Browsing Category

ଦେଶ ବିଦେଶ

ବ୍ରିଟିଶ ଗଣମାଧ୍ୟମର ସୂଚନା, ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

କନକ ବ୍ୟୁରୋ : ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଏନେଇ ବ୍ରିଟିସ ଗଣମାଧ୍ୟମ ସୂଚନା ଦେଇଛି । ବିଟେନରେ ଜାରି ରହିଥିବା କ୍ଷମତା ସଂକଟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପାଇଁ ମହଙ୍ଗା ପଡିଛି ।…
Read More...

କାଳୀ ବିବାଦରେ ମହୁଆଙ୍କୁ ମମତାଙ୍କ ଉପଦେଶ, କହିଲେ ‘ପ୍ରଥମେ ଲୋକଙ୍କ ଭାବନାକୁ ବୁଝ’

କନକ ବ୍ୟୁରୋ : କଳୀଙ୍କ ଉପରେ ବୟାନ ଦେଇ ଅଡୁଆରେ ପଡିଥିବା ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପଦେଶ ଆଳରେ ଅନେକ କିଛି କହିଛନ୍ତି । ଲାଗି ରହିଥିବା ବିବାଦ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମମତା କହିଛନ୍ତି କି, ପ୍ରଥମେ ଲୋକଙ୍କ ଭାବନାକୁ ବୁଝିବାକୁ…
Read More...

ପତଳା ହେବା ନିଶାରେ ମହିଳାଙ୍କ ଅବସ୍ଥା ଏପରି ହେଲା । ଲୋକେ ଦେଖିଲେ ଡରୁଛନ୍ତି ।

କନକ ବ୍ୟୁରୋ: ଓଜନ ହ୍ରାସ କରିବାକୁ ଲୋକେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ଏକ ଭଲ କଥା। ମାତ୍ର ଅତ୍ୟଧିକ ଓଜନ ହ୍ରାସ ମୃତ୍ୟୁର ବି କାରଣ ବନିପାରେ। ଲୋକେ ଡାଏଟ୍‌, ବ୍ୟାୟାମ, ଯୋଗ ଆଦି ବିଭିନ୍ନ ପ୍ରକ୍ରିୟା ଆପଣେଇ ଓଜନ ହ୍ରାସ କରିଥାନ୍ତି। ମାତ୍ର କିଛି…
Read More...

ଭଗୱନ୍ତ ମାନଙ୍କ ବଧୂ ହେଲେ ଗୁରପ୍ରୀତ କୌର । ବାପା ହୋଇ ବିବାହର ସବୁ କର୍ମ ତୁଲାଇଲେ ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ: ବିବାହର ବନ୍ଧନରେ ବାନ୍ଧିହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଡାକ୍ତର ଗୁରୁପ୍ରୀତ୍ କୌରଙ୍କ ସହ ତାଙ୍କର ବିବାହ ହୋଇସାରିଛି । ସବୁଠୁ ବଡ କଥା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିବାହ ଉତ୍ସବରେ ଉପସ୍ଥିତ ରହି ଭଗୱନ୍ତଙ୍କ ବାପା…
Read More...

ଚାଲିଚାଲି ଭାରତ ଭ୍ରମଣ କଲେ ଦମ୍ପତ୍ତି । ଅନେକ ସମସ୍ୟା ଭିତରେ ରଚିଲେ ରେକର୍ଡ

କନକ ବ୍ୟୁରୋ: କେରଳ କୋଟାୟାମର ୫୩ ବର୍ଷିୟା ବେନି କୋଟ୍ଟାରାଠିଲ ଏବଂ ତାଙ୍କ ୪୬ ବର୍ଷିୟା ପତ୍ନୀ ମୋଲି ବେନି ପାଦରେ ଚାଲିଚାଲି ଭାରତ ଭ୍ରମଣ କରି ନିଆରା ରେକର୍ଡ କରିଛନ୍ତି । ସେମାନଙ୍କର ଏହି ଭାରତ ଯାତ୍ରା ୨୦୨୧ ଡିସମ୍ପର ୧ ତାରିଖରେ ଆରମ୍ଭ ହୋଇଥିଲା । ପୁରା ଦେଶ ଭ୍ରମଣ କରିବାକୁ ତାଙ୍କୁ…
Read More...

