କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ମାମଲାର ଜରୁରୀ…
Read More...