Browsing Category

ଦେଶ ବିଦେଶ

ଗୋଆରେ ବଢିଲା କଂଗ୍ରେସ କନ୍ଦଳ, ବିଜେପିରେ ଯୋଗ ଦେଇପାରନ୍ତି ୯ କଂଗ୍ରେସ ବିଧାୟକ

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ଏବେ ଗୋଆରେ ବି କ୍ଷମତା ସଂକଟ ଦେଖିବାକୁ ମିଳିଛି । ଏଠାରେ କଂଗ୍ରେସ ପାର୍ଟି ମଧ୍ୟରେ ଦଳୀୟ କନ୍ଦଳ ଉଗ୍ରରୂପ ନେବାରେ ଲାଗିଛି । ପାର୍ଟିର ୯ ଜଣ ବିଧାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଅସନ୍ତୁଷ୍ଟ ବିଧାୟକଙ୍କୁ ବୁଝାଇବାକୁ…
Read More...

ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କ ଉନ୍ମତ୍ତ କାଣ୍ଡ । ରାଷ୍ଟ୍ରପତି ଭବନ ଲାଇବ୍ରେରୀରୁ ବହି ବୋହିନେଲେ

କନକ ବ୍ୟୁରୋ: ସେପଟେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନର ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଭବନରେ ଥିବା ଲାଇବ୍ରେରୀରୁ ବହି ବୋହି ନେଉଛନ୍ତି ପ୍ରଦର୍ଶନକାରୀ । ଲାଇବ୍ରେରୀରୁ ବହି ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ରାଷ୍ଟ୍ରପତି ଭବନ ଲାଇବ୍ରେରୀରୁ ଲୋକଙ୍କ ଲମ୍ବା…
Read More...

ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର । ରାଷ୍ଟ୍ରପତି ଭବନରେ ଟଙ୍କା ପାଇଲେ ପ୍ରଦର୍ଶନକାରୀ ପଶି । ମିଳିଥିବା ୨କୋଟି ଟଙ୍କା…

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଂକଟ ଜାରି ରହିଥିବାବେଳେ, ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀଙ୍କ ହାତରେ ଲାଗିଛି କୋଟି କୋଟି ନଗଦ ଟଙ୍କା । ପାଖାପାଖି ୨ କୋଟି ଟଙ୍କା ପ୍ରଦର୍ଶନକାରୀଙ୍କୁ ମିଳିଥିବା କୁହାଯାଉଛି । ରାଷ୍ଟ୍ରପତି ଭବନ ଭିତରେ ପ୍ରଦର୍ଶନକାରୀ ଟଙ୍କା ଗଣୁଥିବାର…
Read More...

ପୁଣି ବାର ଭିତରେ ଫୁଟିଲା ଗୁଳି । ୧୪ ମୃତ, ୩ ଗୁରୁତର

କନକ ବ୍ୟୁରୋ : ସାଉଥ ଆଫ୍ରିକା ସୋବେଟେ ସିଟିର ଜୋହନସବର୍ଗ ନିକଟରେ ଥିବା ଏକ ବାରରେ କେହିଜଣେ ଅଜ୍ଞାତ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଛି । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଏଭଳି ଘଟଣା ରବିବାର ୧୨.୩୦ ରେ ଘଟିଥିବା ଏକ ଅନ୍ତର୍ଜାତୀୟ…
Read More...

‘୬ ମାସ ମଧ୍ୟରେ ଜନସାଧାରଣଙ୍କୁ ଦରବୃଦ୍ଧିରୁ ମିଳିବ ଆଶ୍ୱସ୍ତି’: ଏପରି କହିଲେ ଆରବିଆଇ ଗଭର୍ଣ୍ଣର

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆସନ୍ତା ୬ ମାସ ମଧ୍ୟରେ ଲୋକଙ୍କୁ ଦରବୃଦ୍ଧି ସମସ୍ୟାରୁ ମିଳିବ ଆଶ୍ୱସ୍ତି । କେନ୍ଦ୍ରୀୟ ବ୍ୟାଙ୍କ ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପଇଁ ସବୁ ପ୍ରୟାସ ଜାରି ରଖିବ । ଏହାଦ୍ୱାରା ଦେଶରେ ମଜବୁତ ଓ…
Read More...

