Browsing Category

ଦେଶ ବିଦେଶ

ଆଜି ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ । ସୁରକ୍ଷା ଭିତରେ ପହଞ୍ଚିିଲେ ବିଦ୍ରୋହୀ ବିଧାୟକ ।

କନକ ବ୍ୟୁରୋ: କଡା ସୁରକ୍ଷା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ଭିତରେ ପ୍ରବେଶ କରିଛନ୍ତି ବିଦ୍ରୋହୀ ବିଧାୟକ । ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ବିଜେପି ବିଧାୟକ ରାହୁଲ ନିର୍ବେକର ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଏମଭିଏ…
Read More...

ଆଇଏଏସ୍ ଟିନା ଡାବିଙ୍କଠାରୁ ଛାଡପତ୍ର ପରେ ଦ୍ୱିତୀୟ ବିବାହ କରିବେ ଅତହର ଅମୀର ଖାନ୍ । ଜାଣନ୍ତୁ କିଏ ଏହି ଯୁବତୀ

କନକ ବ୍ୟୁରୋ: ୟୁପିଏସସି ଟପର ଏବଂ ଆଇଏଏସ୍ ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ଅତହର ଅମୀର ଖାନ୍ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ସେ ଡାକ୍ତର ମେହରୀନ୍ କାଜୀଙ୍କୁ ବିବାହ କରିବେ ବୋଲି ସୂଚନା ରହିଛି । ନିକଟରେ ଅତହରଙ୍କ ପ୍ରଥମ ପତ୍ନୀ ଟିନା ଡାବି ଛାଡପତ୍ର ପରେ ଆଇଏଏସ୍ ପଦୀପ…
Read More...

ଗୋଧ୍ରା କାଣ୍ଡର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ୧୯ ବର୍ଷ ଫେରାର ହେବା ପରେ ଗତ ବର୍ଷ ହୋଇଥିଲା ଗିରଫ

କନକ ବ୍ୟୁରୋ: ଗୋଧ୍ରା ହିଂସାକାଣ୍ଡର ଅଭିଯୁକ୍ତଙ୍କୁ ଗୋଧ୍ରାର ନିମ୍ନ ଅଦାଲତ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହି ଅଭିଯୁକ୍ତ ୧୯ ବର୍ଷ ଧରି ଫେରାର ଥିବାବେଳେ ଗତ ବର୍ଷ ତାକୁ ଗିରଫ କରାଯାଇଥିଲା । ଗୁୁଜରାଟର ଗୋଧ୍ରା କାଣ୍ଡର ଅନ୍ୟତମ ଅଭିଯୁକ୍ତ ରଫିକ୍ ହୁସୈନକୁ ଗୋଧ୍ରା କୋର୍ଟ ଆଜୀବନ…
Read More...

ପରିବାର ଭିତରେ ରହି ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି । ଅପରେସନ୍ ସରହଦ୍ ଅଧିନରେ ସିଆଇଡି କଲା ଗିରଫ ।

କନକ ବ୍ୟୁରୋ: ବିଭିନ୍ନ ସ୍ଥାନରୁ ଗିରଫ ହେଲେ ୩ ପାକିସ୍ତାନୀ ଗୁପ୍ତଚର । ଦେଶରେ ରହି ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି । ଫଳରେ ଅତି ସହଜରେ ଦେଶର ତଥ୍ୟ ପାକିସ୍ତାନରେ ହେଉଛି ଲିକ୍ ହୋଇଆସୁଥିବା ଜଣାପଡିଛି । ଏହା ଜାଣିବା ପରେ ତନାଘନା ଆରମ୍ଭ କରିଛି ସିଆଇଡି ଇଣ୍ଟେଲିଜେନ୍ସର ସ୍ପେଶାଲ…
Read More...

ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ । ଭାରତର ୪୧୬ ରନର ବିଶାଳ ସ୍କୋର ପରେ ଇଂଲଣ୍ଡର ପ୍ରାରମ୍ଭିକ…

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ପଂଚମ ତଥା ଶେଷ ଟେଷ୍ଟରେ ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ । ପ୍ରଥମ ଇଂନିଂସରେ ଭାରତ ବିଶାଳ ୪୧୬ ରନ୍ କରିବା ପରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଇଂଲଣ୍ଡ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫ ୱିକେଟ୍ ହରାଇ କରିଛି ମାତ୍ର ୮୪ ରନ୍ । ଭାରତ…
Read More...

