Browsing Category

ଦେଶ ବିଦେଶ

ସିନ୍ଦେ ସରକାରରେ ସାମିଲ ହୋଇପାରନ୍ତି ଠାକରେ ପରିବାରର ଏହି ସଦସ୍ୟ, ଜାଣନ୍ତୁ କ’ଣ କହିଲେ ରାଜ୍ ଠାକରେ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଦ୍ରୋହୀ ଶିବସେନା ଓ ବିଜେପି ମିଳିତ ଭାବେ ସରକାର ଗଠନ କରିଥିଲେ ବି ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇନାହିଁ । ସେପଟେ ସିନ୍ଦେ ସରକାରରେ ବିଜେପିକୁ କେତେ ମନ୍ତ୍ରୀ ଦିଆଯିବ ତାହା ସ୍ପଷ୍ଟ ହୋଇନଥିଲେ ବି ସିନ୍ଦେ ସରକାରରେ ଠାକରେ ପରିବାରରୁ ଜଣଙ୍କୁ…
Read More...

ଭାରତୀୟ ବୃଦ୍ଧଙ୍କ ଠାରେ ବିରଳ ବ୍ଲଡ୍ ଗ୍ରୁପ୍ । ଦେଶରେ ପ୍ରଥମ , ବିଶ୍ୱରେ ୧୦ମ ଘଟଣା

କନକ ବ୍ୟୁରୋ: ଦୁନିଆଁରେ ୪ ପ୍ରକାର ବ୍ଲଡ ଗ୍ରୁପ କଥା ସମସ୍ତେ ଜାଣିଥିବେ । ହେଲେ ଏହାକୁ ବାଦ ଦେଇ ଆଉ କିଛି ରକ୍ତ କଣିକା ବି ରହିଛି । ନିକଟରେ ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଭିନ୍ନ ଧରଣର ବ୍ଲଡ ଗ୍ରୁପ ମିଳିଛି ଯାହାକୁ ନେଇ ବିଜ୍ଞାନ କ୍ଷେତ୍ରରେ ଆଲୋଡନ ସୃଷ୍ଟି ହୋଇଛି । ଦେଶରେ ଏକ…
Read More...

ସଂସଦରେ ବ୍ୟବହାର ହୋଇପାରିବ ନାହିଁ ‘ଭ୍ରଷ୍ଟ’ ଓ ‘ଜୁମଲାବାଜୀ’ ଭଳି ଶବ୍ଦ, ବିରୋଧୀ କହିଲେ ଏଭଳି କଥା

କନକ ବ୍ୟୁରୋ : ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଚାଲିଥିବା ବେଳେ ଅନେକ ଶବ୍ଦ ବ୍ୟବହାର ଉପରେ ରୋକ ଲଗାଯାଇଛି । ଏଭଳି ଶବ୍ଦଗୁଡିକ ବ୍ୟବହାର କଲେ ଏହାକୁ ଅସଂସଦୀୟ ଭାବେ ଗ୍ରହଣ କରାଯିବ । ଲୋକସଭା ସଚିବାଳୟ ତରଫରୁ ଅସଂସଦୀୟ ଶବ୍ଦ ୨୦୨୧ ନାମରେ ଏଭଳି ଶବ୍ଦ ଓ ବାକ୍ୟର ସୂଚୀ ପ୍ରସ୍ତୁତ କରାଯାଇଛି…
Read More...

ପ୍ରଦର୍ଶନକାରୀଙ୍କୁ ରୋକିବାକୁ କଲମ୍ବୋରେ କର୍ଫ୍ୟୁ ଲଗାଇଲେ ଶ୍ରୀଲଙ୍କା ସରକାର, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ରହିବ…

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରୁ ପଳାଇଯାଇଥିବା ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ କୌଣସି ଦେଶ ରହିବାର ସୁଯୋଗ ଦେଉ ନଥିବା ବେଳେ ପ୍ରଦର୍ଶନକାରୀମାନେ ଭାରିମାତ୍ରାରେ ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମେ ରାଷ୍ଟ୍ରପତି ଭବନ ଓ ପରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଦଖଲ…
Read More...

୨୫ ରାଜ୍ୟରେ ବର୍ଷାର ତାଣ୍ଡବ । ଏପର୍ଯ୍ୟନ୍ତ ୨୧୮ ଜଣଙ୍କ ମୃତ୍ୟୁ, ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

କନକ ବ୍ୟୁରୋ : ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା କର୍ଣ୍ଣାଟକ ଓ କେରଳ ସମେତ ଦେଶର ୨୫ ଟି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ବନ୍ୟା ଓ ଭୂସ୍ଖଳନ ଫଳରେ ୨୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ବର୍ଷା କାରଣରୁ…
Read More...