ଏହି ଏୟାରଲାଇନ ଆଣିଲା ଚକିତ କରିଦେବା ଭଳି ଅଫର । ମାତ୍ର ୨୬ ଟଙ୍କାରେ କରନ୍ତୁ ବିଦେଶ ଭ୍ରମଣ

କନକ ବ୍ୟୁରୋ : ଆପଣ ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି ହେଲେ ବିମାନ ଟିକେଟର ମୂଲ୍ୟ ଦେଖିବା ପରେ ଆପଣ ଏଥିରୁ ଓହୁରି ଆସୁଛନ୍ତି ତେବେ ଆପଣଙ୍କ ପାଇଁ ଏବେ ଶସ୍ତାରେ ବିଦେଶ ଭ୍ରମଣ କରିବାର ସୁଯୋଗ ଆଣିଛି ଏହି ଏୟାର ଲାଇନ୍ସ । କାରଣ ଏହି ଏୟାର ଲାଇନ୍ସ ଘୋଷଣା କରିଛି କି ଏକ ନିର୍ଦ୍ଧିଷ୍ଠ…
Read More...

ମହଙ୍ଗା ପଡ଼ିଲା ଜନ୍ମଦିନ ପାଳନ : ନିମୟ ଉଲ୍ଲଂଘନ କରି ଗିରଫ ହେଲେ ୟୁଟ୍ୟୁବର ପାଇଲଟ ଗୌରବ ତାନେଜା

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଜନ୍ମଦିନ ପାଳନ । ନିମୟ ଉଲ୍ଲଂଘନ କରି ଗିରଫ ହେଲେ ୟୁଟ୍ୟୁବର ପାଇଲଟ ଗୌରବ ତାନେଜା । ଗୌରବ ଉତ୍ତରପ୍ରଦେଶର ନୋଏଡ଼ାସ୍ଥିତ ଆକ୍ୟୁ ଲାଇନର ସେକ୍ଟର ୫୧ ମେଟ୍ରୋ ଷ୍ଟେସନରେ ନିଜ ପ୍ରଶଂସକମାନଙ୍କ ସହ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ । ଫଳରେ ଜନ୍ମଦିନ ପାର୍ଟି ପାଇଁ…
Read More...

ତୈଳଦର ବୃଦ୍ଧି ନେଇ ନିଆରା ପ୍ରତିବାଦ । ଥାନାରେ ହର-ପାର୍ବତୀ

କନକ ବ୍ୟୁରୋ : ଦେଶର ନାଗରିକ, ବୁଦ୍ଧିଜୀବୀ ସମାଜ ଓ ନେତା ମନ୍ତ୍ରୀମାନେ ଏବେ ମୂଳ ପ୍ରସଙ୍ଗରୁ ଅନେକ ଦୂରକୁ ଚାଲିଯାଉଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ । ସରକାରଙ୍କ ଅତ୍ୟାଧିକ କର , ଶିକ୍ଷାର ବଜାରୀକରଣ, ସ୍ୱାସ୍ଥ୍ୟ ସମସ୍ୟା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ…
Read More...

ଅମରନାଥ ଯାତ୍ରା : ବାଦଲ ଫାଟିବାରୁ ଚାଲିଯାଇଛି ଅନେକ ଜୀବନ, ଶବ ଚିହ୍ନଟ କରିପାରୁନାହାନ୍ତି ପରିବାର ଲୋକେ

ଗତ କିଛିଦିନ ତଳେ ଆରମ୍ଭ ହୋଇଥିବା ଅମରନାତ ଯାତ୍ରା ଉପରେ ଏବେ କଟକଣା ଲାଗିଛି । ଭଗବାନଙ୍କୁ ଦର୍ଶନ କରିବାକୁ ଯାଉଥିବା ଲୋକଙ୍କୁ ଅଧା ରାସ୍ତାରୁ ନିରାସ ହୋଇ ଘରକୁ ପେରିବାକୁ ପଡିଛି । କାରଣ ଅମନାଥ ଗୁମ୍ଫା ନିକଟରେ ବାଦଲ ଫାଟିବା କାରଣରୁ ବଡ ଧରଣର ଦୁର୍ଘଟଣା ଘଟିଛି । ଯେଉଁଥିରେ ଅନେକ…
Read More...

ବାଦଲଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଗମ୍ଭୀର ସ୍ଥିତି । ୨ ଦିନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ବିତ୍ପାତ ଯୋଗୁଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି ଉତ୍ତରାଖଣ୍ଡ ସରକାର । ଶନିବାର ଯାତ୍ରା ବନ୍ଦ ରହିଥିବାବେଳେ ରବିବାର ମଧ୍ୟ ଦ୍ୱିତୀୟ ଦିନରେ ଯାତ୍ରାକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି । ବାଦଲଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡ…
Read More...