ମହାରାଷ୍ଟ୍ର ବିଧାନସଭାରେ ଆଜିଠୁ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ସିନ୍ଦେ ସରକାର

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ସିନ୍ଦେ ସରକାର । ବିଧାନସଭାରେ ଶିବସେନା ନେତା ଉଦ୍ଧବ ଠାକରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଶକ୍ତି ପରୀକ୍ଷା ହେବ । କାରଣ ଆଜି ବାଚସ୍ପତି ନିର୍ବାଚନ ଅଛି…
Read More...

ମହମ୍ମଦ ଜୁବୈର ମାମଲାରେ ନୂଆ ଖୁଲ୍ଲାସା । ଅର୍ନ୍ତଜାତୀୟ ସ୍ତରରେ ଲମ୍ବିଛି ରାକେଟ

କନକ ବ୍ୟୁରୋ :  ଅଲ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରକୁ ଛାଡିବା ମୁଡରେ ନାହିଁ ଦିଲ୍ଲୀ ପୁଲିସ । ଧାର୍ମିକ ଭାବନାକୁ ଆଘାତ ପହଁଚାଇବା, ବିବାଦୀୟ ଟୁଇଟ କରିବା ଅଭିଯୋଗରେ ୨୦୨୨ ଜୁନ ମାସରେ ପୁଲିସ ତାଙ୍କୁ ଗିରଫ କରିଥିଲା । ବର୍ତମାନ ଦିଲ୍ଲୀ ପୁଲିସ ରିମାଣ୍ଡରେ ଥିବା ଜୁବୈର ନାଁରେ…
Read More...

ଦ୍ରୋପଦୀ ମୁର୍ମୁଙ୍କୁ ନେଇ ମମତାଙ୍କ ବଡ଼ ବୟାନ, ‘ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିଲେ ଦେଇଥାନ୍ତି…

କନକ ବ୍ୟୁରୋ : ଓଡ଼ିଶାରୁ ରାଷ୍ଟ୍ରପତି ହୋଇଥିବା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ରାଷ୍ଟପ୍ରତି ନିର୍ବାଚନ ପାଇଁ ବିରୋଧୀଙ୍କ ପୂର୍ବରୁ ଏନଡିଏ…
Read More...

ଦେଶରେ ବଢୁଛି ଧାର୍ମିକ ହିଂସା, ଉଦୟ ପୁର ପରେ ଏବେ ଅମରାବତୀରେ ଗଳାକାଟି ହତ୍ୟା

କନକ ବ୍ୟୁରୋ :  ଉଦୟପୁର ଟେଲର କହ୍ନୈୟାଲାଲ ହତ୍ୟାକାଣ୍ଡକୁ ନେଇ ବିବାଦ ଏବେ ବି ଥମି ନଥିବାବେଳେ ମହାରାଷ୍ଟ୍ରରୁ ଆଉ ଏକ ହତ୍ୟାର ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଅମରାବତୀ ଅଂଚଳର ଜଣେ ମେଡିସିନ୍ ବ୍ୟବସାୟୀଙ୍କୁ ଗଳା କାଟି କରାଯାଇଛି ହତ୍ୟା । କୁହାଯାଉଛି ନୂପୁର ଶର୍ମାଙ୍କୁ ସମର୍ଥନ…
Read More...

ସିନ୍ଦେଙ୍କ ପ୍ରତି ଟଳିନି ବିପଦ, ବାଚସ୍ପତି ନିର୍ବାଚନରେ ହେବ ଟକ୍କର

କନକ ବ୍ୟୁରୋ : ଶିବସେନାର ବିଦ୍ରୋହି ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ ବି ତାଙ୍କ ପ୍ରତି ସଙ୍କଟ ଟଳିନାହିଁ । କାରଣ ଏପର୍ଯ୍ୟନ୍ତ ମହାରାଷ୍ଟ୍ରର ନୂଆ ସରକାରରେ  ବାଚସ୍ପତି ବଛା ଯାଇନାହିଁ । ରବିବାର ହେବାକୁ ଥିବା ବାଚସ୍ପତି ନିର୍ବାଚନ ପାଇଁ ମହା…
Read More...