Browsing Category

ଦେଶ ବିଦେଶ

ବ୍ରିଟେନରେ ଉପୁଜିଲା ମହାରାଷ୍ଟ୍ର ସ୍ଥିତି, ବିଦ୍ରୋହୀଙ୍କ ଚାପରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

କନକ ବ୍ୟୁରୋ : ଖାଲି ଭାରତବର୍ଷ ନୁହେଁ ବିଶ୍ୱର ଅନେକ ରାଷ୍ଟ୍ରରେ ଦେଖିବାକୁ ମିଳିଛି କ୍ଷମତା ସଂକଟ । ମହାରାଷ୍ଟ୍ରରେ ଯେଭଳି ଭାବେ ନିଜ ଦଳର ବିଧାୟକଙ୍କ ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି ବ୍ରିଟେନରେ ।…
Read More...

ଛୋଟ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦୀ: ଛୋଟ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦୀ: କୁନି କୁନି ପିଲାଙ୍କ ସହ ବସି…

କନକ ବ୍ୟୁରୋ: ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀ । କୁନି କୁନି ପିଲାଙ୍କ ଗହଣରେ ବସି ଗୀତ ଶୁଣୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିଏ ଆଧ୍ୟାତ୍ମିକ ଗୀତ ଗାଉଛି ତ ପୁଣି କିଏ ଶ୍ଳୋକ । ବାରାଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୀତ ଶୁଣାଇଛନ୍ତି କୁନି କୁନି ପିଲା…
Read More...

କିଏ ଏହି ଭାରତୀୟ ବଂଶୋଦ୍ଭବ ଋଷି ସୁନକ ? ହୋଇପାରନ୍ତି ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପାର୍ଟି ମଧ୍ୟରେ ବିଦ୍ରୋହ କାରଣରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇଦିନ ମଧ୍ୟରେ କଞ୍ଜରଭେଟିଭ ପାର୍ଟିର ୪୧ ଜଣ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ଆଜି ବାଧ୍ୟ ହୋଇ ବୋରିସ୍ ପ୍ରଧାନମନ୍ତ୍ରୀ ପଦରୁ…
Read More...

ଡିଏମକେକୁ ବିଜେପିର ଚେତାବନୀ, ମହାରାଷ୍ଟ୍ର ଭଳି ଭାଙ୍ଗିଦେବୁ ସରକାର

କନକ ବ୍ୟୁରୋ : ତାମିଲ ନାଡୁରେ ବି ମହାରାଷ୍ଟ୍ର ଭଳି ସ୍ଥିତି ହେବ । ସଂଖ୍ୟା ଗରିଷ୍ଠତାର ବହୁ ପଛରେ ଥିଲେ ବି ସେଠାରେ ବିଜେପି ନେତୃତ୍ୱରେ ସରକାର ଗଠନ ହେବ । ଡିଏମକେକୁ ଏଭଳି କିଛି ଚେତାବନୀ ଦେଇଛନ୍ତି ତାମିଲନାଡୁ ବିଜେପି ସଭାପତି କେ,ଆନ୍ନାମଲାଇ । ଭାଲ୍ଲୁଭର କୋଟମ ଠାରେ ଏକ ଜନସଭାକୁ…
Read More...

ବ୍ରିଟିଶ ଗଣମାଧ୍ୟମର ସୂଚନା, ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

କନକ ବ୍ୟୁରୋ : ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଏନେଇ ବ୍ରିଟିସ ଗଣମାଧ୍ୟମ ସୂଚନା ଦେଇଛି । ବିଟେନରେ ଜାରି ରହିଥିବା କ୍ଷମତା ସଂକଟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପାଇଁ ମହଙ୍ଗା ପଡିଛି ।…
Read More...

କାଳୀ ବିବାଦରେ ମହୁଆଙ୍କୁ ମମତାଙ୍କ ଉପଦେଶ, କହିଲେ ‘ପ୍ରଥମେ ଲୋକଙ୍କ ଭାବନାକୁ ବୁଝ’

କନକ ବ୍ୟୁରୋ : କଳୀଙ୍କ ଉପରେ ବୟାନ ଦେଇ ଅଡୁଆରେ ପଡିଥିବା ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପଦେଶ ଆଳରେ ଅନେକ କିଛି କହିଛନ୍ତି । ଲାଗି ରହିଥିବା ବିବାଦ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମମତା କହିଛନ୍ତି କି, ପ୍ରଥମେ ଲୋକଙ୍କ ଭାବନାକୁ ବୁଝିବାକୁ…
Read More...