ଲକ୍ଷେ ଟଙ୍କାର ନକଲି ନୋଟ ଦେଉଥିଲା, ୩୫ ହଜାର ଟଙ୍କାର ଅସଲି ନୋଟ ନେଉଥିଲା । ୟୁଟ୍ୟୁବରୁ ଦେଖି ଶିଖିଥିଲା ନକଲି ନୋଟ…

କନକ ବ୍ୟୁରୋ : ୟୁଟ୍ୟୁବରୁ ନକଲି ନୋଟ ତିଆରି କରିବା ଶିଖିଲେ, ପରେ ସେହି ସମାନ ଶୈଳୀରେ ନକଲି ନୋଟ ଛାପି ବଜାରକୁ ଛାଡିଲେ । ଆଉ ଚୋର ଘର ସବୁଦିନ ଅନ୍ଧାର ନରହିବା ଭଳି ଉକ୍ତ ଯୁବକ ମଧ୍ୟ ପୋଲିସ ପଞ୍ଝାରେ ପଡିଲେ । ଏକ ଲକ୍ଷ ଟଙ୍କାର ନକଲି ନୋଟ ୩୫ ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ପୋଲିସ…
Read More...

ସୋନିଆ ଗାନ୍ଧୀଙ୍କ ଇଡିର ନୋଟିସ ପରେ ଆକ୍ସନ ମୋଡରେ କଂଗ୍ରେସ । ଜୁଲାଇ ୨୧ ରେ ସାରା ଦେଶରେ ପ୍ରଦର୍ଶନ କରିବାକୁ…

କନକ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୃତୀୟ ଥର ପାଇଁ ନୋଟିସ କରିଛି । ଏହି ନୋଟିସରେ ଜୁଲାଇ ୨୧ ତାରିଖରେ ସୋନିଆଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରାଯାଇଛି । ହେଲେ ଏହି ନୋଟିସ ବିରୋଧରେ…
Read More...

ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ : ବିରୋଧ କଲା ବିଜେପି, ତୁରନ୍ତ କ୍ଷମା ପ୍ରାର୍ଥନା…

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ । ବିରୋଧ କଲା ବିଜେପି, ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ କଲା ଦାବି କରିଛି । ଅଜୟ କୁମାର କହିଛନ୍ତି, ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍‌ ବିଚାରଧାରାକୁ ପ୍ରତିନିଧିତ୍ୱ…
Read More...

କେମିତି ମାଳଦ୍ୱୀପ ଗଲେ ଗୋଟାବାୟା ? ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ବିରୋଧରେ ପ୍ରଦର୍ଶନ ଜାରି

କନକ ବ୍ୟୁରୋ : ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ବିକ୍ଷୋଭକାରୀମାନେ ଗୋଟବାୟାଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ ଜାରି ରଖିଥିବାବେଳେ ସେ କେବେ ଇସ୍ତଫା ଦେବେ ତାହା ସ୍ପଷ୍ଟ ହୋଇନାହିଁ । ଏହି ସମୟରେ ଶ୍ରୀଲଙ୍କାରୁ ପଳାୟନ କରି ମାଳଦ୍ୱୀପରେ ପହଞ୍ଚିଥିବା…
Read More...

ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବାକୁ ମହିଳାଙ୍କ ଅଜବ ଉପାୟ । ବିଜେପି ବିଧାୟକଙ୍କ ଦେହରେ କାଦୁଅ ବୋଳି କଲେ ପୂଜା

କନକ ବ୍ୟୁରୋ: କେଉଁଠି ବନ୍ୟା ତ କେଉଁଠି ମରୁଡି । ଉତ୍ତରପ୍ରଦେଶର ମହାରାଜଗଂଜରେ ଠିକ ଭାବେ ବର୍ଷା ହେଉନଥିବାରୁ ମରୁଡି ସ୍ଥିତି ସୃଷ୍ଟି ହୋଇଛି । ଫଳରେ ଏଠିକାର ମହିଳା ଗ୍ରହଣ କରିଛନ୍ତି ନିଆରା ପୂଜାବିଧି । ମହିଳାମାନେ ‘ବିଜେପି’ ବିଧାୟକ ଜୟମଙ୍ଗଳ କନୋଜିଆ ଏବଂ ପୌ ର ପରିଷଦ ଅଧ୍ୟକ୍ଷ…
Read More...