ଉଦ୍ଧବ ଠାକରେଙ୍କୁ ବଡ ଝଟକା, ଠାଣେ ନଗରନିଗମର ୬୭ କାଉଁସିଲରଙ୍କ ମଧ୍ୟରୁ ୬୬ ଜଣ ସିନ୍ଦେ ଗ୍ରୁପରେ ସାମିଲ

କନକ ବ୍ୟୁରୋ : ମହାରାଷ୍ଟ୍ରରେ କ୍ଷମତାରୁ ହଟିବା ପରେ ଉଦ୍ଧବ ଠାକରେଙ୍କୁ ପୁଣି ଏକ ବଡ ଝଟକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଠାଣେ ନଗର ନିଗମ ଏବେ ଶିବସେନା ହାତରୁ ପଳାଇଛି । ଏଠାରେ ଥିବା ୬୭ ଜଣ କାଉଁସିଲଙ୍କ ମଧ୍ୟରୁ ୬୬ ଜଣ କାଉଁସିଲର ଏକନାଥ ସିନ୍ଦେ ଗ୍ରୁପରେ ସାମିଲ ହୋଇଛନ୍ତି…
Read More...

ପଶ୍ଚିମବଙ୍ଗରେ ପୁଣି ରାଜନୈତିକ ହିିଂସା, ବାଇକରେ ଯାଉଥିବା ବେଳେ ଟିଏମସି ନେତାଙ୍କ ସମେତ ୩ ଜଣଙ୍କୁ ହତ୍ୟା

କନକ ବ୍ୟୁରୋ : ଗୋଟେପଟେ ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କ କାଳୀଙ୍କ ଉପରେ ବୟାନକୁ ନେଇ ସାରା ଦେଶରେ ଅଶାନ୍ତି ଲାଗି ରହିଥିବା ବେଳେ ଆଜି ପଶ୍ଚିମବଙ୍ଗରେ ଜଣେ ଟିଏମସି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ସୂଚନା ମୁତାବକ ଏହି ଘଟଣା ଦକ୍ଷୀଣ ଚବିଶ ପରଗଣା ଜିଲ୍ଲାରେ…
Read More...

ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ୱିଷ୍ଟ । ପାୱାରଙ୍କୁ ସିନ୍ଦେ ଭେଟିବା ଖବର ପ୍ରଚାରିତ, ଜାଣନ୍ତୁ କଣ କହିଲେ ଏକନାଥ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଖବର ପ୍ରଚାରିତ ହେଉଛି କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । କେବଳ କଥା ପ୍ରଚାରିତ ହେଉ ନାହିଁ ବରଂ ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି…
Read More...

‘କାଳୀ’ ପୋଷ୍ଟର ବିବାଦ । ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ନୁପୂର ଶର୍ମାଙ୍କୁ ନେଇ କ’ଣ କହିଲେ ଲେଖିକା ତସଲିମା…

କନକ ବ୍ୟୁରୋ:ବାଂଲାଦେଶୀ ଲେଖିକା ତସଲିମା ନସରିନ୍ ‘କାଳୀ’ ପୋଷ୍ଟର ବିବାଦ ଓ ନୂପୁର ଶର୍ମାଙ୍କ ବୟାନକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ସ୍ୱାଧିନତା ଉପରେ ବିଶ୍ୱାସ କରନ୍ତି ତେବେ ସେ ନୂପୁର ଶର୍ମା ଓ ମହୁଆ ମୋଇତ୍ରାଙ୍କ ମତକୁ ସମ୍ମାନ କରିବେ ।…
Read More...

‘କାଳୀ’ ପୋଷ୍ଟର ବିବାଦ ପରେ ନିର୍ଦ୍ଦେଶିକା ଲୀନା ମନିମେକଲାଇଙ୍କ ନୂଆ ଟ୍ୱିଟ୍ । ‘ଶିବ-ପାର୍ବତୀ’ଚରିତ୍ରଙ୍କୁ ସିଗାରେଟ୍…

କନକ ବ୍ୟୁରୋ: ‘କାଳୀ’ ପୋଷ୍ଟର ବିବାଦ ପରେ ଫିଲ୍ମର ନିର୍ଦ୍ଦେଶିକା ଲୀନା ମଣିମେକଲାଇ ଆଉ ଏକ ଟ୍ୱିଟ୍ କରି ନିଜ ସମସ୍ୟାକୁ ନିମନ୍ତ୍ରଣ ଦେଇଛନ୍ତି । ସେ କରିଥିବା ଟ୍ୱିଟରେ ‘ଶିବ-ପାର୍ବତୀ’ ଚରିତ୍ରରେ ଥିବା ବ୍ୟକ୍ତିଙ୍କୁ ସିଗାରେଟ୍ ଟାଣୁଥିବାର ଦେଖାଇଛନ୍ତି । ଫୋଟୋକୁ ଟ୍ୱିଟ୍ କରି ଲୀନା…
Read More...