ପତଳା ହେବା ନିଶାରେ ମହିଳାଙ୍କ ଅବସ୍ଥା ଏପରି ହେଲା । ଲୋକେ ଦେଖିଲେ ଡରୁଛନ୍ତି ।

କନକ ବ୍ୟୁରୋ: ଓଜନ ହ୍ରାସ କରିବାକୁ ଲୋକେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ଏକ ଭଲ କଥା। ମାତ୍ର ଅତ୍ୟଧିକ ଓଜନ ହ୍ରାସ ମୃତ୍ୟୁର ବି କାରଣ ବନିପାରେ। ଲୋକେ ଡାଏଟ୍‌, ବ୍ୟାୟାମ, ଯୋଗ ଆଦି ବିଭିନ୍ନ ପ୍ରକ୍ରିୟା ଆପଣେଇ ଓଜନ ହ୍ରାସ କରିଥାନ୍ତି। ମାତ୍ର କିଛି…
Read More...

ଭଗୱନ୍ତ ମାନଙ୍କ ବଧୂ ହେଲେ ଗୁରପ୍ରୀତ କୌର । ବାପା ହୋଇ ବିବାହର ସବୁ କର୍ମ ତୁଲାଇଲେ ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ: ବିବାହର ବନ୍ଧନରେ ବାନ୍ଧିହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଡାକ୍ତର ଗୁରୁପ୍ରୀତ୍ କୌରଙ୍କ ସହ ତାଙ୍କର ବିବାହ ହୋଇସାରିଛି । ସବୁଠୁ ବଡ କଥା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିବାହ ଉତ୍ସବରେ ଉପସ୍ଥିତ ରହି ଭଗୱନ୍ତଙ୍କ ବାପା…
Read More...

ଚାଲିଚାଲି ଭାରତ ଭ୍ରମଣ କଲେ ଦମ୍ପତ୍ତି । ଅନେକ ସମସ୍ୟା ଭିତରେ ରଚିଲେ ରେକର୍ଡ

କନକ ବ୍ୟୁରୋ: କେରଳ କୋଟାୟାମର ୫୩ ବର୍ଷିୟା ବେନି କୋଟ୍ଟାରାଠିଲ ଏବଂ ତାଙ୍କ ୪୬ ବର୍ଷିୟା ପତ୍ନୀ ମୋଲି ବେନି ପାଦରେ ଚାଲିଚାଲି ଭାରତ ଭ୍ରମଣ କରି ନିଆରା ରେକର୍ଡ କରିଛନ୍ତି । ସେମାନଙ୍କର ଏହି ଭାରତ ଯାତ୍ରା ୨୦୨୧ ଡିସମ୍ପର ୧ ତାରିଖରେ ଆରମ୍ଭ ହୋଇଥିଲା । ପୁରା ଦେଶ ଭ୍ରମଣ କରିବାକୁ ତାଙ୍କୁ…
Read More...

ଉଦ୍ଧବ ଠାକରେଙ୍କୁ ବଡ ଝଟକା, ଠାଣେ ନଗରନିଗମର ୬୭ କାଉଁସିଲରଙ୍କ ମଧ୍ୟରୁ ୬୬ ଜଣ ସିନ୍ଦେ ଗ୍ରୁପରେ ସାମିଲ

କନକ ବ୍ୟୁରୋ : ମହାରାଷ୍ଟ୍ରରେ କ୍ଷମତାରୁ ହଟିବା ପରେ ଉଦ୍ଧବ ଠାକରେଙ୍କୁ ପୁଣି ଏକ ବଡ ଝଟକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଠାଣେ ନଗର ନିଗମ ଏବେ ଶିବସେନା ହାତରୁ ପଳାଇଛି । ଏଠାରେ ଥିବା ୬୭ ଜଣ କାଉଁସିଲଙ୍କ ମଧ୍ୟରୁ ୬୬ ଜଣ କାଉଁସିଲର ଏକନାଥ ସିନ୍ଦେ ଗ୍ରୁପରେ ସାମିଲ ହୋଇଛନ୍ତି…
Read More...